ଅନ୍ଧାର ରାତିରେ ଏକ ବିଶାଳ ଅଜଗରକୁ ଧରିଲେ ଏହି Jubaka ,ଏହା ଦେଖି ଲୋକମାନେ ଦେଖି ହୋଇଗଲେ ଛାନିଆ ଜଣାନ୍ତୁ ସମ୍ପୂର୍ଣ୍ଣ ଘଟଣା |

ନମସ୍କାର ଦର୍ଶକବନ୍ଧୁ ପୁରା ଅନ୍ଧାର ରାତିରେ ଏକ ବିଶାଳ ଅଜଗରକୁ ଧରିଲେ ଏହି ଯୁବକ ଜଣକ ଲୋକମାନେ ଏହା ଦେଖିକି ହୋଇଗଲେ ଆଶ୍ଚର୍ଯ୍ୟ |ତେବେ ଆପଣମାନେ ଜାଣିଥିବେ ଯେ ଅଜଗର ସାପ ନାମ ଜାଣିଲେ ଲୋକମାନେ ପୁରା ଭୟଭୀତ ହୋଇ ଯାଆନ୍ତି ଆପଣ ଭାବନ୍ତୁ ଯଦି ଆପଣ ରାସ୍ତାରେ ଗଲାବେଳେ ଆପଣଙ୍କ ସାମ୍ନାକୁ ଯଦି ଅଜଗର ସାପ ଆସେ ତେବେ କଣ ହେବ ନିଶ୍ଚିତ ଭାବରେ ଆପଣ ଭୟଭୀତ ହୋଇଯିବେ |

ଯଦି ସାପ ପ୍ରଜାତିର ଅନେକ ଭିଡିଓ ସୋସିଆଲ ମେଡିଆରେ ଦେଖାଯାଉଛି କିନ୍ତୁ କେତେକ ଭିଡିଓ ଭିତରୁ ଏହି ଘଟଣାଟି ପୁରା ହୃଦୟ ବିଦାରକ ଏହି ବ୍ୟକ୍ତିର ଏପରି ସାପ ଧରିବା ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣେ ବ୍ୟକ୍ତି ବୁଦା ଭିତରୁ ଲୁଚି ଯାଇଥିବା ଏହି ବିରାଟ ଅଜଗରକୁ ଉଦ୍ଧାର କରୁଥିବାର ଦେଖିବାକୁ ମିଳିଛି |

ତେବେ ଏକ ବିରାଟ ଚମତ୍କାର କଥା ଯେ ବ୍ୟକ୍ତି ଜଣକ ହାତରେ କିପରି ଅଜଗରକୁ ସମ୍ଭାଳିଛନ୍ତି |ଅଜଗର ସାପଟି ବ୍ୟକ୍ତିଙ୍କ ଚାରିପଟେ ଗୁରାଇ ହେବାକୁ ଚେଷ୍ଟା କରୁଛି |ଯେହେତୁ ବ୍ୟକ୍ତିଜଣକ ବୃତ୍ତି ଗତ ସାପ ଧରାଳି ତେଣୁ ସେ ଅଜଗର ଫାସ ମଧ୍ୟରେ ପଡ଼ି ନଥିଲେ କିନ୍ତୁ ଅନ୍ୟଲୋକ କେହି ଯଦି ଏପରି କରିବାକୁ ଚେଷ୍ଟା କରି ଥାଆନ୍ତେ |

ତେବେ ବୋଧେ ହୁଏ ଅଜଗର ତାଙ୍କୁ ଗିଳି ଦେଇ ଥାଆନ୍ତା ବ୍ୟକ୍ତି ଜଣକ କଳେ ବଳେ କୌଶଳେ ଅଜଗରକୁ ଆଣି ଅଖାରେ ପୂରେଇକି ଆଣିବାକୁ ଚେଷ୍ଟା କରୁଛନ୍ତି ଏହା ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *