ଶେଷରେ ଧରା ପଡ଼ିଲା ଅସଲ ଜଳପରୀ ଲୋକମାନେ ଦେଖିକି ହୋଇଗଲେ ଆଶ୍ଚର୍ଯ୍ୟ ,ସାମ୍ନାକୁ ଆସିଲା ଏଭଳି satya ଦେଖନ୍ତୁ ସମ୍ପୂର୍ଣ୍ଣ ଘଟଣା |

ନମସ୍କାର ଦର୍ଶକବନ୍ଧୁ ଜଳପରି ଏହା ଏପରି ଏକ ଶବ୍ଦ ଯାହା ଶୁଣିଲା ପରେ ସମସ୍ତଙ୍କ ମନରେ ଉଛୁକତା ଆସିଥାଏ ଏହି ଜଳପରୀ କୁ ଆପଣମାନେ କେବେ ନା କେବେ ସିନେମାରେ କିମ୍ବା କାର୍ଟୁନରେ ଦେଖିଥିବେ ଅଥବା କୌଣସି କାହାଣୀରେ ଶୁଣିଥିବେ ଜଳପରୀର ଅସ୍ତିତ୍ୱକୁ ନେଇ ବହୁତ କିଛି ମତ ଶୁଣିବାକୁ ମିଳିଥାଏ କେତେକ ଲୋକ ମାନି ଥାଆନ୍ତି ଜଳପରୀ ଦୁନିଆରେ ଅଛନ୍ତି ଆଉ କେତେକ ମାନି ଥାଆନ୍ତି ଜଳପରୀ ଦୁନିଆରେ ନାହାଁନ୍ତି |

ଏହା ସବୁ କେବଳ କଳ୍ପନା ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଳପରୀ ଥିବା ଘଟଣା ସାମ୍ନାକୁ ଆସିଛି ପଲ ଜନ ନାମକ ଏକ ଫୋଟ ଗ୍ରାଫର ସମୁଦ୍ର କୂଳରେ ଫୋଟ ଉଠାଇବାକୁ ଯାଇଥିଲେ ସେଠାରେ ତାଙ୍କୁ ଏପରି ଏକ ଜିନିଷ ଦେଖିବାକୁ ମିଳିଥିଲା ଯାହା ଶୁଣି କେହି ବି ଆଶ୍ଚର୍ଯ୍ୟ ହୋଇଯିବେ ତାଙ୍କୁ ସମୁଦ୍ର କୂଳରେ ଏପରି ଏକ କଙ୍କାଳ ଦେଖିବାକୁ ମିଳିଥିଲା |

ଯାହାର ଉପର ଭାଗ ମନୁଷ୍ୟ ଶରୀର ପରି ଥିଲା ଓ ତଳ ଭାଗ ଏକ ମାଛ ପରି ଥିଲା ଏହି କଙ୍କାଳକୁ ଦେଖି ସମସ୍ତେ କହି ପାରିବେ ଯେ ଏହା ଏକ ଜଳପରୀ କାହିଁକିନା ଗୋଟିଏ ମାଛ ଶରୀର ମନୁଷ୍ୟ ଶରୀର ପରି କିପରି ହୋଇପାରିବ ଅଥବା ମନୁଷ୍ୟର ଶରୀର ମାଛ ଭଳି କିପରି ହୋଇପାରିବ ଯେତେବେଳେ ପଲ ଏହି ଘଟଣା ଟିକୁ ସୋସିଆଲ ମେଡିଆରେ ଅପ୍ଲୋଡ କରିଥିଲେ|

ଏହା ପୁରା ପୁରି ଭାଇରଲ ହୋଇଥିଲା କିଛି ଲୋକ ମାନେ କହିଥିଲେ କି ଏହା ସମ୍ପୂର୍ଣ୍ଣ ଭାବରେ ନକଲି ଓ ଆଉ କେତେକ ଲୋକ ଏହାକୁ ସତ ବୋଲି ମାନି ଥିଲେ ଏହାକୁ ନେଇ ଆପଣଙ୍କ କଣ ମତ କମେଣ୍ଟ କରିକି ଜଣାନ୍ତୁ |

Leave a Reply

Your email address will not be published. Required fields are marked *