ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ଆସୁଛି ଆଉ କିଛି ବଡ଼ ଖବର ଏଣିକି ଛାତ୍ର ଛାତ୍ରୀଙ୍କର ଉପସ୍ଥାନ କମ ରହିଲେ ଛାତ୍ର ଛାତ୍ରୀ ଦେଇ ପାରିବେନି ବୋର୍ଡ ପରୀକ୍ଷା ଏନେଇ ଜାରି ହେଲା ସରକାରଙ୍କ ତରଫରୁ ଆଉ କିଛି ନୂଆ ସୂଚନା ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ |କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ 2024 ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ଗାଇଡ଼ ଲାଇନ ଜାରି କରିଛି |
ଏହି ଗାଇଡ଼ ଲାଇନ ଗୁଡ଼ିକ ଛାତ୍ର ଛାତ୍ରୀ ମାନେ ଭଲ ଭାବରେ ଜାଣି ନେବା ଦରକାର କାରଣ ଏହା ଦ୍ୱାରା ଆଟେନାନ୍ସ ଛାତ୍ର ଛାତ୍ରୀଙ୍କ ଡିଟେଲସ ସବଜେକ୍ଟ ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି |CBSE ଗାଇଡ଼ ଲାଇନରେ କୁହାଯାଇଛି ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସବଜେକ୍ଟ ବଦଳା ଯିବ ନାହିଁ ଅର୍ଥାତ ଯେଉଁ ସବଜେକ୍ଟ କୁ ସେ ଏକାଦଶରେ ପଢିବେ ସେହି ବିଷୟ ଦ୍ୱାଦଶରେ ମଧ୍ୟ ପଢିବାକୁ ହେବ |
ଗାଇଡଲାଇନ ରେ ସବୁ ସ୍କୁଲକୁ ନିର୍ଦେଶ ଦିଆଯାଇଛି ଯେ ଛାତ୍ର ଛାତ୍ରୀ ମାନେ ଫୋଟ ଡିଟେଲସ ସାବଧାନରେ ଭରନ୍ତୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ଆଡିସନାଲ ସବଜେକ୍ଟ ଦିଆଯିବ ନାହିଁ ବୋର୍ଡ ପକ୍ଷରୁ ଜାରି ନୂଆ ଗାଇଡ଼ ଲାଇନ ଅନୁସାରେ ଏବେ 1 ଜାନୁଆରୀ 2024 ପର୍ଯ୍ୟନ୍ତ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ 75 ପ୍ରତିଶତ ଉପସ୍ଥାପନ ବାଧ୍ୟତାମୂଳକ |
ବୋର୍ଡକୁ କୁହାଯାଇଛି ଯେ କେନ୍ଦ୍ରୀୟ କାର୍ଯ୍ୟାଳୟ ପାଖରେ ଛାତ୍ର ଛାତ୍ରୀଙ୍କ ସୂଚନା ଆସିବା ପରେ ଏହାର ନିଷ୍ପତି ନିଆଯିବ କମ ଉପସ୍ଥାପନ ଥିବା ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ ବୋଲି ସୂଚନା ରହିଛି |
CBSC କହିବା ଅନୁସାରେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାର ଅଛି |ସ୍କୁଲ ଗୁଡ଼ିକୁ ଏହି କଥା ଅନୁସାରେ ପୂର୍ବରୁ ୱାର୍ଣ୍ଣିଙ୍ଗ ଦିଆଯାଇଛି ପ୍ରଥମେ ସେହି ବିଷୟରେ ପରୀକ୍ଷା ହେବ ଯେଉଁଥିରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା କମ ରହିଥିବ |