ଶିଖର ଧାୱନ ଙ୍କ ଏସିଆ କପ ଖେଳିବା ନେଇ ମୁହଁ ଖୋଲିଲେ ଅଜିତ ଅଗରକର ,କହିଲେ ଏପରି Katha ଜାଣିଲେ ଆପଣ ମୁଣ୍ଡରେ ଦେଇଦେବେ ହାତ |

ନମସ୍କାର ଦର୍ଶକବନ୍ଧୁ ଏସିଆ କପ ପାଇଁ ଭାରତୀୟ ଟିମ ହୋଇଛି ଘୋଷଣା ଶିଖର ଧାୱନ ଙ୍କୁ ଏହି ଟିମରେ ମିଳି ନାହିଁ ସୁଯୋଗ କାହିଁକି ଟିମରେ ମିଳୁ ନାହିଁ ସୁଯୋଗ ଏହାକୁ ନେଇ ମୁହଁ ଖୋଲିଲେ ଅଜିତ ଅଗରକର |ଭାରତୀୟ ପୁରୁଷ ଦଳର ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକର ଭେଟେରିଆନ ଓପନର ଶିଖର ଧାୱନ ଙ୍କୁ ଆଗାମୀ ଏସିଆ କପ ପାଇଁ ଭାରତୀୟ ଦଳରେ ବାଦ ପଡ଼ିବାର କାରଣ ପ୍ରକାଶ କରିଛନ୍ତି |

ଅଗରକର କହିଛନ୍ତି ଯେ ଧାୱନ ବର୍ତ୍ତମାନ ଭାରତୀୟ ଜାତୀୟ ଦଳରେ କ୍ରିକେଟ ଓପନର ଭାବରେ ଫିଟ ନୁହଁନ୍ତି ଏସିଆ କପ 2023 ରେ ଦଳ ଚୟନ କରିବା ବେଳେ ସେ ଆଜି ଏହା କହିଛନ୍ତି |21 ଅଗଷ୍ଟ ରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏସିଆ କପ ପାଇଁ 17 ଜଣିଆ ଦଳ ଘୋଷଣା କରିଛି |ଅନ୍ୟ ଦୁଇ ଓପନର ଶୁଭମନ ଗିଲ ଏବଂ ଇଶାନ କିଷାନ ଙ୍କୁ ଦଳରେ ସାମିଲ କରାଯାଇଛି |

ଅଗରକର କହିଛନ୍ତି ଯେ ରୋହିତ ଗିଲ ଏବଂ ଇଶାନ ଭାରତର ପ୍ରଥମ ପସନ୍ଦର ଓପନର ହେବେ |ଅଜିତ ଅଗରକର କହିଛନ୍ତି ଶିଖର ଧାୱନ ଜଣେ ମହାନ ଖେଳାଳି ବର୍ତମାନ ସେ କହିଛନ୍ତି ଆମ ପାଖରେ ତିନିଜଣ ରୋହିତ ,ଶୁଭମନ ଏବଂ ଇଶାନ କିଷାନ ଅଛନ୍ତି ଯେଉଁ ମାନେ ପ୍ରକୃତରେ ଭଲ ପ୍ରଦର୍ଶନ କରୁଛନ୍ତି |

ଆପଣ କେବଳ ଗୋଟିଏ ଦଳରେ 15 ଟି ଫିଟ ହୋଇପାରିବେ ଦୁର୍ଭାଗ୍ୟବଶତଃ ବେଳେବେଳେ କାହାକୁ ମଧ୍ୟ ହରାଇବାକୁ ପଡ଼ିଥାଏ ଏମାନେ ଆମ ପ୍ରିୟ ଓପନର ଯିଏ ଗତ ମାସ ଡିସେମ୍ବର ମାସରେ ଶିଖର ଭାରତ ପାଇଁ ଶେଷ ୱାନ ଡେ ଖେଳିଥିଲେ |

Leave a Reply

Your email address will not be published. Required fields are marked *