ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଏକ ଭଲ କଥା ବିଷୟରେ କହିବାକୁ ଯାଉଛୁ ଆପଣ ଏହାକୁ ଭଲ ଭାବରେ ମନେ ରଖନ୍ତୁ |ଆପଣମାନେ ଦେଖୁଥିବେ ଆଜି କାଲିର ଲୋକମାନେ ସବୁ ମୋଟା ହୋଇ ଯାଉଛନ୍ତି କିଛି ଲୋକ ଅଛନ୍ତି ଯେଉଁମାନେ ଖାଲି ବସିକି ଖାଆନ୍ତି କାମ ଧନ୍ଦା କିଛି ନଥାଏ ସେମାନଙ୍କ ଚେହରା ଲାଗି ଯାଇଥାଏ |
ହେଲେ ଏମିତି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ମୋଟାରୁ ପତଳା ହେବା ପାଇଁ ବହୁତ ଚିନ୍ତା କରୁଛନ୍ତି କିଏ ଗରମ ପାଣି ପିଉଛି କିଏ ଲେମ୍ଵ ପକାଇ ଗରମ ପାଣି ପିଉଚି କିଏ ମହୁ ପକାଇ ପିଉଛି |ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସକାଳୁ ଉଠି ପାଞ୍ଚ କିଲୋମିଟର ଦୌଡୁଛି କିଏ ସାଇକେଲିଙ୍ଗ କରୁଛି କେତେ ରକମ କଷ୍ଟ କରୁଛନ୍ତି |
ମୋଟାରୁ ପତଳା ହେବା ପାଇଁ କିନ୍ତୁ କିଛି ପତଳା ଲୋକ ମଧ୍ୟ ଅଛନ୍ତି ଅନେକ ପତଳା ସେମାନେ ମଧ୍ୟ ଚାହୁଁଛନ୍ତି ଆମେ ଟିକେ ମୋଟା ହୋଇ ଯାଆନ୍ତୁ ଆମକୁ ମଧ୍ୟ ଲୋକମାନେ ଟିକେ ଦେଖନ୍ତୁ |ମୋଟା ଲୋକରୁ ପତଳା ହେବା ପାଇଁ ସମସ୍ତେ ବହୁତ ପ୍ରକାର ଔଷଧ ଦଉଛନ୍ତି ସେମିତି ପତଳାରୁ ଆପଣ ଯଦି ମୋଟା ହେବାକୁ ଚାହୁଁଛନ୍ତି |
କେବେବି ଆପଣ ସକାଳୁ ଖାଲି ପେଟରେ ଗୋଟିଏ କଦଳୀ ଖାଆନ୍ତୁ ନାହିଁ ସକାଳେ ଖାଲି ପେଟରେ ଥିବା ବେଳେ କେବେବି କଦଳୀ ଖାଆନ୍ତୁ ନାହିଁ ଏବଂ ଖାଇସାରିବା ପରେ ଦୁଇଟା ଲେଖା କଦଳୀ ନିୟମିତ ଭାବରେ ଦୁଇମାସ ପର୍ଯ୍ୟନ୍ତ ନିୟମିତ ଭାବରେ ଖାଆନ୍ତୁ ଯେତିକି ପତଳା ଅଛନ୍ତି ନା ନିଶ୍ଚିତ ଟିକେ ମୋଟା ହେବେ ଥରେ ନିଶ୍ଚୟ କରିକି ଦେଖନ୍ତୁ |