ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଏକ ମହତ୍ୱପୂର୍ଣ୍ଣ ବିଷୟ ବସ୍ତୁ କହିବାକୁ ଯାଉଛୁ ଆଜି ଆମେ ଆପଣଙ୍କୁ କହିବୁ କି ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଖୁସି କରିବା ପାଇଁ ଏବଂ ତାଙ୍କର ଆଶୀର୍ବାଦ ପାଇବା ପାଇଁ କଣ ସବୁ କାମ କରିବା ଆବଶ୍ୟକ ଏବଂ ମଙ୍ଗଳବାର ଦିନ କେଉଁ କାମ କରିବା ଠିକ ନୁହେଁ |ହିନ୍ଦୁ ଧର୍ମର ପରମ୍ପରା ଅନୁଯାଇ ପ୍ରତ୍ୟକ ଦିନ ମାନଙ୍କରେ ଏକ ଅଲଗା ମହତ୍ୱ ରହିଥାଏ ତେବେ ଦିନକୁ ଧରି କୌଣସି କାମ ମଧ୍ୟ କରାଯାଏ |ଦେବୀ ଦେବତା ମାନଙ୍କ କୃପା ସର୍ବଦା ଆମ ମାନଙ୍କ ଉପରେ ରହିଥାଏ |ପ୍ରତ୍ୟକ ଦିନ କୌଣସି ନା କୌଣସି ଦେବୀ ଦେବତା ଏବଂ ଗ୍ରହଙ୍କର ମଧ୍ୟ ହୋଇଥାଏ |
ତେଣୁ ଏହି ପ୍ରକାରରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହର କାରକ ମଧ୍ୟ ବିଚାର କରାଯାଏ ଏବଂ ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଙ୍କର ଦିନ ବୋଲି ମାନ୍ୟତା ରହିଛି କାରଣ କଳିଯୁଗରେ ପାଞ୍ଚୋଟି ପ୍ରମୁଖ ଦେବତା ମଧ୍ୟରୁ ଗୋଟିଏ ଦେବତା ହେଉଛନ୍ତି ପ୍ରଭୁ ହନୁମାନ |ଯିଏ କି ଏହି କଳିଯୁଗରେ ଜାଗ୍ରତ ରହିଥିବାର କୁହାଯାଏ ଅର୍ଥାତ ଆଜି ବି ମଧ୍ୟ ଯିଏ ଆମ ମାନଙ୍କ ପାଖରେ ବିରାଜମାନ ରହିଛନ୍ତି ଅଥବା ତାଙ୍କର ପୂଜା କରିବା ଦ୍ୱାରା ଶୀଘ୍ର ଫଳଦାୟୀ ବୋଲି ବିଚାର କରାଯାଏ |
ମଙ୍ଗଳବାର ଦିନ ହନୁମାନଙ୍କୁ ପ୍ରସନ୍ନ କରିବାର କିଛି ଉପାୟ ମଧ୍ୟ କରାଯାଏ ତେବେ ତାହାର ଫଳ ମଧ୍ୟ ଅତି ଶୀଘ୍ର ମିଳିଥାଏ ଏବଂ ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ |ତେବେ ଏମିତି କିଛି କାମ ରହିଛି ଜାକି ମଙ୍ଗଳବାର ଦିନ କରିବା ଉଚିତ ନୁହେଁ ଅନ୍ୟଥା ଏପରି କାର୍ଯ୍ୟ କରିବା ଦ୍ୱାରା ହନୁମାନ ସେ ଜାଗା ପାଖକୁ ମାଡ଼ନ୍ତି ନାହିଁ |ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ବିଷୟରେ
ତେବେ ଜାଣି ରଖନ୍ତୁ ଯେ ମଙ୍ଗଳବାର ଦିନ ଧନ କାହାରିକୁ ମଧ୍ୟ ଉଦ୍ଧାର ଦିଅନ୍ତୁ ନାହିଁ କିମ୍ବା କାହା ଠାରୁ ଉଦ୍ଧାର ନିଅନ୍ତୁ ନାହିଁ |ମଙ୍ଗଳବାର ଦିନ ଏହି ସବୁ କାର୍ଯ୍ୟ କରିବା ଠିକ ହୋଇନଥାଏ ଏହା କରିବା ଦ୍ୱାରା ଆର୍ଥିକ ସଙ୍କଟ ଦେଖା ଦେଇପାରେ |
ମଙ୍ଗଳବାର ଦିନଟି ସମ୍ପୂର୍ଣ୍ଣ ହନୁମାନଙ୍କର ଅଟେ ଏହି ଦିନ ଆପଣ ପିଆଜ ,ରସୁଣ ଏବଂ ସମସ୍ତ ପ୍ରକାଶ ଆମିଷ ଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ ଯଦି ଆପଣ ଏହି ଦିନ ସାତ୍ବକୀ ରୁହନ୍ତି ତେବେ ଆପଣଙ୍କ ଉପରେ ଭଗବାନ ହନୁମାନଙ୍କର କୃପା ସର୍ବଦା ଲାଗି ରହିଥାଏ ଏବଂ ଆଉ କୌଣସି ବି କାର୍ଯ୍ୟକୁ ପୁରା କରିବାରେ ବାଧା ଆସି ନଥାଏ |
ଆପଣ ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଙ୍କ ପାଖକୁ ଯାଆନ୍ତୁ ଆପଣଙ୍କ କାର୍ଯ୍ୟରେ ଯଦି କିଛି ବାଧା ଆସୁଛି ତେବେ ଆପଣ ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଙ୍କ ପାଖକୁ ଯାଆନ୍ତୁ ଏବଂ ନିଜର ଡାହାଣ ହାତ ଦ୍ୱାରା ଭଗବାନ ହନୁମାନଙ୍କର ସିନ୍ଦୁର ଆଣି ମାତା ସୀତାଙ୍କ ଚରଣରେ ଲଗାଇ ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂରଣ ହୋଇଯିବ |
ମଙ୍ଗଳବାର ଦିନ ଆଉ ଏକ କଥା ଆମକୁ ସାବଧାନ ରହିବା ଆବଶ୍ୟକ ଯେ ଦାଢ଼ି କିମ୍ବା ଚୁଟି ଇତ୍ୟାଦି କାଟନ୍ତୁ ନାହିଁ |ପରମ୍ପରା ଅନୁସାରେ ମାନ୍ୟତା ରହିଛି ଯେ ମଙ୍ଗଳବାର ଦିନ ଦାଢ଼ି କିମ୍ବା ଚୁଟି କାଟିବା ଠିକ ହୋଇ ନଥାଏ ଏହା ଦ୍ୱାରା ଆପଣଙ୍କୁ ମଙ୍ଗଳ ଦୋଷ ଲାଗିପାରେ |
ମଙ୍ଗଳବାର ଦିନ କିଛି ଧାର ଥିବା ଜିନିଷ ଘରକୁ କିଣିକି ଆଣନ୍ତୁ ନାହିଁ ଯେପରି ଛୁରୀ କଇଁଛି ଆଦି କିଣି କରି ଘରକୁ ଆଣନ୍ତୁ ନାହିଁ |