ନମସ୍କାର ଦର୍ଶକବନ୍ଧୁ ତେବେ ଆସି ଯାଇଛି ବହୁତ ବଡ଼ ଖୁସିର ଖବର ତେବେ ମା ହେବାକୁ ଯାଉଛନ୍ତି ଓଲିଉଡ଼ ଅଭିନେତ୍ରୀ ଶ୍ଵେତଲୀନା ଭଟ୍ଟାଚାର୍ଯ୍ୟ ତେବେ ଆପଣମାନେ ଜାଣିଥିବେ ଯେ ଗତ ଦିନ ମାନଙ୍କରେ ଶ୍ଵେତଲୀନା ଙ୍କ ବାହାଘର ହୋଇଥିଲା ଆଉ ସେ ଶିବାଙ୍କୁ ବିବାହ କରିଥିଲେ ତ ବାହାଘରଟି ବହୁତ ଧୁମଧାମରେ ହୋଇଥିଲା ତ ଏଥିରେ ଓଲିଉଡ଼ର ବହୁତ ସାରା ସେଲିବ୍ରେଟି ମଧ୍ୟ ଯୋଗ ଦେଇଥିଲେ |
ତେବେ ବାହାଘରକୁ ପ୍ରାୟ ଏବେ ପାଞ୍ଚ ମାସରୁ ଅଧିକ ସମୟ ବିତିଗଲାଣି ତ ଏହା ମଧ୍ୟରେ ଶ୍ଵେତଲୀନା ଙ୍କ ଭଟାଚାର୍ଯ୍ୟଙ୍କ ଘରୁ ଆସି ଯାଇଛି ବହୁତ ବଡ଼ ଖୁସିର ଖବର ତ ମା ହେବାକୁ ଯାଉଛନ୍ତି ଓଲିଉଡ଼ର ଏହି ଅଭିନେତ୍ରୀ ସ୍ବେତଲୀନା ଭଟାଚାର୍ଯ୍ୟ ଆଗରୁ ଆପଣ ଶ୍ୱେତଲୀନାଙ୍କ ବହୁତ ସାରା ସିରିଏଲରେ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ |
ସିରିଏଲ ସହିତ ସେ କିଛି ୱେବ ସିରିଜ ଏବଂ ସିନେମାରେ ମଧ୍ୟ ଅଭିନୟ କରୁଛନ୍ତି |ଶିବାଙ୍କ ସହିତ ସେ ଗୋଟିଏ ଇଭେଣ୍ଟ ସୋରେ ଦେଖା ହୋଇଥିଲେ ଆଉ ଏହା ପର ଠାରୁ ଦୁହେଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଡ଼ି ଉଠିଥିଲା ଆଉ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଶ୍ୱେତଲୀନା ଭଟାଚାର୍ଯ୍ୟ ତେବେ ବାହାଘରଟି ବହୁତ ଖୁସିରେ ହୋଇଥିଲା ତେବେ ବାହାଘର ପରେ ଆସି ଯାଇଛି |
ଶ୍ୱେତଲୀନା ଙ୍କ ଘରକୁ ବହୁତ ବଡ଼ ଖୁସିର ଖବର ମା ହେବାକୁ ଯାଉଛନ୍ତି ଓଲିଉଡ଼ର ଏହି ଜବରଦସ୍ତ ଅଭିନେତ୍ରୀ ଫ୍ୟାନ ମାନଙ୍କ ଆଗରେ ସୋସିଆଲ ମେଡିଆରବ କହିଛନ୍ତି ଶ୍ୱେତଲୀନା ଆଉ ନିଜର ମା ହେବାର ଅନୁଭୂତିକୁ ଫ୍ୟାନ ମାନଙ୍କ ସହ ଶେୟାର କରିଛନ୍ତି ଆପଣମାନେ ଏହି ଅଭିନେତ୍ରୀଙ୍କ ସିରିଏଲରେ ସୁନ୍ଦର ଅଭିନୟ କରିଥିବାର ଦେଖିବାକୁ ପାଇଥିବେ