ନମସ୍କାର ଦର୍ଶକବନ୍ଧୁ କଣ ଆପଣଙ୍କୁ ଜଣା ଅଛି ଯେ ବିୟର ପିଇବା ଦ୍ୱାରା ମୋଟା ପଣ ବଢିଥାଏ ବୋଲି କଣ ସତରେ ବିୟର ପିଇଲେ ଗଳା କ୍ୟାନ୍ସର ହୋଇଯାଏ ଆଉ ବିୟରକୁ ଫ୍ୟାକ୍ଟ୍ରିରେ କେମିତି ଆଉ କେଉଁଥିରେ ତିଆରି କରାଯାଏ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସବୁ କିଛି ଗୁମର କଥା |ବିୟରକୁ ବନାଇବା ପାଇଁ ପ୍ରଥମ ଜିନିଷ ଦରକାର ହୋଇଥାଏ ତାହା ହେଉଛି ଶସ୍ୟ ଯାହା ହେଉଛି ଧାନ ଗହମ ଇତ୍ୟାଦି ପ୍ରଥମେ ଏହି ଶସ୍ୟକୁ ଅଙ୍କୁରିତ କରା ଯାଇଥାଏ ମାନେ ସେଥିରୁ ଗଜା ବାହାର କରିବା ପାଇଁ ବହୁତ ପ୍ରୋସେସ କରା ଯାଇଥାଏ ଏହି ଅଙ୍କୁଦିତ ପ୍ରୋସେସ କରିବା ପାଇଁ ଚାରିରୁ ପାଞ୍ଚ ଦିନ ସମୟ ଲାଗିଥାଏ ଆଉ ଯେତେବେଳେ ଶସ୍ୟ ଗୁଡ଼ିକ ଅଙ୍କୁରିତ ହୋଇ ଯାଆନ୍ତି ସେଗୁଡ଼ିକୁ ଏକ ଟାଙ୍କିରେ ପାଣି ମିଶାଇ ଭର୍ତ୍ତି କରାଯାଏ |
ସେଥିରେ ପୁଣି ଖମୀର ମିଶା ଯାଏ |ଖମୀର ହେଉଛି ଏକ ପ୍ରକାର ଫଙ୍ଗସ ଯାହାକୁ ପାଉଁରୁଟି ଇତ୍ୟାଦିରେ ଫୁଲେଇବା ପାଇଁ ବ୍ୟବହାର କରାଯାଏ ଏହି ଖମୀର ସେହି ଅଙ୍କୁଦିତ ଶସ୍ୟ ଗୁଡ଼ିକୁ ଷଡ଼େଇ ଦିଏ ଏବଂ ପାଣିରେ ଭଲ ଭାବରେ ମିଶାଇ ଦିଏ ଏହା ପରେ ସେଥିରେ ପକା ଯାଇଥାଏ ହକ୍ସ ଫୁଲ ଏହି ଫୁଲ ବିୟରରେ ବାସ୍ନା ସୃଷ୍ଟି କରିଥାଏ ଏସବୁ ଟାଙ୍କିରେ ଭର୍ତ୍ତି କରିବା ପରେ ତାହାକୁ ହାଇ ଟେମ୍ପରେଚରେ ଗରମ କରାଯାଇ ଭଲ ଭାବରେ ମିକ୍ସ କରାଯାଇ ଥାଏ ତିନି ଚାରି ଘଣ୍ଟା ଭଲ ଭାବରେ ଗରମ କରିବା ପରେ ସେଥିରୁ ପାଣି ଯାକ ବାସ୍ପ ହୋଇଯାଏ ଏବଂ ବାସୀ ଶୁଖିଲା ମ୍ୟାଟେରିଆଲ କୁ ଟାଙ୍କିରେ କାଢି ଚଟାଣରେ ଖେଳିକି ଶୁଖା ଯାଏ |
ସେସବୁ ଭଲ ଭାବରେ ଶୁଖିଯିବା ପରେ ତାହାକୁ ଏକ ବଡ଼ ଗ୍ରାଇଣ୍ଡିଙ୍ଗ ମେସିନରେ ଭର୍ତ୍ତି କରି ପେଶୀ ଦିଆଯାଏ ସେଗୁଡ଼ିକ ଭଲ ଭାବରେ ପେଶୀ ହୋଇଯିବା ପରେ ସେଥିରେ ଚିନି ଆଉ ଗୁଡ଼ ପାଣିକୁ ମିଶାଇ ଭଲ ଭାବରେ ଫେଣ୍ଟା ଦିଆ ଯାଇଥାଏ |ଭଲ ଭାବରେ ଫେଣ୍ଟିବା ଦ୍ୱାରା ସେହି ଲିକୁଇଡ଼କୁ ଅନ୍ୟ ଟାଙ୍କିକୁ ଟ୍ରାନ୍ସଫର କରାଯାଇ ଥାଏ ଏବଂ ସେଥିରେ ଆଲକହଲ ମଧ୍ୟ ମିଶା ଯାଇଥାଏ କିନ୍ତୁ ବିୟରରେ ଆଲକହଲ ମାତ୍ରା ବହୁତ କମ ରହିଥାଏ |
ଅଲକହଲ ମିଶିଲା ପରେ ତାକୁ ଭଲ କରି ଷ୍ଟୋର କରି ତିନିମାସ ପର୍ଯ୍ୟନ୍ତ ସେମିତି ରଖା ଯାଇଥାଏ ଯାହା ଦ୍ୱାରା ପୁରା ଭଲ କ୍ୱାଲିଟିର ବିୟର ବନି ପାରିବ |ତିନିମାସ ପରେ ବିୟର ବନି ପ୍ରସ୍ତୁତ ହୋଇ ଯାଇଥାଏ ଏବେ ସେଗୁଡ଼ିକ ଏକ ବଡ଼ ଟାଙ୍କିରେ ଖାଲି କରାଯାଏ ଏବଂ ଟିକେ ସାମ୍ପୁଲ ନେଇ ଲ୍ୟାବରେ ଟେଷ୍ଟ କରାଯାଏ |କ୍ୱାଲିଟି ବିୟରରେ ପାସ ହେବା ପରେ ସେହି ବିୟରକୁ ବଟେଲ ପ୍ରୋସେସରେ ବନା ଯାଇଥାଏ |
ଅନ୍ୟପଟେ ବୋଟଲ ମଧ୍ୟ ତିଆରି କରାଯାଏ ଯେତେବେଳେ ବୋତଲ ଗୁଡ଼ିକ ବନା ଯାଇଥାଏ ତାହାକୁ ପାଣିରେ ଭଲ ଭାବରେ ଧଧୁଆ ଯାଏ ଭଲ ଭାବରେ ଧୋଇ ହୋଇଯିବ ଦ୍ୱାରା ସେଗୁଡ଼ିକୁ ଫିଲିଙ୍ଗ ବେଲ୍ଟ ଉପରେ ରଖି ଦିଆଯାଏ ଏବଂ ସେହି ମେସିନ ବିୟର ଭର୍ତ୍ତି କରି ତାହାକୁ ସିଲ ମାରିଦିଏ ଏହି ଭଳି ଭାବରେ ପ୍ରସ୍ତୁତ ହୁଏ ବିୟର |