ନମସ୍କାର ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ ମାଳିସାହିର କିଛି ଅକୁହା କଥା ବିଷୟରେ କହିବାକୁ ଯାଉଛୁ ମାଳିସାହି ଏପରି ଏକ ସ୍ଥାନ ଯେଉଁଠାରେ ଖୋଲାଖୋଲି ହୋଇଥାଏ ଦେ-ହ ବ୍ୟବସାୟ ମାଳିସାହି ବିଷୟରେ ଆପଣମାନେ ନିହାତି ଭାବରେ ଜାଣିଥିବେ ସବୁ ଜିନିଷ ବାହାରୁ ଯେମିତି ଦେଖା ଯାଇଥାଏ ଭିତରୁ ସେପରି ହୋଇନଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମାଳିସାହି ବିଷୟରେ ଏଭଳି କଥା ଯାହା କେହି ମଧ୍ୟ କହିନଥିବେ |ଭୁବନେଶ୍ୱର ସ୍ଥିତ ମାଳିସାହି ଯାହାକୁ ସମସ୍ତେ ରେଡ଼ ଲାଇନ ଏରିଆ ବୋଲି କୁହାଯାଏ ପ୍ରଶ୍ନ ଉଠେ ସେଠାରେ ଚାଲିଥାଏ କଣ କାହିଁକି ସେହି ସ୍ଥାନ ଏତେ ଚର୍ଚ୍ଚାରେ ମାଳିସାହିରେ ହୋଇଥାଏ
ଦେ-ହ-ର ଶୋଉଦା ନାରୀମାନେ ହୋଇ ଥାଆନ୍ତି ବ୍ୟବସାୟୀ ପୁରୁଷ ମାନେ ହୋଇ ଥାଆନ୍ତି ଗ୍ରାହକ କୌଣସି ଜିନିଷର ବଜାର ପରି ମାଳିସାହିରେ ଦେ-ହ ବ୍ୟବସାୟର ବଜାର ହୋଇଥାଏ |ସେଠାରେ ଝିଅ ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ସମସ୍ତେ ସଜବାଜ ହୋଇ ବାହାରେ ବସି ଥାଆନ୍ତି |ଗ୍ରାହକମାନେ ଆସି ଥାଆନ୍ତି ନିଜ ମନ ପସନ୍ଦର ମହିଳା ବାଛି ଥାଆନ୍ତି ଓ ତାଙ୍କୁ ନେଇ ଉପଭୋଗ କରି ଥାଆନ୍ତି |ଏଥିରେ ନାରୀ ମାନେ ରୋଜଗାର କରି ଥାଆନ୍ତି ଏବଂ ଗ୍ରାହକ ମାନେ ସନ୍ତୁଷ୍ଟ ହୋଇ ଥାଆନ୍ତି |
ଯେଉଁ ଗ୍ରାହକ ମାନେ ଚାହାଁନ୍ତି ଯେଉଁ ମହିଳା ମାନଙ୍କୁ ଅଧିକ ସମୟ ବାହାରକୁ ନେବା ପାଇଁ ସେମାନେ ଅଧିକ ଟଙ୍କା ଦେଇ ନିଜ ପସନ୍ଦର ନାରୀକୁ ନିଜ ସାଙ୍ଗରେ ନେଇ ଯାଇ ଥାଆନ୍ତି ଭୁବନେଶ୍ୱରର ଏହି ମାଳିସହି ବହୁତ ଦିନ ହେଲା ଚାଲି ଆସୁଅଛି ପ୍ରଥମେ ଏହା ଏକ ଗାଁ ଥିଲା ଯୁଗ ବଦଳିବ ସହ ଏହା ଏକ ସହରରେ ପରିଣତ ହୋଇ ସାରିଛି |ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ସବୁ କାର୍ଯ୍ୟ ଆମ ଦେଶରେ ଆଇନ ଗତ ନୁହେଁ ହେଲେ ସରକାର କାହିଁକି ଏହା ଉପରେ କିଛି ପଦକ୍ଷେପ ନେଇ ନଥାନ୍ତି |
ଏହା ତ କୌଣସି ଅଫିସିଆଲ ରିପୋର୍ଟ ନୁହେ |ସରକାର ଜାଣି ଥାଆନ୍ତି ଏହି ବ୍ୟବସାୟ ଦ୍ୱାରା ବହୁତ ଲୋକଙ୍କ ଘର ଚଳିଥାଏ ଏପରି କରି ସେମାନେ ନିଜ ପେଟ ପୋଷି ଥାଆନ୍ତି |ଯେଉଁ ଲୋକମାନେ ନିଜକୁ କଣ୍ଟ୍ରୋଲ କରି ପାରନ୍ତି ନାହିଁ ଅତ୍ୟଧିକ ସେ-କ୍ସ ପାଇଁ ବ୍ୟାକୁଳ ହୋଇଥାଆନ୍ତି ସେହି ଲୋକମାନେ ନିଜକୁ ଯାଇ ଏଠାରେ ସନ୍ତୁଷ୍ଟ କରି ଥାଆନ୍ତି |
ଯଦି ଏହି ସବୁ କାମ ନହୁଅନ୍ତା ସମାଜରେ ରେପ କରିବାର କାର୍ଯ୍ୟ ବହୁତ ଅଧିକ ବଢି ଯାଆନ୍ତା ଏହା ଚାଲିବା ଦ୍ୱାରା ସମାଜରେ ଏସବୁ କାର୍ଯ୍ୟ ଟିକେ କମିଯାଉଛି ଦେଖିବାକୁ ଗଲେ କୌଣସି ନାରୀ ଏପରି କାର୍ଯ୍ୟ କରିବାକୁ ଚାହିଁ ନଥାନ୍ତି ତଥାପି ସେମାନଙ୍କ ପେଟ ପାଇଁ ସେମାନଙ୍କ ଇଛା ନଥିଲେ ମଧ୍ୟ ସେମାନଙ୍କୁ ଏପରି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ଏହିପରି ବହୁତ ନାରୀ ମାନଙ୍କର କରୁଣ କାହାଣୀ ଦେଖିବାକୁ ମିଳିଥାଏ |