ଏହି ଅଭିନେତା ଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଓଲିଉଡ଼ ଅଭିନେତ୍ରୀ Sradha ,ଜାଣିଲେ ଆପଣ ବିଶ୍ୱାସ କରିବେ ନାହିଁ ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ବଧୂ ବେଶରେ ନଜର ଆସିଲେ ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଶ୍ରଦ୍ଧା ପାଣିଗ୍ରାହୀ ସୋସିଆଲ ମେଡିଆ ଆକାଉଣ୍ଟରେ ଏହି ସବୁ ଫୋଟ ପୋଷ୍ଟ କଲା ପରେ ଶ୍ରଦ୍ଧାଙ୍କ ଫ୍ୟାନ ମାନେ ଭାବୁଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ବିବାହ କରିଛନ୍ତି କିନ୍ତୁ ଏହା ସତ ସତିକା ବାହାଘର ନୁହେଁ ଏହା ହେଉଛି ଅନସ୍କ୍ରିନ ବାହାଘର |

ତେବେ ଆପଣ ଯଦି ଶ୍ରଦ୍ଧାଙ୍କ ସିରିଏଲ ଦେଖୁଥିବେ ଖୁସିର ଛୁଙ୍କ ତେବେ ଏହି ସିରିଏରେ ଶ୍ରଦ୍ଧା ସାଜିଛନ୍ତି ବଧୂବେଶ |ତେବେ ଏହି ଖୁସିର ଛୁଙ୍କ ସିରିଏଲରେ ଲିଡ଼ କଳାକାର ଭାବରେ ଅଭିନୟ କରୁଥିବାର ନଜର ଆସିଛନ୍ତି ଶ୍ରଦ୍ଧା ବା ଖୁସି |ତେବେ ଏହି ସିରିଏଲରେ ଶ୍ରଦ୍ଧାଙ୍କ ବିବାହ ହେଉଅଛି ଏବଂ ସେଥିରେ ସେ ବହୁ ବେଶ ସାଜିଛନ୍ତି |

ତେବେ ଅଭିନୟ ମାଧ୍ୟମରେ ଶ୍ରଦ୍ଧା ପାଣିଗ୍ରାହୀ ଓଡ଼ିଶାର ଲୋକମାନଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ବନାଇ ପାରିଛନ୍ତି କାରଣ ଶ୍ରଦ୍ଧା ପାଣିଗ୍ରାହୀ ଯେଉଁ ସିରିଏଲ କରନ୍ତୁ ନା କାହିଁକି ତାଙ୍କ ସିରିଏଲ ସବୁବେଳେ ହିଟରେ ଥାଏ ଓ ତାଙ୍କ ସିରିଏଲ ଦେଖିବାକୁ ଲୋକମାନେ ପସନ୍ଦ କରି ଥାଆନ୍ତି |

ଶ୍ରଦ୍ଧା ପାଣିଗ୍ରାହୀ ଜଣେ ଖୁବ ସୁନ୍ଦର ଅଭିନେତ୍ରୀ ତାଙ୍କର ଅଭିନୟକୁ ଲୋକମାନେ ବେଶ ପସନ୍ଦ କରି ଥାଆନ୍ତି ସେ ଯେଉଁ ବି ସିରିଏଲ କରନ୍ତୁ ନା କାହିଁକି ସବୁବେଳେ ତାଙ୍କ ସିରିଏଲର TRP ଭଲ ଆସିଥାଏ |ତେବେ ଆପଣମାନେ ଶ୍ରଦ୍ଧାଙ୍କର ଏହି ଖୁସିର ଛୁଙ୍କ ସିରିଏଲ ଦେଖୁଛନ୍ତି କି ନାହିଁ ନିହାତି କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *