ସିମ କାର୍ଡ ଧାରୀଙ୍କ ପାଇଁ Sarakar ନେଲେ ବହୁତ ବଡ଼ ପଦକ୍ଷେପ ,କରୁଛନ୍ତି କି ଏପରି କାମ ଯାଇପାରନ୍ତି ଜେଲ ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜି କାଲିକା ସମୟରେ ଆପଣମାନେ ସିମ କାର୍ଡର ବ୍ୟବହାର ନିଶ୍ଚିତ ଭାବରେ କରୁଥିବେ ଯଦି ଆପଣ ସିମ କାର୍ଡ଼ର ବ୍ୟବହାର କରିବେ ନାହିଁ ତାହେଲେ ଆପଣ କାହା ପାଖକୁ କଲ ମଧ୍ୟ କରିପାରିବେ ନାହିଁ |ତେବେ ଏବେ ଏବେ ସିମ କାର୍ଡକୁ ନେଇ ଆସିଲା ଆଉ କିଛି ନୂଆ ନିୟମ ଏଣୁ ଆପଣଙ୍କୁ ନୂଆ ସିମ କରିବା ପାଇଁ ହେବ ଏଭଳି କିଛି କାମ ତ କଣ ଆସିଛି ଅପଡେଟ ଆସନ୍ତୁ ଜାଣିବା |ସିମ କାର୍ଡର ଭେରିଫିକେସନ କୁ ନେଇ ସରକାର ଆଲର୍ଟ ମୋଡକୁ ଆସି ସାରିଛନ୍ତି |

ସରକାର ସିମ କାର୍ଡକୁ ନେଇ ଏକ ନୂଆ ନିୟମ ମଧ୍ୟ ଜାରି କରିଛନ୍ତି |ସିମ କାର୍ଡ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରି ଦିଆଯାଇଛି |ଏବେ ଯେତେ ସବୁ ସିମ କାର୍ଡ ଡିଲଟ ଏବଂ ସିମ କାର୍ଡ ଡିଫଲ୍ଟ ସେମାନଙ୍କ ପାଇଁ ଏକ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଉଛି ଏଣିକି ସିମ କାର୍ଡ କିଣିବା ପାଇଁ ଡିଲର ଙ୍କୁ ଭେରି ଫିକେସନ କରିବାକୁ ପଡ଼ିବ ଏବଂ ସେତେବେଳେ ଯାଇ ସେମାନଙ୍କୁ ସିମ କାର୍ଡ ଦିଆଯିବ

ସାଇବର କ୍ରାଇମ ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି |ଦୂର ସଞ୍ଚାର ସାଇବର ଫ୍ରଡ଼ ରୋକିବା ପାଇଁ ଏବେ ଚେଷ୍ଟା କରା ଯାଉଛି ଏବଂ ଏହି ପ୍ରୟାସ ଅନୁସାରେ ଯେଉଁଥିରେ ସାଇବର ଫ୍ରଡ଼ ଘଟଣା ସାମିଲ ଥିଲା ସରକାର ବାଉନ ଲକ୍ଷ ସିମ କାର୍ଡକୁ ସମ୍ପୂର୍ଣ୍ଣ ଭାବରେ ବ୍ଲକ କରି ସାରିଛନ୍ତି |

ଯାହାକି ଆଗରୁ ଠକ ମାନେ ବିନା କୌଣସି ଭେରି ଫିକେସନ କରିକି ବହୁତ ସାରା ଫେକ ସିମ ନେଇ ଆସୁଥିଲେ |ଆଉ ସେଥିରେ ସେମାନେ ଫ୍ରଡ଼ କରୁଥିଲେ କିନ୍ତୁ ଏବେ ଫ୍ରଡ଼ରେ ମିଳୁଥିବା ସିମ ଡିଲର ମାନଙ୍କ ପାଇଁ ମଧ୍ୟ ଭେରିଫିକେସନ କରିବାକୁ ପଡ଼ିବ ନହେଲେ ସେମାନଙ୍କୁ ସିମ କାର୍ଡ ମିଳି ପାରିବ ନାହିଁ |

ବର୍ତ୍ତମାନ ସମୟରେ ସିମ ଡିଲରଙ୍କୁ ବାର ମାସର ସମୟ ଦିଆଯାଇଛି ଏବଂ ଏହି ଅବସରରେ ଲୋକ ଭେରିଫିକେସନ କରାଇ ପାରିବେ ଖାସ କରି ଯେଉଁ ଲୋକ ନୂଆ ସିମ କାର୍ଡ କିଣିବାକୁ ଯାଉଛନ୍ତି ତାହେଲେ ସେମାନଙ୍କ ଭେରିଫିକେସନ ମଧ୍ୟ କଢ଼ା କଢି ଭାବରେ କରାଯିବ |ଯେଭଳି ସିମ କିଣିବା ସମୟରେ କୌଣସି ଫ୍ରଡ଼ ହୋଇ ନଥିବ ଏହି ଭଳି କିଛି କଢ଼ା କଢି ସୂଚନା ଜାରି କରାଯିବ |

Leave a Reply

Your email address will not be published. Required fields are marked *