ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଠାକୁର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଅଛି |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବୁ ଅତି ସୁନ୍ଦର ଭାବରେ ଅତି ନିର୍ମଳ ଭାବରେ ଆପଣ କେମିତି ଆପଣଙ୍କ ଭବିଷ୍ୟତ ନିର୍ଧାର କରି ପାରିବେ ଆପଣ କେମିତି ଆପଣଙ୍କ ମନର ଇଛାକୁ ପୂରଣ କରିବେ |ଆମେ ଆପଣଙ୍କୁ ସାମ୍ନାରେ ଦେଇଥିବା ତିନୋଟି ଠାକୁରଙ୍କ ଫୋଟ ମଧ୍ୟରୁ ଆପଣ ଆଖି ବନ୍ଦ ଆପଣଙ୍କ ମନ ପସନ୍ଦର ଗୋଟିଏ ଠାକୁର ବାଛନ୍ତୁ |ପ୍ରଭୁ ଗଣେଶ ହୁଅନ୍ତୁ ,ଭୋଳାନାଥ ହୁଅନ୍ତୁ କି ପ୍ରଭୁ ଶ୍ରୀକୃଷ୍ଣ ହୁଅନ୍ତୁ ଆମେ ତିନୋଟି ଠାକୁରଙ୍କୁ ଅତି ଭକ୍ତିର ସହାୟକରେ ପୂଜା କରିଥାଉ |ଦେଖନ୍ତୁ ଆପଣଙ୍କୁ ଯଦି ତିନୋଟି ଠାକୁର ଭଲ ଲାଗୁଛନ୍ତି ତ ଆପଣ କଣ କରିବେ ଏହା ଆପଣଙ୍କ ଭବିଷ୍ୟକୁ ନେଇ କାର୍ଯ୍ୟକ୍ରମ ଇଏ କେଉଁ ମନ ଗଢ଼ା କାହାଣୀ ନୁହେଁ |ଆପଣ ଆଖି ବନ୍ଦ କରି ଡ଼ିସପ୍ଲେ ଉପରେ ହାତ ରଖନ୍ତୁ ଏବଂ ଆପଣଙ୍କ ମନ ପସନ୍ଦର ଠାକୁରଙ୍କୁ ବାଛନ୍ତୁ |

ପ୍ରଥମେ ଗଣେଶ ମହାପ୍ରଭୁ ଆପଣ ଜାଣିଥିବେ ଯେ ଶ୍ରୀ ଗଣେଶ ଅଗ୍ରପୂଜ୍ୟ ଅଟନ୍ତି ସେ ସବୁଠାରୁ ଆଗେ ପୂଜା ପାଇଁଥାଆନ୍ତି ଆପଣ ଯଦି ପ୍ରଭୁ ଗଣେଶଙ୍କୁ ବାଛିଛନ୍ତି ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବର୍ତ୍ତମାନ ସମୟ କହୁଛି ଆପଣଙ୍କ ଦୁଃଖର ସମୟ ଦୂର ହେବାକୁ ଯାଉଅଛି ସମସ୍ତ ମନସ୍କାମନା ଆପଣଙ୍କ ପୂରଣ ହେବ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ଭାବରେ ପୂରଣ ହେବ ମିତ୍ରମାନଙ୍କ ସହ ପୁରୁଣା ସମ୍ପର୍କରେ ଯଦି ଆପଣଙ୍କ ସେଥିରେ କିଛି ବିଗନ ଆସିଥଲା ତ ସେଠାରେ ସମ୍ପର୍କର ଯୋଗ ଆସିଯିବ ଆପଣଙ୍କ ଠାରୁ ଶତ୍ରୁ ମାନେ ପରାଜିତ ହେବେ ଆପଣଙ୍କ ପ୍ରତି ଭୟଭୀତ ମଧ୍ୟ ରହିବ ଆପଣ ଆଗକୁ ଯେଉଁ କାମ କରିବାକୁ ଯାଉଛନ୍ତି ଆପଣଙ୍କ ବିବେକକୁ ଭଲ ଭାବରେ ଲଗାନ୍ତୁ |ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ |

ଦ୍ୱିତୀୟରେ ଆପଣ ଯଦି ଭଗବାନ ମହାଦେବକୁ ବାଛିଛନ୍ତି ତ ଆପଣ ଜାଣି ନିଅନ୍ତୁ ଯେ ଆପଣଙ୍କ ଦୁଃସ୍ବପ୍ନ ଏବେ ଦୂର ହେବାକୁ ଯାଉଅଛି ଏବଂ ଆଗାମୀ ଦିନ ମାନଙ୍କରେ ଆପଣ ଭଲ ସମୟ ଆସିବାକୁ ଯାଉଛି ଆପଣ ଯେଉଁ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ଜମାରୁ ଚିନ୍ତା କରନ୍ତୁ ନାହିଁ ଆପଣ ସେଥିରେ ଆପଣଙ୍କୁ ଶୀଘ୍ର ସଫଳତା ମିଳିବାକୁ ଯାଉଅଛି |ମନ୍ଦ ଦୋଷା କାରଣରୁ କିଛି ଅଶାନ୍ତି ଭୋଗ କରୁଛନ୍ତି କିନ୍ତୁ ଏବେ ଶେଷ ସବୁ ଆପଣଙ୍କ ଦୂର ହେବ ରୋଗ ପୀଡ଼ା ଦୂର ହେବ |ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ପାଇବେ ସମସ୍ତ ବିଗନସମୟ ଅନ୍ତ ହେବାକୁ ଯାଉଅଛି |

ତୃତୀୟରେ ଆପଣ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ବାଛିଛନ୍ତି ତ ଜାଣି ନିଅନ୍ତୁ ଯେ ଆପଣ ବହୁତ ସୁନ୍ଦର ବ୍ୟକ୍ତିତ୍ୱ ସମ୍ପନ୍ନାର ବ୍ୟକ୍ତି ଅନ୍ୟର ମନ ମୋହିନେଲା ଭଳି କଥା କହି ଥାଆନ୍ତି ଦେଖିବାକୁ ଖୁବ ସୁନ୍ଦର ,ଚତୁର ଏବଂ ସମାଜରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି |ଆପଣଙ୍କ ଜୀବନରେ ଆଉ ଘଟିବାରେ ନାହିଁ ଆଗରୁ ସନ୍ତାନ ମାନଙ୍କ ପାଖରୁ ମଧ୍ୟ ଆପଣ କିଛି ଦୁଃଖ ପାଉଥିଲେ ପରିବାର ତରଫରୁ ଆପଣଙ୍କୁ ମଧ୍ୟ ବହୁତ ଦୁଃଖ ମିଳୁଥିଲା କିନ୍ତୁ ଏବେ ଈଶ୍ୱରଙ୍କ ସୁଦୃଷ୍ଟି ଆସୁଅଛି ସନ୍ତାନ ଆନନ୍ଦ ପାଇବେ ଅପା ବ୍ୟୟ ଯେତେ ହେଉଥିଲା ସେଥିରେ ମଧ୍ୟ ସୁଧାର ଆସିବ |ଆର୍ଥିକ ପରିସ୍ଥିତିରେ ଉନ୍ନତି ଆସୁ ନଥିଲା ତାହା ମଧ୍ୟ ଏବେ ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *