ନମସ୍କାର ଦର୍ଶକବନ୍ଧୁ ବିଶ୍ୱକପ ପୂର୍ବରୁ ବିରାଟ କୋହଲିଙ୍କୁ ମିଳିଲା ହୀରାର ବ୍ୟାଟ ପ୍ରାକୃତିକ ହୀରାରେ ପ୍ରସ୍ତୁତି ହୋଇଛି ବ୍ୟାଟ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ ଇଣ୍ଡିଆର ସର୍ବ ଶ୍ରେଷ୍ଟ ଖେଳାଳି ଭାବରେ ସ୍ଥାନ ପାଇଛନ୍ତି ଭାରତ ଛଡ଼ା ଅନ୍ୟ ଦେଶ ମାନଙ୍କରେ ମଧ୍ୟ ତାଙ୍କର ଅନେକ ପ୍ରଶସଙ୍କ ରହିଛନ୍ତି ତେବେ ତାଙ୍କ ବ୍ୟାଟିଙ୍ଗ ଷ୍ଟାଇଲ ସମସ୍ତଙ୍କୁ ପାଗଳ କରିଦିଏ |
ଆସନ୍ତା ବିଶ୍ୱକପରୁ ସେ ଭାରତ ପାଇଁ ପ୍ରମୁଖ ସଦସ୍ୟ ହୋଇଥିବା ବେଳେ ତାଙ୍କୁ ନେଇ ବର୍ତ୍ତମାନ ବହୁତ ସାରା ଚର୍ଚ୍ଚା ଲାଗି ରହିଛି କାରଣ ବିଶ୍ୱକପ ପୂର୍ବରୁ ବିରାଟ କୋହଲିଙ୍କୁ ଉପହାର ମିଳିଛି ହୀରାର ବ୍ୟାଟ |ସୁରଟର ଜଣେ ବ୍ୟବସାୟୀ ବିରାଟ କୋହଲିଙ୍କୁ ହୀରାର ବ୍ୟାଟ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି |
ରିପୋର୍ଟ ଅନୁସାରେ ବିରାଟ କୋହଲିଙ୍କ ଜବ୍ରା ଫ୍ୟାନ ତଥା ସୁରଟର କଖ୍ୟାତି ନାମ ବ୍ୟବସାୟୀ ବିରାଟ ଙ୍କୁ ଉପହାର ଦେବା ପାଇଁ ନିଷ୍ପତି ନେଇଛନ୍ତି ଆସନ୍ତା ମ୍ୟାଚରେ ବିରାଟ କୋହଲି ଙ୍କୁ ଏକ ହୀରାର ବ୍ୟାଟ ଦେବେ ବୋଲି ପ୍ରକାଶ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିରାଟ କୋହଲିଙ୍କୁ ସେ ଉପହାର ପ୍ରଦାନ କରିବେ ବୋଲି କହିଛନ୍ତି |
1.04 ପ୍ରତିଶତ ରେ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ସ୍ପେସିଆଲ ବ୍ୟାଟର ଲମ୍ବ 15 ମିଟର ଏବଂ ଚଉଡା ପାଞ୍ଚ ମିଟର ହେବ ଏହା ପ୍ରାୟତଃ ବିଶ୍ୱର ସବୁଠାରୁ ଦାମୀ ବ୍ୟାଟ ହୋଇପାରେ ଏହାର ମୂଲ୍ୟ ଦଶ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରା ଯାଉଛି