ଭଉଣୀ ମାନେ ଭୁଲରେ ମଧ୍ୟ ଏହି ସମୟରେ ବାନ୍ଧନ୍ତୁ ନାହିଁ Bhai ହାତରେ ରାକ୍ଷୀ ,ନଚେତ ଭାଇର ହୋଇପାରେ ମୃ-ତ୍ୟୁ ଜାଣନ୍ତୁ ଏହାର ସଠିକ ସମୟ |

ନମସ୍କାର ଦର୍ଶକବନ୍ଧୁ ଭାଇ ଭଉଣୀଙ୍କ ଠାରୁ ବଡ଼ ସମ୍ପର୍କ ଆଉ ଦୁନିଆରେ ନାହିଁ ଆଉ ଯେଉଁ ଡୋରିରେ ବନ୍ଧା ହୋଇଛି ତାହା ହେଉଛି ରକ୍ଷୀର ବନ୍ଧନ ଭଉଣୀ ଯେତେବେଳେ ଭାଇ ହାତରେ ବାନ୍ଧି ଦିଏ ରାକ୍ଷୀ ମାଗେ ତାର ସୁରକ୍ଷା ଆଉ ଭାଇ ମଧ୍ୟ ବଚନ ଦିଏ ତୋ ସାରା ଜୀବନର ସୁରକ୍ଷା ଦାୟିତ୍ୱ ମୁଁ ନେଉଛି କାହିଁକିନା ଅନେକ ଲୋକ ଜାଣିଛନ୍ତି ଭଉଣୀର ଯେତେବେଳେ ପୁତ୍ର ସନ୍ତାନ ଟିଏ ହୁଏ ସେତେବେଳେ ସେ ଭଉଣୀର ପୁଅ ହେଉ କିମ୍ବା ଝିଅ ହେଉ ତା ଭାଇକୁ ଡାକେ ମାମୁଁ ଆଉ ତାର ମା ର ଭାଇ ତାର ମାମୁଁ ହୁଏ ଅର୍ଥାତ ମାମୁଁ ଶବ୍ଦର ଅର୍ଥ କଣ ମା ନଥିଲେ ମୁଁ ଅଛି ଯିଏ କୁହେ ତାଙ୍କୁ ହିଁ କୁହନ୍ତି ମାମୁଁ ଅର୍ଥାତ ମା ର ଯେଉଁ ସବୁ ଦାୟିତ୍ୱ ରହିଛି ପିଲାମାନଙ୍କ ପ୍ରତି ଆଉ ସେ ଯାହା ଦ୍ୱାରା କରାଏ ତାହାକୁ ମାମୁଁ ବୋଲି କୁହନ୍ତି ମା ନଥିଲେ ମୁଁ ଅଛି |

ସେଥିପାଇଁ ମାମୁଁ ଗୋଟିଏ ଏମିତି ଶବ୍ଦ ଆଉ ଯେଉଁ ଶବ୍ଦ ଆପଣ ଜାଣିଛନ୍ତି ଗୋଟିଏ ସ୍ନେହର ପ୍ରତୀକ ଜଣେ ଭଣଜା ଓ ଭାଣିଜୀଙ୍କ ପାଇଁ ମାମୁଁ ଠାରୁ ବଡ଼ ଆଉ କେହି ନାହାଁନ୍ତି |ଆଉ ଆମେ ଯେତେବେଳେ ଖରା ଛୁଟିରେ ମାମୁଁ ଘରକୁ ଯାଆନ୍ତି ମାମୁଁ ମାନଙ୍କ ସ୍ନେହ ସ୍ୱତନ୍ତ୍ର ତେଣୁ ବୋଉର ଭାଇ ଆମ ମାମୁଁ ଏହା ଠାରୁ ବଡ଼ ଶବ୍ଦ ସଂସାର ଭିତରେ ନାହିଁ ଆମେ ରାକ୍ଷୀ ପୂର୍ଣ୍ଣିମାକୁ 30 ରେ ପାଳିବା ନା 31 ତାରିକରେ ପାଳିବା ଏହି କଥାକୁ ଆମେ ଆସନ୍ତୁ ଆଲୋଚନା କରିବା |କୁହାଯାଏ ଯେ ଭଦ୍ରା କାଳରେ ରାକ୍ଷୀ ବାନ୍ଧିଲେ ଭାଇର ମୃ-ତ୍ୟୁ ହୋଇଥାଏ ଯେହେତୁ 30 ତାରିକରେ ଭଦ୍ରା କାଳ ପଡୁଛି ବୋଲି ଶୁଣୁଥିବେ |

