ମନ୍ଦାର ଗଛର ଚେର ଆପଣଙ୍କୁ କରିଦେବ Kotipati ,ବାସ କରନ୍ତୁ ଏହି ଛୋଟିଆ ଉପାୟ ଆପଣଙ୍କ ଭାଗ୍ୟ ଚମକିବ ରାତାରାତି ହୋଇଯିବେ ମାଲାମାଲ |

ନମସ୍କାର ଦର୍ଶକବନ୍ଧୁ ମନ୍ଦାର ଗଛ ବହୁତ ସୁନ୍ଦର ଗଛ ଅଟେ ବହୁତ ସୁନ୍ଦର ଫୁଲ ମଧ୍ୟ ଯାହାକି ଖାସ କରି ଆମେ ଦେବୀ ଦେବତା ଙ୍କୁ ପୂଜା ସମୟରେ ଏହି ଫୁଲକୁ ପ୍ରୟୋଗ କରିଥାଉ ତ ଏହି ଗଛକୁ ମନ୍ଦାର ଗଛ କୁହାଯାଇଥାଏ ତ ଆପଣ ଏହା ବିଷୟରେ ଜାଣିଥିବେ ଆମେ ଆପଣଙ୍କୁ ଆଜି ଏହି ଗଛର ଚମତ୍କାରୀ ଆୟୁର୍ବେଦିକ ଏବଂ ଲାଭ ବିଷୟରେ କହିବୁ ଦେଖନ୍ତୁ ଏହି ପ୍ରକାର ଗଛ ଆମ ଘର ଚାରିପଟେ ବହୁତ ମିଳିଥାଏ ଯାହା କିଛିନା କିଛି ରୋଗକୁ ଠିକ କରିବା ପାଇଁ କାମରେ ଆସିଥାଏ କିନ୍ତୁ ଏହା ବିଷୟରେ ଆମେ ଜାଣି ନଥିବାରୁ ଆମ ପାଇଁ କେବଳ ଏହା ଫୁଲ ହୋଇ ରହିଯାଏ |

ବାସ କେବଳ ଦେବୀ ଦେବତାଙ୍କୁ ପୂଜା କରିବା ପାଇଁ ଆମେ ଏହି ଫୁଲକୁ ପ୍ରୟୋଗ କରିଥାଉ ତ ଏହାର ଆୟୁର୍ବେଦିକ ପ୍ରୟୋଗ ଆମେ ଶିଖି ଯାଆନ୍ତି ତ ଆମେ ବହୁତ ସାରା ରୋଗକୁ ଠିକ ମଧ୍ୟ କରିପାରିବା ଏହାର ଚମତ୍କାରୀ ଲାଭ ବିଷୟରେ ଆମେ ଯଦି ଜାଣିଯିବା ତାହେଲେ ବିଭିନ୍ନ ପ୍ରକାର ସମସ୍ୟାକୁ ଆମେ ଚଟକୀରେ ସମାଧାନ କରି ପାରିବା |ଏବଂ ଏହି ଫୁଲ ଦ୍ୱାରା ଆମେ ଧନଵାନ ମଧ୍ୟ ହୋଇପାରିବ| ମନାଯାଇ ଥାଏ |

ଏହି ଗଛକୁ ଯେଉଁଠି ଲଗା ଯାଇଥାଏ ତ ସେଠାରେ ଏହି ଗଛ ପଜେଟିଭ ଏନର୍ଜିର ସଞ୍ଚାର କରିଥାଏ ତ ନେଗେଟିଭ ଏନର୍ଜିକୁ କାମ କରିବାରେ ସାହାଯ୍ୟ କରିଥାଏ ଘରେ ଏହି ଗଛକୁ ଲଗାଇବା ଦ୍ୱାରା ବହୁ ଶୁଭ ମନାଯାଏ ଯେଉଁ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟଦେବ କମଜୁରୀ ଥାଆନ୍ତି ସୂର୍ଯ୍ୟଦେବଙ୍କ ପ୍ରଭାବ ଭଲ ରହୁ ନାହିଁ ତ ସେହି ବ୍ୟକ୍ତିଙ୍କୁ ଘରେ ଏହି ଗଛ ଲଗାଇବା ନିଶ୍ଚିତ ଅଟେ |

ସୂର୍ଯ୍ୟଦେବ କମଜୁର ହେବା ଦ୍ୱାରା ଗଛ ଭୟଭୀତ ହୋଇ ଯାଇଥାଏ ଯାହା ଦ୍ୱାରା ବ୍ୟକ୍ତିକୁ କାର୍ଯ୍ୟରେ ସଫଳତା ମିଳି ନଥାଏ ସେହି ବ୍ୟକ୍ତିଙ୍କୁ ମାନ ହାନି ଧନ ହାନି ଚର୍ମ ସମ୍ବଦିତ ରୋଗ ହୋଇଥାଏ ତ ଏହି ଲକ୍ଷଣକୁ ଦେଖି ଆପଣ ଜାଣିପାରିବେ ଆପଣଙ୍କ ଯଦି ସୂର୍ଯ୍ୟ ଦୋଷ ଅଛି ତ ଏହି ଗଛକୁ ଆପଣଙ୍କ ଘରେ ନିଶ୍ଚୟ ଲଗାଇବାକୁ ହେବ |

ଆପଣ ପ୍ରତିଦିନ ଭଗବାନ ହନୁମାନଙ୍କୁ ଧ୍ୟାନ କରି ଗୋଟିଏ ଫୁଲ ଚଢାନ୍ତୁ ପ୍ରତ୍ୟକ ଲୋକ ତିନିମାସ ପର୍ଯ୍ୟନ୍ତ ଏହି ଫୁଲକୁ ଚଢାଇ ଦିଅନ୍ତୁ ଯେପରିକି ମଙ୍ଗଳ ଦୋଷ ହେଉ ଥାଉନା କାହିଁକି ତାହା ସବୁ ସମାପ୍ତ ହୋଇ ଯାଇଥାଏ |

Leave a Reply

Your email address will not be published. Required fields are marked *