ନମସ୍କାର ଦର୍ଶକବନ୍ଧୁ କଳିଯୁଗର ଆଚାର ବିଚାର ଚାଲି ଚଳନ ଓ ରୀତି ନୀତି ସମ୍ପର୍କରେ ମାଳିକାରେ ଯାହା କୁହାଯାଇଛି ତାହା ବିଚାର କରିବାର ବିଷୟ ମହର୍ଷି ବ୍ୟାସଦେବ ଉତ୍କୃଷ୍ଟ ସଂସ୍କୃତ ଭାଗବତରେ କଳିଯୁଗର ସାଧାରଣ ଧର୍ମ ସମ୍ପର୍କରେ ନାନା କଥା ଉଲେଖ କରିଛନ୍ତି |ଦର୍ଶକବନ୍ଧୁ ଆଜିର ଯୁବ ପିଢ଼ି ବୟସ୍କ ଲୋକମାନଙ୍କୁ ଗ୍ରାସିବାରେ ଲାଗିଛି |ମୋବାଇଲ ଫୋନ ଯୋଗୁଁ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି |କାଲିଯୁଗର ମନୁଷ୍ୟ ମାନେ ପାପୀ ହେବେ ଅଧର୍ମ କାର୍ଯ୍ୟ କରିବେ |କଳିଯୁଗର ମନୁଷ୍ୟ ମାନଙ୍କ ପାଖରେ ପରିବର୍ତ୍ତନ ଆସିବ |
କଳିଯୁଗର ମନୁଷ୍ୟ ମାନଙ୍କ ହାତରେ ଅନେକ ଅନୀତି ହୋଇବ ଅଧିକରୁ ଅଧିକ ପାପ ହେବ କଳିଯୁଗର ମନୁଷ୍ୟ ମାନେ ଟଙ୍କା ପଛରେ ଦୌଡ଼ିବେ ଧନ ପାଇଁ ପାପ କାର୍ଯ୍ୟ କରିବାକୁ ମଧ୍ୟ ପଛାଇବେ ନାହିଁ ଧର୍ମ କର୍ମକୁ ପାଦରେ ଆଡ଼େଇ ଦେବେ ବାପ ପୁଅ ଭିତରେ ଭଲ ସମ୍ପର୍କ ରହିବ ନାହିଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ରହିବ ନାହିଁ ପିତା ମାତା କଷ୍ଟ ପାଇବେ ଗୁରୁଜନ ମଧ୍ୟ କଷ୍ଟ ପାଇବେ ପାପୀ ମଣିଷ ଗୁରୁଜନଙ୍କୁ ମାନିବେ ନାହିଁ କଟୁ କଥା କହିବେ ଚାଲନ୍ତୁ ଜାଣିବା |
ମହାପୁରୁଷ ମାନେ କଣ କହିଛନ୍ତି କଳି ଶେଷରେ ହେବ ବୋଲି ଜାଣିବା କେଉଁମାନେ ବଞ୍ଚିବେ ଆଉ କେଉଁମାନେ ମରିବେ |ମହାପୁରୁଷ 600 ବର୍ଷ ପୂର୍ବେ ଲେଖିଥିଲେ ଏହି ପଦ ଗୁଡ଼ିକ ଲେଖିଛନ୍ତି ବିନାଶ ହେବ ଉତ୍ତର ଦିଗରେ ଉତ୍ତରରେ ବଡ଼ ବାତ୍ୟା ଦେଖାଦେବ ବାତ୍ୟାର ବ୍ୟାସାର୍ଧ ରାଜ୍ୟକୁ ଗିଳି ଦେବ ପୁରା ଖତରନାୟକ ରୂପ ନେବ ବାତ୍ୟା ଏହାର ଅର୍ଥ ଦକ୍ଷିଣ ଦିଗରେ ବାତ୍ୟାର ପ୍ରଭାବ ପଡ଼ିବ ବହୁତ ଜୋରରେ ପବନ ବହିବ ବାତ୍ୟା ହେବ |
ଏତେ ଜୋରରେ ବର୍ଷା ପବନ ହେବ ଯେ ଲୋକମାନଙ୍କ ଘରୁ ବାହାରିବା ବନ୍ଦ ହୋଇଯିବ ଖାଇବାକୁ ନଥିବ ଘରେ ପିଇବାକୁ ଭଲ ପାଣି ମିଳିବ ନାହିଁ ଖାଦ୍ୟ ଅଭାବରୁ ବହୁତ ଲୋକ ମୃ-ତ୍ୟୁ ବରଣ କରିବେ |ମହାପୁରୁଷ କହୁଛନ୍ତି ପୂର୍ବେ ନ ରହିବେ କେହି ଏହାର ଅର୍ଥ ପୂର୍ବ ଦିଗରେ କେହି ରହିବେ ନାହିଁ ଯେତେବେଳେ ବାତ୍ୟାଟି ସୃଷ୍ଟି ହେବ ଭୟଙ୍କର ଭାବରେ ସୃଷ୍ଟି ହେବ |
ବଡ଼ ବଡ଼ କୋଠା ସବୁ ପାଣିରେ ଭାସିଯିବ ତା ସହିତ ତୁଆକୁ ତୁଆ ବର୍ଷା ହେବ ଏବଂ ସମୁଦ୍ର କୂଳର ଜଳ ମାଡ଼ି ଆସିବ ପର୍ବତ ପରି ଜୁଆର ମାଡ଼ି ଆସିବ ମଣିଷ ମାନେ କିଛି ଭାବିବା ପୂର୍ବରୁ ସବୁ ସମାପ୍ତ ହୋଇଯିବ ଜଗନାଥ ମନ୍ଦିରର ବାଇଶି ପାହାଚରେ ମୀନ ଖେଳିବ ରତ୍ନ ସିଂହାସନରେ ବନ ଦେବତା ଲହରୀ ମାରୁଥିବେ ଆଉ ଚାରିଆଡ଼େ ପଡିଯିବ ଭୟ ଦର୍ଶକବନ୍ଧୁ ଏହି ସବୁ ଘଟଣା ନିଶ୍ଚିତ ଘଟିବ |