ନମସ୍କାର ଦର୍ଶକବନ୍ଧୁ ଆମ ଦେଶ ଭାରତରେ ମହିଳା ମାନଙ୍କୁ ଦେବୀ ବୋଲି କୁହାଯାଏ କିନ୍ତୁ ଯେମିତି ହାତରେ ପାଞ୍ଚ ଆଙ୍ଗୁଠି ସମାନ ରହି ନଥାଏ ସେହିପରି ସବୁ ମହିଳା ମଧ୍ୟ ସମାନ ନଥାନ୍ତି କିଛି ମହିଳା ନିଜର ସମ୍ମାନ ଓ ପରିବାରର ସମ୍ମାନ ରକ୍ଷା କରିବା ପାଇଁ କାମ କରି ଥାଆନ୍ତି ଏବଂ ସମାଜରେ ନିଜର ଚାଲି ଚଳନ ସୁନ୍ଦର କରି ରଖି ଥାଆନ୍ତି ଆଉ ଏମିତି କିଛି ମହିଳା ଅଛନ୍ତି ଯେଉଁମାନଙ୍କ ଖରାପ କର୍ମ ପରିବାରକୁ ବିନାଶ କରିଦିଏ ଏମିତିରେ ଆପଣ କେମିତି ଜାଣି ପାରିବେ ଯେ କେଉଁ ନାରୀ ଚରିତ୍ର ହୀନ ଆଉ କେଉଁ ନାରୀ ପବିତ୍ର ଅଟେ ତେଣୁ ଆଜି ଆମେ ମହିଳା ମାନଙ୍କ ଏମିତି କିଛି ଲକ୍ଷଣ ବିଷୟରେ ଜାଣିବା ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ କେଉଁ ନାରୀ ଚରିତ୍ର ହୀନ ଓ କେଉଁ ନାରୀ ପବିତ୍ର ହୋଇ ଥାଆନ୍ତି |
ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧର୍ମ ଅନୁସାରେ ଏମିତି କିଛି ମାନ୍ୟତା ରହିଛି ଯେ ଯେଉଁ ମହିଳା ମାନଙ୍କ ଓଠ ଉପରେ ହାଲକା ବା କମ ବାଳ ରହିଥାଏ ତେବେ ସେମାନେ ସରଳ ସ୍ୱଭାବର ହୋଇ ଥାଆନ୍ତି ଏବଂ ଏହି ମହିଳା ମାନେ ଟିକେ ଅଧିକ ଦାନ ଧର୍ମ କରି ଥାଆନ୍ତି ଏମାନେ ଟିକେ ଅଳସୁଆ ସ୍ୱଭାବର ହୋଇ ଥାଆନ୍ତି ହେଲେ ନିଜ କାମ କରିବାକୁ ଏମାନେ ପସନ୍ଦ କରି ଥାଆନ୍ତି |ଯେଉଁ ମହିଳା ମାନଙ୍କ ମଥାରେ କଳାଜାଇ ରହିଥାଏ ସେମାନେ ନିଜ ସ୍ୱାମୀକୁ ଖୁସିରେ ରଖି ଥାଆନ୍ତି ଏହି ମହିଳା ମାନେ ସର୍ବଦା ସାଧା ସିଧା ହୋଇଥାଆନ୍ତି |
ନିଜ ସ୍ୱାମୀର ସବୁ କ୍ଷେତ୍ରରେ ସାଦ ଦେଇ ଥାଆନ୍ତି ଏମାନେ ବହୁତ ଆତ୍ମ ନିର୍ଭରଶୀଳ ହୋଇଥାଆନ୍ତି ଏବଂ ନିଜ ସ୍ୱାମୀକୁ ବହୁତ ଭଲ ପାଇ ଥାଆନ୍ତି |ଯେଉଁ ମହିଳା ମାନଙ୍କ ଶରୀରରେ ହାଲକା ବାଳ ରହିଥାଏ ସେମାନେ ବହୁତ ପବିତ୍ର ହୋଇ ଥାଆନ୍ତି ଏମାନେ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ଡରନ୍ତି ନାହିଁ ଏହି ମହିଳା ମାନେ ବୁଦ୍ଧିମାନ ହୋଇ ଥାଆନ୍ତି ଯାହା ଦ୍ୱାରା ଯେକୌଣସି ପରିସ୍ଥିତି ରେ ମଧ୍ୟ ଜିଦ ହାସଲ କରି ନିଅନ୍ତି ଏହି ମହିଳା ମାନଙ୍କ ଦେହରେ ମାତା ସୀତାଙ୍କ ଗୁଣ ରହିଥାଏ |
ଯେଉଁ ମହିଳା ମାନଙ୍କ ହାତର ଆଙ୍ଗୁଳି ଲମ୍ବା ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇ ଥାଆନ୍ତି ଏହି ମହିଳା ମାନେ ଘରକୁ |ଆସିବା ଅର୍ଥ ମାତା ଲକ୍ଷ୍ମୀ ମଧ୍ୟ ପ୍ରବେଶ କରି ଥାଆନ୍ତି ଏହି ମହିଳା ମାନଙ୍କ ସ୍ୱାମୀ ସବୁ କ୍ଷେତ୍ରରେ ସଫଳତା ହୋଇ ଥାଆନ୍ତି |ଯେଉଁ ମହିଳା ମାନଙ୍କ ମୁଣ୍ଡ ବାଳ ଲମ୍ବା ହୋଇଥାଏ ସେମାନଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ ଏବଂ ଏହି ମହିଳା ମାନେ ବହୁତ ଶୁଭ ହୋଇ ଥାଆନ୍ତି ଏମାନଙ୍କୁ ଘରକୁ ଆଣିବା ଦ୍ୱାରା ସେହି ଘରେ ମାତା ଲକ୍ଷ୍ମୀ ବସ ବାସ କରି ଥାଆନ୍ତି|
ଯେଉଁ ମହିଳା ମାନଙ୍କ ମଝି ଭାଗ ତଳେ ଲାଗୁଥାଏ ସେମାନେ ଘର ପାଇଁ ଅଶୁଭ ହୋଇ ଥାଆନ୍ତି ଯେଉଁ ମହିଳାମାନଙ୍କ ପେଟର ଆକାର ଲମ୍ବା ହୋଇଥାଏ ସେମାନଙ୍କ ସାରା ଜୀବନ ଦାରିଦ୍ର୍ୟତାରେ କଟିଥାଏ |ତେବେ ଆମେ କୌଣସି ନାରୀକୁ ଶୁଭ କିମ୍ବା ଅଶୁଭ ଶ୍ରେଣୀରେ ବିଭକ୍ତ କରୁ ନାହୁଁ ଆମେ କୌଣସି ସ୍ତ୍ରୀ ଜାତିକୁ ଅପମାନ ମଧ୍ୟ କରୁ ନାହୁଁ ଏହା କେବଳ ଗୋଟିଏ ଗ୍ରନ୍ଥରେ ଲେଖା ଯାଇଥିବା କଥା ଅଟେ |