ନମସ୍କାର ଦର୍ଶକବନ୍ଧୁ କଳିଯୁଗର କର୍ମ ଧର୍ମ ଆଚରଣ ବିଷୟରେ ଭଗବାନ ଶ୍ରୀକୃଷ୍ଣ ବହୁତ କିଛି କହିଛନ୍ତି ଯାହାକି ସମସ୍ତ ମାନବ ଜାତିକୁ ଶୁଣିବାକୁ ହେବ ସବୁ କିଛି ବର୍ଣ୍ଣନା କରିଛନ୍ତି ଶ୍ରୀକୃଷ୍ଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କଳିଯୁଗର କର୍ମ ଧର୍ମ ଏବଂ ଆଚରଣ ବିଷୟରେ |ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି ସବୁ ପ୍ରାଣୀ କଳିର ପ୍ରଭାବରେ ଅସତ୍ୟ ପଥରେ ଚାଲିବେ |ପର ଧନକୁ ହରାଇବେ ପରର ସ୍ତ୍ରୀକୁ ହରିବେ କୃଷି କାରୀ ମାନେ ଅନ୍ୟାୟ କରିବେ କୃଷି କାର୍ଯ୍ୟରେ କହିବାର କଥା ହେଲା କିଛି କୃଷକ ସରକାରଙ୍କ ପାଖରୁ ଋଣ ନେଇ ମଦ ମାଂସରେ ପଇସାକୁ ଲଗାଇବେ |
ଯେଉଁମାନେ ଉଚିତ କୃଷକ ସେମାନଙ୍କୁ ଋଣ ମିଳିବ ନାହିଁ ଏମିତି ସବୁ ଓଲଟା ଘଟିବ ଗାଈ ଗୋରୁ ମାନେ ତୃଣ ନପାଇ ବହୁତ କଷ୍ଟ ପାଇବେ ମାନେ ଗାଈ ଗୋରୁଙ୍କୁ ଘାସ ଖାଇବା ପାଇଁ ମିଳିବ ନାହିଁ ଏମିତି ସମୟ ଆସିବ ଗାଈ ଗୋରୁ ମାନେ କ୍ଷୀର ଦେବା କମ କରିଦେବେ କିମ୍ବା ଜମାରୁ ଦେବେ ନାହିଁ ଶିଷ୍ୟ ମାନେ ହାନି ହେବେ |ଗୁରୁଙ୍କୁ ଶିଷ୍ୟ ମାନେ ସମ୍ମାନ ଦେବେ ନାହିଁ ଅସମ୍ମାନ କରିବେ ଅପମାନ କରିବେ ଯାହା ଆଜି ଯେଉଁ ସମୟରେ ହେଲାଣି ଇନ୍ଦ୍ର ଦେବ ବର୍ଷା ଠିକ ସମୟରେ କରିବେ ନାହିଁ |
ଯେଉଁ ସମୟରେ ବର୍ଷା ଠିକ ସେ ହେବା କଥା ସେ ସମୟରେ ବର୍ଷା ଠିକ ଭାବରେ ହେବ ନାହିଁ କିଛି ମାତ୍ରାରେ ଏମିତି ହେଲାଣି ମଧ୍ୟ ଆଗକୁ ମଧ୍ୟ ହେବ ଯୋଗୀ ମାନେ ଯୋଗ ନଜାଣି ବଣା ହେବେ ଆଉ ସେହି ସମୟରେ ଅକାଳରେ ମଧ୍ୟ ନଦୀ ବଢିବ ଯାହା ଆପଣମାନେ ହିମାଞ୍ଚଳ ପ୍ରଦେଶ କଥା ଜାଣି ପାରୁଥିବେ |ହିମାଞ୍ଚଳ ପ୍ରଦେଶରେ କେମିତି ତାଣ୍ଡବ ରଚୁଛି ପ୍ରକୃତି ବନ୍ୟାରେ କେମିତି ମାଟି ପାହାଡ଼ ଖସି ଯାଉଛି |
ଲୋକମାନଙ୍କର ଧନ ଜୀବନ ନଷ୍ଟ ହୋଇ ଯାଉଛି ଏହି କଥା ମାଳିକାରେ ଲେଖା ଥିଲା ଦର୍ଶକବନ୍ଧୁ ଏମିତି ହେବ ବୋଲି ଏ ତ କିଛି ନୁହଁ ଆହୁରି ଆଗକୁ ଏହା ଠାରୁ ବଡ଼ ବଡ଼ ବନ୍ୟା ହେବ ଦୁଷ୍ଟ ଲୋକମାନେ ଏକାଠି ହୋଇ ଅଧର୍ମ ପାପ କରିବେ ଗଞ୍ଜେଇ ମଦ ପିଇ ମାତାଲ ହେବେ ଅନେକ ଅନିଷ୍ଟ କରିବେ ଅଧିକାଂଶ ଲୋକଙ୍କ ପାଖରେ ସତ କଥା ବାହାରିବ ନାହିଁ ମିଥ୍ୟା କହିବେ |
ସମସ୍ତେ ନଷ୍ଟ ହେବେ ସେମାନଙ୍କ ଯୋଗୁ ପ୍ରାଣୀ ମାନେ କଷ୍ଟ ପାଇବେ ଦେଶ ନଷ୍ଟ ହୋଇଯିବ କାର୍ଯ୍ୟ ମଧ୍ୟ ଭ୍ରଷ୍ଟ ହୋଇଯିବ |ଶ୍ରୀକୃଷ୍ଣ କହୁଛନ୍ତି ମାୟା ତପସ୍ୱୀ ମାନେ ବ୍ରହ୍ମ ଚାରି ମାନେ ମିଛରେ ଲୋକଙ୍କ ଆଗରେ ଦେଖେଇ ହେବେ ଆମେ ସାଧୁ କହି ସଂସାରକୁ ଠକିବେ ଦୁଧ ,ଗୁଡ଼ ,କଦଳୀ ଆହାର କରୁଥିବେ ଲୋକଙ୍କୁ ଦେଖେଇବା ପାଇଁ କିନ୍ତୁ ପଛ ପଟେ ଆମିଷ ମଦ ସେବନ କରୁଥିବେ |