ତ ଜାଣନ୍ତୁ କେଉଁ ଦିନ ବାନ୍ଧିବେ ରାକ୍ଷୀ ତେଣୁ ଭଦ୍ରା ସମୟରେ ରାକ୍ଷୀ ବନ୍ଧନ କୌଣସି ବି ମାଙ୍ଗଳିକ କାର୍ଯ୍ୟ ପାଳନ କରାଯାଏ ନାହିଁ ଭଦ୍ରା କାଳର ସମୟ କଣ ରହିଛି |ଧାର୍ମିକ ଗ୍ରନ୍ଥ ଅନୁସାରେ ଭଦ୍ରା କାଳର ସମୟ ରହିଛି ଧାର୍ମିକ ମାନ୍ୟତା ଅନୁସାରେ ସବୁବେଳେ ଭଦ୍ରା କାଳ ସମୟରେ ପାଳିବା ଉଚିତ ହୋଇଥାଏ |ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ପର୍ବ 30 ଏବଂ 31 ଅଗଷ୍ଟ ଦୁଇଦିନ ପାଳନ କରାଯାଇଛି ଏମିତିରେ ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଛି ରାକ୍ଷୀ ପୂର୍ଣ୍ଣିମାରେ ଦ୍ବିପହର ସମୟ ଅତ୍ୟନ୍ତ ଉତ୍ତମ ରହିଥାଏ ପ୍ରଦୁଷ କାଳରେ ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ |

ପୂର୍ଣ୍ଣିମା 30 ଅଗଷ୍ଟ ବୁଧବାର ସକାଳ 10ଟା 58 ମିନିଟ ରୁ ଆରମ୍ଭ ହୋଇଯିବ ଏବଂ ଯେପରି ପୂର୍ଣ୍ଣିମା ତିଥି ଆରମ୍ଭ ହେବ ଠିକ ସେହି ସମୟରେ ତୁରନ୍ତ ଭଦ୍ରା କାଳ ଆରମ୍ଭ ହୋଇଯିବ ଏବଂ ପୂର୍ଣ୍ଣିମା ତିଥି ଶେଷ ହେବ 31 ଅଗଷ୍ଟ ସକାଳ 7 ଟା 12 ମିନିଟ ସମୟରେ |ଭଉଣୀ ମାନେ ଭାଇ ମାନଙ୍କୁ କେଉଁ ସମୟରେ ରାକ୍ଷୀ ବାନ୍ଧିବେ ଏହି ସମୟକୁ ଲକ କରି ରଖନ୍ତୁ କାରଣ ଏହା ସମ୍ପୂର୍ଣ୍ଣ ନିର୍ଭୁଲ ଗଣନା ଅନୁସାରେ କୁହାଯାଉଛି 30 ଅଗଷ୍ଟ ରାକ୍ଷୀ ବାନ୍ଧିବାର ଶୁଭ ସମୟ ହେଉଛି 30 ଅଗଷ୍ଟ ବୁଧବାର ରାତ୍ରି 9 ଘଣ୍ଟା 1 ମିନିଟରୁ 9 ଘଣ୍ଟା 5 ମିନିଟ ପର୍ଯ୍ୟନ୍ତ ରହିବ |

ଏହି ସମୟରେ ଆପଣ ରାକ୍ଷୀ ବାନ୍ଧି ପାରିବେ ଯଦି ଆପଣ 31 ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାକୁ ଚାହୁଁଛନ୍ତି ତ ଆପଣ ଶୀଘ୍ର ଉଠି ଯାଆନ୍ତୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଏବଂ ସୂର୍ଯ୍ୟ ଉଦୟ ହେବାର ସକାଳ 7 ଟା 5 ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ରହିବ ଏବଂ ଭଦ୍ରା ଏହି ସମୟରେ ରହିବ ନାହିଁ |ଏହା ସହିତ ପୂର୍ଣ୍ଣିମା ତିଥି ମଧ୍ୟ ରହିବ ଯେ 7ଟା 5 ମିନିଟ ପରେ ପୂର୍ଣ୍ଣିମା ତିଥି ସମାପ୍ତ ହୋଇଯିବ ଏବଂ ଆପଣ 31 ଅଗଷ୍ଟ ଦିନ ଶୀଘ୍ର ଉଠନ୍ତୁ ଏବଂ ଆପଣଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତୁ |

Leave a Reply

Your email address will not be published. Required fields are marked *