ଆଜି ଆୟାରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଡେବ୍ୟୁ କରୁଛନ୍ତି ଏହି ଖେଳାଳି ,ଦେଖିବାକୁ ମିଳିବ ଛକା ଚୌକାର ବର୍ଷା ଜାଣନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ତୃତୀୟ ଟ୍ୱିଟ୍ୱେଣ୍ଟି ରେ ଭାରତୀୟ ଦଳରେ ହେବ ବଡ଼ ପରିବର୍ତ୍ତନ ଡେବ୍ୟୁ କରି କରି ପାରନ୍ତି 29 ବର୍ଷୀୟ ଏହି ଖେଳାଳି ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଟ୍ୱିଟ୍ୱେଣ୍ଟି ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ବୁଧବାର ଅର୍ଥାତ ଆଜି 23 ଅଗଷ୍ଟରେ ଡବଲେନରେ ଖେଳାଯିବ |ଦୁଇଟି ଟ୍ୱିଟ୍ୱେଣ୍ଟି ଜିତିଥିବା ଟିମ ଇଣ୍ଡିଆ ଏକ କ୍ଲିନ ସିପ ହିସାବରେ ଗ୍ରାଉଣ୍ଡକୁ ଆସିବ|

ଯଶପ୍ରତି ବୁମରାହା ତୃତୀୟ ଟ୍ୱିଟ୍ୱେଣ୍ଟିରେ ପ୍ଲେଇଙ୍ଗ ଏକାଦଶୀରେ ଆସିବ ତେବେ ଯଶପ୍ରୀତ ବୁମରାହା ପ୍ଲେଇଙ୍ଗ ଏକାଦଶୀର ବେଞ୍ଚରେ ବସିଥିବା କିଛି ଖେଳାଳିଙ୍କୁ ସୁଯୋଗ ଦେଇ ପାରନ୍ତି |ଜୀତେଶ ଶର୍ମାଙ୍କ ଡେବ୍ୟୁ ନିଷ୍ପତି ରିପୋର୍ଟ ଅନୁସାରେ 29 ବର୍ଷୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୀତେଶ ଶର୍ମା ତୃତୀୟ ଟିଟ୍ୱେଣ୍ଟିରେ ଡେବ୍ୟୁ କରିବା ନେଇ ସୁଯୋଗ ଦିଆଯାଇ ପାରେ |

ଦଳରେ ସଞ୍ଜୁ ସାମସନଙ୍କ ସ୍ଥାନ ନେଇ ପାରନ୍ତି ଏହା ବ୍ୟତୀତ ସାହାବଜ଼ ଆହମଦ ,ୱାସିଙ୍ଗ ଟନ ସୁନ୍ଦର ଅନ୍ତିମ ଏକାଦଶୀରେ ସ୍ଥାନ ପାଇ ପାରନ୍ତି |ପ୍ରଥମେ ବୋଲିଂ ଭାବରେ ମଧ୍ୟ ପରିବର୍ତ୍ତନ ହୋଇପାରେ ଅର୍ଶଦୀପ ସିଂହଙ୍କୁ ବସାଇ ମୁକେଶ କୁମାରଙ୍କୁ ଏକ ସୁଯୋଗ ଦିଆଯାଇପାରେ |

ତୃତୀୟ ଟିଟ୍ୱେଣ୍ଟିରେ ବୋଲିଙ୍ଗ ଭାଗ ଏହିପରି ହୋଇପାରେ |ତୃତୀୟ ଟିଟ୍ୱେଣ୍ଟି ପାଇଁ ବାମହାତି ସ୍ପିନର ସାହାବଜ଼ ଆହମଦ ଙ୍କୁ ସୁନ୍ଦରଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ |ସାହାବଜ ବୋଲିଙ୍ଗ ସହିତ ଭଲ ବ୍ୟାଟିଙ୍ଗ ମଧ୍ୟ କରିବେ |ଏ

ହା ସହିତ ୱେଷ୍ଟନଡିଜ ବିପକ୍ଷରେ ଜବରଦସ୍ତ ବୋଲିଙ୍ଗ କରୁଥିବା ମୁକେଶ କୁମାର ମଧ୍ୟ ତୃତୀୟ ଟିଟ୍ୱେଣ୍ଟି ରେ ପ୍ଲେଇଙ୍ଗ ଏକାଦଶୀରେ ଅଂଶ ହୋଇ ପାରନ୍ତି ଆଭେସ ଖାନ ମଧ୍ୟ ବେଞ୍ଚରେ ବସିଛନ୍ତି ତେବେ ଏହା ମଧ୍ୟ ଆଜି ଦେଖା ଯିବାର ଅଛି ତାଙ୍କୁ ସୁଯୋଗ ଦିଆଯିବ କି ନାହିଁ |

Leave a Reply

Your email address will not be published. Required fields are marked *