ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଦୀର୍ଘ 500 ବର୍ଷ ପରେ ଏହି ଦୁଇ ରାଶିରେ ଖୋଲିବାକୁ ଯାଉଛି ସୌଭାଗ୍ୟ ଏବଂ ଏହି ଦୁଇ ରାଶି ଉପରେ ବର୍ଷିବ ଶିବଙ୍କ ଅପାର କୃପା ଶିବଙ୍କ ଅପାର କୃପା ବର୍ଷିବା ଦ୍ୱାରା ଏହି ଦୁଇ ରାଶିର ଲୋକମାନଙ୍କୁ ମାଲାମାଲ ହେବାଠାରୁ କେହିବି ଅଟକାଇ ପାରିବେ ନାହିଁ ତେବେ ଆସନ୍ତୁ ଜାଣିବା କଣ ସେହି ଦୁଇ ଗୋଟି ଭାଗ୍ୟଶାଳୀ ରାଶି ଯାହା ଉପରେ ବର୍ଷିବାକୁ ଯାଉଛି ଶିବଙ୍କ ଅପାର କୃପା ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କ ମାନସିକ ରୂପରେ ଧାର୍ମିକ ଭାବନାର ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜଯୋଗ ବହୁତ ଭଲ ଏବଂ ଶୁଭଫଳ ଦାୟକ ସାବ୍ୟସ୍ତ ହେବ ଆପଣଙ୍କ ଜୀବନ ସାଥୀଙ୍କର ସହିତ ଆପଣଙ୍କ ପ୍ରେମ ସମ୍ପର୍କ ମଧୁର ହେବ ଆରମ କରିବା ପାଇଁ ଆଗାମୀ ଦିନ ବହୁତ ସାନ୍ଦର ରହିବ ସ୍ୱାମୀ ସ୍ତ୍ରୀ କୌଣସି ବାହାର ଜାଗାକୁ ବୁଲିବାକୁ ଯାଇପାରନ୍ତି |
ଏହି ସମୟ ଏବଂ ଆଗାମୀ ସମୟ ଆପଣଙ୍କ ଲଭ ଲାଇଫ ପାଇଁ ବହୁତ ଉଚିତ ଏବଂ ଶୁଭ ସାବ୍ୟସ୍ତ ହେବ ଏବଂ ବିବାହିତ ଲୋକଙ୍କ ପାଇଁ ଏହି ଦିନ ସବୁଠାରୁ ଅଧିକ ଶୁଭ ହେବାକୁ ଯାଉଅଛି ଯାହାକୁ ଆପଣ ଶୁଣି ବହୁତ ଅଧିକ ଖୁସି ହେବେ ଏବଂ ଏହି ଖୁସି ଖବର ଆପଣଙ୍କ ପ୍ରେମ ମାମଲାରେ ବହୁତ ଲାଭଦାୟକ ହେବ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ |ଆପଣଙ୍କ ସବୁ କଳାତ୍ମକ ଏବଂ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ ବା ଆପଣଙ୍କ ସବୁ ମନସ୍କାମନା ଗୁଡ଼ିକ ପୂରଣ ହେବ ଆପଣଙ୍କ ଆର୍ଥିକ ସମସ୍ୟା ଗୁଡ଼ିକ ଦୂର ହେବ |
ଆପଣଙ୍କୁ ଖୁବ ଶୀଘ୍ର ଚାକିରୀ ମିଳିବାର ସମ୍ଭାବନା ବନୁଅଛି ଅବିବାହିତ ଲୋକମାନଙ୍କ ବିବାହ ଖୁବ ଶୀଘ୍ର ହେବାକୁ ଯାଉଅଛି |ଆପଣ ଜୀବନ ସାଥିଙ୍କ ସହିତ କୌଣସି ଦର୍ଶନୀୟ ସ୍ଥାନ ବା କୌଣସି ଜାଗାକୁ ବୁଲିବାକୁ ଯାଇପାରନ୍ତି ଆପଣଙ୍କୁ ଏବେ ବଡ଼ ଖୁସି ଖବର ମିଳିବାକୁ ଯାଉଅଛି ନିଜର ଉପରେ ବିଶ୍ୱାସ ରଖନ୍ତୁ ଆପଣଙ୍କ ସବୁ ବିଗିଡ଼ି ଯାଇଥିବା କାର୍ଯ୍ୟ ସୁରୁଖୁରୁରେ ଚାଲୁ ହେବ |ଆପଣଙ୍କ ଆତ୍ମବିଶ୍ୱାସ କମ ହେବାକୁ ଦିଅନ୍ତୁ ନାହିଁ |
ଲଭ ଲାଇଫ କଥା କହିବାକୁ ଗଲେ ଯଦି ଆପଣ କାହାକୁ ନିଜ ମନର କଥା ଖୋଲିବାକୁ ଚାହୁଁଛନ୍ତି ତେବେ କହି ପାରନ୍ତି ଏହା ସବୁଠାରୁ ଆପଣଙ୍କ ପାଇଁ ଭଲ ସମୟ ଚାଲିଛି |ଆପଣଙ୍କ ପାର୍ଟନର ଙ୍କ ଉପରେ ସବୁବେଳେ ଅଧିକ ଧ୍ୟାନ ଦିଅନ୍ତୁ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବଡ଼ ବଡ଼ ମୌକା ମିଳିବ କ୍ୟାରିୟରରେ ବଡ଼ ପ୍ରଗତି ହାସଲ କରିବେ ଆପଣଙ୍କ ଦ୍ୱାରା ଭାବିଥିବା କାର୍ଯ୍ୟ ସବୁ ପୂରଣ ହୋଇଯିବ ସ୍ୱାସ୍ଥ୍ୟ କଥା କହିଲେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ |
ଚାକିରୀ ଅବସରରେ ଥିବା ଲୋକମାନଙ୍କୁ ବହୁତ ବଡ଼ ଖୁସିର ଖବର ମିଳିବାକୁ ଯାଉଛି ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ ଆପଣଙ୍କ କୁଣ୍ଡଳୀରେ ଅଚାନକ ଯୋଗ ବନୁଅଛି ଆପଣ ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ଜଗିବାର ଆବଶ୍ୟକ ରହିଛି ତେବେ ବନ୍ଧୁଗଣ ଆମେ ଯେଉଁ ଦୁଇ ଭାଗ୍ୟଶାଳୀ ରାଶି ବିଷୟରେ ଆମେ ଏଠାରେ ଆଲୋଚନା କଲୁ ସେହି ଦୁଇ ଭାଗ୍ୟଶାଳୀ ରାଶି ହେଉଛନ୍ତି ସିଂହ ରାଶି ଏବଂ କୁମ୍ଭ ରାଶି |