ଶେଷରେ ଅଭିନୟ ଛାଡ଼ିକି ପ୍ରଫେସର ହେଲେ ଓଡ଼ିଆ Heorin ଶୀତଲ, ଏମିତି ସତ୍ୟ ଆସିଲା ସାମ୍ନାକୁ ,ଦେଖନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଓଲିଉଡ଼ ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତ ବର୍ତ୍ତମାନ ଖବର ଆସିଛି ଯେ ଅଭିନୟ ଛାଡ଼ି କାହିଁକି ପ୍ରଫେସର ହେଲେ ଶୀତଲ ପାତ୍ର |ଆପଣମାନେ ତ ଓଲିଉଡ଼ର ଚୁଲବୁଲି ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ବହୁତ ଭଲ ସେ ଜାଣିଥିବେ |

ଓଲିଉଡ଼ ଅଭିନେତ୍ରୀ ଶୀତଲ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି |ସାରା ଓଡ଼ିଶାରେ ବର୍ତ୍ତମାନ ଶୀତଲ ପାତ୍ର ଯିଏ ଯାହା କହୁ ମୋର ଢ଼ୋ ,ପିଲାଟା ବିଗିଡ଼ି ଗଲା ଆଦି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରି ପାରିଛନ୍ତି |

ତେବେ ଓଡ଼ିଆ ଅଭିନେତ୍ରୀ ଶୀତଲ ପତ୍ର ପ୍ରଫେସର ହେବା ଖବର ବର୍ତ୍ତମାନ ସୋସିଆଲ ମେଡିଆରେ ଘୁରି ବୁଲୁଛି |ଆପଣମାନେ ଶୀତଲଙ୍କର ଏହି ଯେଉଁ ଫୋଟ ଦେଖୁଛନ୍ତି ଏହା କୌଣସି ରିଏଲ ଲାଇଫର ଫୋଟ ନୁହେଁ ଏହା ହେଉଛି ରିଲ ଲାଇଫର |

ଓଡ଼ିଆ ଅଭିନେତ୍ରୀ ଶୀତଲଙ୍କର ଆସିବାକୁ ଯାଉଅଛି ଆଉ ଏକ ନୂଆ ଓଡିଆ ଚଳଚ୍ଚିତ୍ର ଏହି ଚଳଚ୍ଚିତ୍ରରେ ଶୀତଲ ପ୍ରଫେସର ଭାବରେ ନଜରରେ ଆସିଛନ୍ତି ତେବେ ଆପଣମାନେ ଶୀତଲ ପାତ୍ରଙ୍କୁ କେତେ ମାତ୍ରାରେ ପସନ୍ଦ କରନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *