ସ୍ୱାମୀ ଘରେ ନଥିବା ଅବସ୍ଥାରେ ସ୍ତ୍ରୀ ଜଣକ premika ସହ କରୁଥିଲା ଏପରି କାର୍ଯ୍ୟ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ ଛୋଟ ଛୁଆ ଦେଖନ୍ତୁ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଏହି ସ୍ତ୍ରୀ ଲୋକ ଜଣଙ୍କୁ ଆଉ ଗୋଟିଏ ସ୍ୱାମୀ ଭଲ ଲାଗୁ ନାହିଁ କେତେ ଆଉ ଦେହର ମଜାନେବ ପ୍ରେମିକ ଜଣକ ତାକୁ ଯାହା ମଜା ଦେଉଛି ତାର ସ୍ୱାମୀ ତାକୁ ଦେଇ ପାରୁ ନାହିଁ | ସେଥିପାଇଁ ତ ସ୍ୱାମୀ ଅଜାଣତରେ ପ୍ରେମିକ ସହ ଟିକେ ଦେ-ହ ସୁଖ କରିବା ପାଇଁ ଗାଁ ତୋଟାକୁ ଡାକିଥିଲା ପ୍ରେମିକ ଏହି ସୁଯୋଗ କୁ କାହିଁକି ହାତ ଛଡ଼ା କରିବ ପ୍ରେମିକା ଡାକିବାରୁ ପ୍ରେମିକ ଜଣକ ପଳେଇ ଆସିଲା ଦୁହେ ମନ ଆନନ୍ଦରେ ଦେହ ସୁଖରେ ମାତିଥିଲେ କଣ କରିବେ ଯେମିତି ବହୁତ ଦିନ ହେଲା ଦେ-ହ ସୁଖ କରିନଥିଲେ |

ସ୍ୱାମୀ ଜଣକ ତା କାମରେ ସବୁବେଳେ ବ୍ୟସ୍ତ ରହୁଥିଲା ସ୍ତ୍ରୀର ଦୁଃଖ ବୁଝି ପାରୁନଥିଲା ସ୍ତ୍ରୀର ଶରୀର ପୁରା ରସମସ ହେଉଥିଲା ସେଥିପାଇଁ ଏହି ତୋଟା ଭିତରକୁ ଦୁହେଁ ପଳେଇ ଆସିଲେ ମଜା ନେବା ପାଇଁ |ହେଲେ କିଛି ସମୟ ହେଲା ମଜା ନେଇଛନ୍ତି କି ନାହିଁ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ ଗାଁ ଲୋକମାନେ ତାଙ୍କର ଏପରି କାଣ୍ଡ କରୁଥିବା ଅବସ୍ଥାରେ ଦେଖିଦେଲେ |ଗାଁ ଲୋକମାନେ ଦେଖିଲା ପରେ ପ୍ରେମିକାର ସ୍ୱାମୀକୁ ଫୋନ କରି ଡାକିଥିଲେ |

ସ୍ୱାମୀ ବି ତରତର ହୋଇ ସେହି ଜାଗାରେ ଆସି ପହଞ୍ଚି ଗଲା ସେ ଦୁହେଁଙ୍କୁ ଦେଖି ସ୍ୱାମୀ ହତଭାଗ ହୋଇଗଲେ କଣ କରିବେ ବୋଲି ଚିନ୍ତା ମଧ୍ୟ କରିପାରିଲେ ନାହିଁ ଶେଷରେ ସ୍ତ୍ରୀ ଙ୍କୁ ଗାଳି କରିବା ସହିତ ମାଡ଼ ମଧ୍ୟ ମାରିଲେ ମାଡ଼ ମାରିଲେ କଣ ହେବ ଗାଁ ଲୋକ କହିଲେ ନିଜ ସ୍ତ୍ରୀଙ୍କୁ ନିଜେ ସମ୍ଭାଳ ନହେଲେ ପ୍ରେମିକ ଆସି କଣ ଏମିତି କରି ପାରିବ ସବୁ ତୁମ ସ୍ତ୍ରୀର ଦୋଷ |

ଗାଁର ଲୋକମାନେ ବହୁତ ବୁଝାସୁଝା କଲାପରେ ସ୍ୱାମୀ ଜଣକ ଶାନ୍ତ ହେଲେ ଏବେ ସ୍ୱାମୀ ଜଣକ କଣ କରିବେ ସ୍ତ୍ରୀକୁ ନେଇ ରଖିବେ ନା ପ୍ରେମିକ ସାଙ୍ଗରେ ଛାଡ଼ି ଦେବେ ସେନେଇ ଚିନ୍ତାରେ ଥିବା ବେଳେ ସେପଟେ ପ୍ରେମିକ ଜଣକ ମଧ୍ୟ ବିବାହିତ ନିଅ ଏଥର ଭଲ କରି ସମ୍ଭାଳ |

ଏମାନେ ଯେଉଁ କାଣ୍ଡ କରୁଛନ୍ତି ଏମାନଙ୍କୁ କିଏ ଘରେ ରଖିବ ପ୍ରେମିକା ଏବେ ହେବ କାହାର ନା ସ୍ୱାମୀର ନା ପ୍ରେମିକର ଦର୍ଶକବନ୍ଧୁ ଏମିତି ବହୁତ ଘଟଣା ସାମ୍ନାକୁ ଆସିଛି |ହେଲେ କେହିବି ସଚେତନ ହେଉ ନାହାଁନ୍ତି ଏହା ଆମ ସମାଜ ପାଇଁ ଏକ ଲଜ୍ୟା ଜନକ କଥା ଏଭଳି ଲଜିତ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ |

Leave a Reply

Your email address will not be published. Required fields are marked *