ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଜଗତ ପାଇଁ ଯାହାକି ଏକ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି ଏହି ଲୋକପ୍ରିୟ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ଅଛନ୍ତି ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ ଯଦି ଜଣେ ସାଧାରଣ ଲୋକର ମୃ-ତ୍ୟୁ ହୁଏ ତାଙ୍କ ପାଇଁ କେହି ବି ଜଣେ ଲୁହ ଗଡ଼ାଇ ନଥାନ୍ତି |
ଯଦି ଜଣେ ସେଲିବ୍ରେଟିର ମୃ-ତ୍ୟୁ ହୁଏ ତାଙ୍କ ପାଇଁ ସମସ୍ତେ ଲୁହ ଗଡ଼ାଇ ଥାଆନ୍ତି କାରଣ ସେ ନିଜ କଳାକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରି ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି ଖୁବ କମ ବୟସରେ ଦୁନିଆକୁ ଛାଡ଼ି ଆରପାରିକୁ ଚାଲିଗଲେ ଏହି ଅଭିନେତା ଆଗକୁ ତାଙ୍କର ଅନେକ କିଛି ଯୋଜନା କରିବାର ଥିଲା |
ସେ ଅନେକ ଟେଲିଭିଜନ ଏବଂ ଚଳଚ୍ଚିତ୍ରରେ ଅଭିନୟ କରି ଅଭିନେତା ଭାବରେ କାମ କରୁଥିଲେ ଏହି ଲୋକପ୍ରିୟ ଅଭିନେତା ପବନ ହୃଦ ଘାତରେ ସ୍ୱୀକାର ହୋଇଥିଲେ ଫଳରେ ତାଙ୍କ ମୃ-ତ୍ୟୁ ହୋଇଥିଲା ତେବେ ଏହି ଲୋକପ୍ରିୟ ଅଭିନେତା ପବନ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ସେ ନିଶ୍ୱାସ ତ୍ୟାଗ କରିଥିଲେ |
ପବନଙ୍କ ଏଭଳି ମୃ-ତ୍ୟୁ ଘଟଣା ଶୁଣି ଅଭିନୟ ଜଗତ ସହିତ ଜଡ଼ିତ ଥିବା ସମସ୍ତ କଳାକାର ଜଗତ ସ୍ତବ୍ଦ ହୋଇଯିବା ସହ ଅଭିନେତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପଵନଙ୍କ ମୃ-ତ୍ୟୁ ଖବରକୁ କେହିବି ଗ୍ରହଣ କରି ପାରୁ ନାହାଁନ୍ତି ଏହା ଗୁଜବ ବୋଲି କେହି କେହି କହୁଛନ୍ତି