ନମସ୍କାର ଦର୍ଶକବନ୍ଧୁ ଆପଣଙ୍କର ସବୁ କଷ୍ଟ ଏବଂ ଦୁଃଖର ଦିନ ସମାପ୍ତ ହେଲା କାରଣ ଆଜି ରାତିଠାରୁ ଆପଣଙ୍କ ସବୁ ଅସୁବିଧା ଦୂର କରିବେ ପ୍ରଭୁ ମହାଦେବ |ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଦେବଙ୍କୁ ସୃଷ୍ଟିର ଅଧିପତି ବୋଲି କୁହାଯାଇଥାଏ ମହାଦେବ ହିଁ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥାଏ |ଭୋଳାନାଥ ଯେତେବେଳେ କୌଣସି ବ୍ୟକ୍ତିର ଲୋକମାନଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ସେ ନିଜର ଅପାର କୃପା ସେହି ରାଶିର ବ୍ୟକ୍ତି ମାନଙ୍କ ଉପରେ ବର୍ଷାଇ ଥାଆନ୍ତି ଭଗବାନ ଭୋଳାନାଥ ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ |
ଆଉ ଏହା ଆପଣମାନେ ଜାଣି ରଖନ୍ତୁ ଯେ ମହାଦେବ ଏବେ କିଛି ରାଶିମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ମହାଦେବ ତାଙ୍କର ଭକ୍ତିରେ ଏବେ ଖୁସି ହୋଇ ସାରିଛନ୍ତି ଯାହା ଫଳରେ ଏହି ରାଶିର ବ୍ୟକ୍ତିମାନେ ମାଲାମାଲ ହେବାକୁ ଯାଉଛନ୍ତି |ଭଗବାନ ଭୋଳାନାଥଙ୍କ କୃପାରୁ ଆପାଣଙ୍କ ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଅଛି ଆପଣଙ୍କର ଟଙ୍କା ପଇସାର ଆଉ ଅଭାବ ରହିବ ନାହିଁ |
ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ସବୁ ବିଗିଡ଼ି ଯାଇଥିବା କାର୍ଯ୍ୟ ସେ ସବୁ ପୂରଣ ହେବାରେ ଲାଗିବ ଏବଂ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ସେ ସବୁ ମଧ୍ୟ ସମାପ୍ତ ହୋଇଯିବ ଆପଣଙ୍କୁ ଏବେ ଆପଣଙ୍କ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ ଆପଣଙ୍କ ଶତ୍ରୁ ଏବେ ଆପଣଙ୍କ ଠାରୁ ଦୂରରେ ରହିବେ ସମାଜରେ ଆପଣଙ୍କୁ ଲୋକମାନେ ମାନ ସମ୍ମାନ ଦେବେ ବିଜନେସରେ ଆପଣ ଦୁଇ ଗୁଣା ଲାଭ ପାଇପାରିବେ |
ଯେଉଁ ଲୋକମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିଯିବ |ପ୍ରଭୁ ଶିବଙ୍କ କୃପାରୁ ଆପଣଙ୍କୁ ଚାକିରୀରେ ପ୍ରମୋସନ ହେବାକୁ ଯାଉଅଛି ଲୋକମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାର୍ଯ୍ୟ କରିବେ |ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ |ଭୋଳାନାଥଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମ ବିଶ୍ୱାସ ଏବଂ ଉତ୍ସାହ ମଧ୍ୟ ବଢ଼ିଯିବ
ପ୍ରେମ ସମ୍ଵଦ ଆପଣଙ୍କ ମଧୁର ରହିବ ଆପଣ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି |ତେବେ ବନ୍ଧୁଗଣ ଭୋଳାନାଥଙ୍କ କୃପାରୁ ଯେଉଁ ରାଶିମାନେ ଏବେ ଭାଗ୍ୟବାନ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସି ପୂର୍ଣ୍ଣ ହେବାକୁ ଯାଉଅଛି ସେହି ରାଶି ଗୁଡ଼ିକ ହେଉଛନ୍ତି କୁମ୍ଭ ରାଶି ,ମିଥୁନ ରାଶି ,କର୍କଟ ରାଶି ,ସିଂହ ରାଶି , ବୃଷ ରାଶି ଏବଂ ତୁଳା ରାଶି |