ନମସ୍କାର ଦର୍ଶକବନ୍ଧୁ ଏବେ ଆସିଲା ବଡ ଖବର ଓଡ଼ିଆ ଅଭିନେତା ସବ୍ୟସାଚୀଙ୍କ ସମୁଦ୍ର କୂଳରେ ଏମିତି ଅବସ୍ଥା କିଏ କଲା ଏବଂ କାହିଁକି ଜାଣିଲେ ଆପଣ ବିଶ୍ୱାସ ହେବ ନାହିଁ | ଓଲିଉଡ଼ର ସୁପର ଷ୍ଟାର ସବ୍ୟସାଚିଙ୍କୁ କିଏବା ନଜାଣେ ସେ ଅନେକ ଫିଲ୍ମରେ ତାଙ୍କର ଦମଦାର ଅଭିନୟ କରି ବେଶ ଲୋକପ୍ରିୟତା ସାଉଣ୍ଟିଛନ୍ତି |
ତେବେ ଓଡିଶା ମାଟିର ଗାତ କହିବ ପୁସ୍କର ତରଙ୍ଗ ସିନେମା ପ୍ରଡକ୍ସନ ଓ ଇଭେନ୍ଟରେ ଓ ପ୍ରମୋଶନ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚିତ୍ରର ନିର୍ଦେଶନା ସୁଧାଂଶୁ ଦାସ କାହାଣୀ ଓ ଡାଇଲଗ ଲେଖିଛନ୍ତି ତ୍ରିପାଠୀ ଦାସ |
ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଆପଣଙ୍କ ପ୍ରିୟ ସବ୍ୟସଚୀ ମିଶ୍ରି ସାହିତ୍ୟରୁ ସିନେମା ହୋଇଥିବା ପୁସ୍କର ଉପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ରଚିତ ଏକ ଉପନ୍ୟାସ | ପୁରୀରେ ହଜିଯାଇଥିବା ଏକ କୌଳିକ ବୃତି ଉପରେ ଆଧାରିତ ଏହି ଫିଲ୍ମରେ ସବ୍ୟସଚୀଙ୍କ ବ୍ୟତୀତ ସୁପ୍ରିୟା ବିକାଶ, ଚୌଧରୀ, ପିଣ୍ଟୁନନ୍ଦ, ତ୍ରିଭୁବନ ପଣ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି |
ଏହାର ଗୀତ ଗୁଡିକ ଦେବୀଦତ ମହାନ୍ତି ଲେଖିର୍ଥିବ ବେଳେ ବିଭୁତିମିଶ୍ର ଗଡ଼ନାୟକ ଏହାକୁ ସଂଗୀତରେ ସଜାଇଛନ୍ତି ତେବେ ଆପଣ ଯେଉଁ ଫୋଟ ଦେଖୁଛନ୍ତି ଏହା କୌଣସି ରିଅଲ ଲାଇଫର ଘଟଣା ନୁହେଁ ଏହା ହେଉଛି ସବ୍ୟସାଚୀଙ୍କର ଆସୁଥିବା ନୂଆ ଓଡ଼ିଆ ଫିଲ୍ମ ପୁସ୍କରର ଦୃଶ୍ୟ |