ନମସ୍କାର ଦର୍ଶକବନ୍ଧୁ ହିନ୍ଦୁ ଧର୍ମ ଅନୁସାରେ କୌଣସି ନା କୌଣସି ବାରକୁ ନଵ ଗ୍ରହ ସହିତ ଯୋଡ଼ା ଯାଇଥାଏ ବାସ୍ତବରେ ମଧ୍ୟ କୌଣସି ନା କୌଣସି ଗ୍ରହର ପ୍ରଭାବ ବାର ଉପରେ ପଡ଼ିଥାଏ ବୁଧବାର ଦିନ ବୁଧ ଗ୍ରହ ଗୁରୁବାର ଦିନ ଗୁରୁବାର ଗୁରୁ ଗ୍ରହ ଶୁକ୍ରବାର ଦିନ ଶନିବାର ଦିନ ଶନି ଗ୍ରହ ରବିବାର ସବୁ ଗ୍ରହଙ୍କ ଦେବତା ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ ବାକି ଆମ ଜୀବନରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ଏବଂ ଭଗବାନ ସୂର୍ଯ୍ୟଦେବ ଆମ ଜାତକରେ ମଝଭୁତ ହେବେ ଏପରିକି କୁହାଯାଏ ଯଦି ଯେଉଁ ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ମଜଭୁତ ହୋଇଯାଏ ତାହେଲେ ଗ୍ରହର କିଛି ଉପର ତଳ ହେଲେ ମଧ୍ୟ ତାହାର ଜୀବନରେ କୌଣସି ପ୍ରଭାବ ପଡ଼େ ନାହିଁ |
ଆମେ ଆଜି ଆପଣଙ୍କୁ କହିବୁ ରବିବାର ଦିନ ଭୁଲରେ ବି ଏହି କାର୍ଯ୍ୟ କରନ୍ତୁ ନାହିଁ ଏବଂ ରବିବାର ଦିନ ଆପଣ ଏହି ଜିନିଷ ଖାଇବା ଉଚିତ ନୁହେଁ |ସବୁଠାରୁ ବଡ଼ କଥା ହେଉଛି ରବିବାର ଦିନ ଭୁଲରେ ଆପଣ ତୁଳସୀ ଗଛର ପତ୍ର ତୋଳନ୍ତୁ ନାହିଁ କିଛି ଲୋକଙ୍କ ଅଭ୍ୟାସ ଥାଏ ଭଗବାନ ବିଷ୍ନୁ ଙ୍କ ପୂଜାରେ ତୁଳସୀ ଚଢ଼ା ଯାଇଥାଏ କିଛି ଲୋକ ମଧ୍ୟ ତୁଳସୀ ପତ୍ର ଖାଇ ଥାଆନ୍ତି ତୁଳସୀ ପତ୍ର ଖାଇବା ଭଲ ମନାଯାଏ କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ ଯେ ରବିବାର ଦିନ ତୁଳସୀକୁ ହାତ ମଧ୍ୟ ଲଗାନ୍ତୁ ନାହିଁ |
ରବିବାର ଦିନ ତୁଳସୀ ପତ୍ରକୁ ଛୁଁଇବା ଦ୍ୱାରା ମାତା ଲକ୍ଷ୍ମୀଙ୍କୁ ପଦାକୁ ବାହାର କରିବା ସହିତ ସମାନ ହୋଇଥାଏ ଏଥିପାଇଁ ଆପଣ ରବିବାର ଦିନ ତୁଳସୀକୁ ଧୂପ ଦୀପ ଜଳାଇ ଏହାର ପୂଜା କରିବା ଉଚିତ କିନ୍ତୁ ରବିବାର ଦିନ ତୁଳସୀ ପତ୍ର ଖାଇବା ଉଚିତ ନୁହେଁ |ରବିବାର ଦିନ ଆପଣ ଓସ୍ତ ଗଛ ମୂଳରେ ଛିଡ଼ା ହେବା ଉଚିତ ନାଁ ଓସ୍ତ ଗଛ ମୂଳରେ ପାଣି ଢ଼ାଳିବା ଉଚିତ ରବିବାର ଦିନ ଓସ୍ତ ଗଛକୁ ଜଳ ଅର୍ପଣ କରିବା ଦ୍ୱାରା ଆମର ଗ୍ରହ ଦୋଷ ବିଗିଡ଼ି ଯାଇଥାଏ |
ମନେ ରଖନ୍ତୁ ଆପଣ ରବିବାର ଦିନ କେବେବି ହେଲେ ମସୁର ଡାଲି ଖାଇବା ଉଚିତ ନୁହେଁ ଏହାକୁ ଅନ୍ୟବାରରେ ଖାଇପାରିବେ କିନ୍ତୁ ରବିବାର ଦିନ ସୂର୍ଯ୍ୟ ଦେବଙ୍କ ଆରାଧନା କରୁ ଥାଆନ୍ତି ତ ଭୁଲରେ ବି ମସୁର ଡାଲି ଖାଇବା ଉଚିତ ନୁହେ ମନାଯାଏ ଯିଏ ମସୁର ଡାଲି ଖାଇଥାଏ ତାହା ଉପରେ ଭଗବାନ ସୂର୍ଯ୍ୟଦେବ ରାଗି ଥାଆନ୍ତି ଯେଉଁ ଭକ୍ତ ଭଗବାନ ସୂର୍ଯ୍ୟଦେବଙ୍କୁ ଜାତକରେ ମଝଭୁତ ଦେଖିବାକୁ ମିଳିଥାଏ|
ନିଜର ଭାଗ୍ୟ ବଦଳାଇବାକୁ ଚାହୁଥାଏ ତ ଆପଣ ରବିବାର ଦିନ ରସୁଣ ପିଆଜ ସେବନକରିବା ଉଚିତ ନୁହେଁ ଭଗବାନ ସୂର୍ଯ୍ୟଦେବଙ୍କ ପୂଜା ଏବଂ ତାଙ୍କୁ ଯିଏ ଜଳ ଅର୍ପଣ କରିଥାଏ ସେ ରବିବାର ଦିନ ରସୁଣ ପିଆଜ ଖାଇବା ଉଚିତ ନୁହେଁ ଏହାକୁ ତାମସିକ ଭୋଜନ ମନାଯାଏ ଏହା ବ୍ୟକ୍ତିଙ୍କ ଭିତରେ କାମ ଉର୍ଜାକୁ ବଢ଼ାଇ ଦିଏ |