ମହିଳାଙ୍କ ୫ଟି ଭୋକ, ସବୁ ପୁରୁଷ ମାନେ ଜାଣିବା ନିହାତି ଦରକାର ଏହି Sabu କଥା…ଯିଏ ଜାଣିଛି ସିଏ..

ନମସ୍କାର ଦର୍ଶକବନ୍ଧୁ ମହିଳା ମାନଙ୍କ ପାଞ୍ଚୋଟି ଭୋକ ଯାହା କେବେବି କମ ହୋଇ ନଥାଏ ସେହି ଭୋକ ଆଗରେ ସୁନା ଏବଂ ହୀରା ଭଳି ଅଳଙ୍କାର ମଧ୍ୟ ଫେଲ ମାରିଯାଏ ତେବେ ମହିଳାମାନଙ୍କ ଏହି ଭୋକ ବିଷୟରେ ଜାଣିଲେ ଆପଣ ମଧ୍ୟ ଚମକି ପଡ଼ି଼ବେ |

ପ୍ରଥମେ ହେଉଛି ସଜା ସଜି ହେବାର ଭୋକ ମହିଳା ମାନେ ଯେତେ ସଜା ସଜି ହେଲେ ମଧ୍ୟ ମନର ଭୋକ ସରେନି ଅନ୍ୟ ଆଗରେ ଆହୁରି ସୁନ୍ଦର ଦେଖାଯିବା ପାଇଁ ସେ ସବୁବେଳେ ସଜେଇ ହୁଅନ୍ତି |

ଦ୍ୱିତୀୟରେ ଶା-ରୀ-ରି-କ ସମ୍ପର୍କ ରଖିବାର ଇଛା ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନଙ୍କର ଅଧିକ ଶା-ରୀ-ରି-କ ସମ୍ପର୍କ ରଖିବାର ଇଛା ଶକ୍ତି ଅଧିକ ଥାଏ ଯେତେ ବୟସ ଯେତେ ବଢେ ସେତେ ତାଙ୍କ ଇଛା ମଧ୍ୟ ବଢେ |

ତୃତୀୟରେ ଚାଣକ୍ୟ ନୀତି ଅନୁସାରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଟଙ୍କା ଏବଂ ସୁନା ପ୍ରତି ଅଧିକ ଭୋକ ଥାଏ |

ଚତୁର୍ଥରେ ମହିଳା ମାନଙ୍କ ପେଟରେ ଥିବା ଗୁମର କଥା ଅନ୍ୟମାନଙ୍କ ଆଗରେ ପ୍ରକଟ କରିବାର ଇଛା ମଧ୍ୟ କେବେ ହେଲେ କମ ହୁଏ ନାହିଁ |

ପଞ୍ଚମରେ ମହିଳା ମାନଙ୍କୁ ପୁରୁଷ ମାନଙ୍କ ଅପେକ୍ଷା ଅଧିକ ଖାଦ୍ୟର ଭୋକ ରହିଥାଏ |ତେବେ ଚାଣକ୍ୟଙ୍କ ଅନୁସାରେ ମହିଳାଙ୍କ ନିକଟସ୍ଥ ଏହି ପାଞ୍ଚୋଟି ଭୋକ ଅଧିକ ଥାଏ ଯାହା କେବେବି କମ ହୋଇ ନଥାଏ |

Leave a Reply

Your email address will not be published. Required fields are marked *