ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ,ପାଇ ପାରିବେ ଏପରି ଲାଭ ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ଏମାନଙ୍କୁ ମିଳିବାକୁ ଯାଉଅଛି ଟଙ୍କା ଏନେଇ ଜାରି ହେଲା ଏବେ ଏବେ ଆଉ କିଛି ନୂଆ ସୂଚନା ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ୍ଣ ଅପଡେଟ |ଦେଖନ୍ତୁ ପ୍ରଥମେ I&PR ଡିପାର୍ଟମେଣ୍ଟ ଓଡିଶା ଏନେଇ ଟୁଇଟ ଯୋଗେ ମଧ୍ୟ ସୂଚନା ଜାରି କରିଛି|

ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ଚାଷୀ ମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଯୋଗାଇଦେବେ |ସେହିପରି ଦୁଇ ପ୍ରତିଶତ ସୁଧରେ ଏକରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ କରାଯିବ ଭୂମିହୀନ ତଥା ଭାଗ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ ଅଟେ |

ଆଉ ଯଦି ଆପଣମାନେ ଭାବୁଥିବେ ଏହି ଟଙ୍କାକୁ ଆମେ କେମିତି ଭାବରେ ପାଇପାରିବା ତେବେ ଜାଣି ରଖନ୍ତୁ ଯେ ଏନେଇ ସୂଚନା ମୁତାବକ ଏହି ସୁବିଧା ପାଇବା ପାଇଁ ନିକଟସ୍ତ କୃଷି ସମବାୟ ସମିତି ସମବାୟ ବ୍ୟାଙ୍କ ତଥା ଅନ୍ୟାନ ବ୍ୟାଙ୍କ ଠାରେ ଯୋଜନା କରନ୍ତୁ |

ଆମ ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ଙ୍କୁ ଏହି ଯୋଜନାରେ ଲାଭ ନେବା ପାଇଁ ଆମେ ଅନୁରୋଧ କରୁଚୁ ଏନେଇ ନବୀନ ପଟ୍ଟନାୟକ ନିଜେ ମଧ୍ୟ ସୂଚନା ଜାରି କରିଛନ୍ତି ଯାହାକି ଚାଷୀ ଭାଇ ମାନଙ୍କୁ ଏଣିକି ମିଳିବାକୁ ଯାଉଛି |

ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦୁଇ ପ୍ରତିଶତ ହିସାବରେ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଭୂମିହୀନ ତଥା ଭାଗ ଚାଷୀ ଭାଇ ମାନଙ୍କ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ ଯାହାକି ଆମ ଚାଷୀ ଭାଇ ମାନଙ୍କ ପାଇଁ ଜାରି ହେଇଚି ଆଉ କିଛି ନୂଆ ଖବର |

Leave a Reply

Your email address will not be published. Required fields are marked *