ନମସ୍କାର ଦର୍ଶକବନ୍ଧୁ ଆପଣଙ୍କ ଆଗାମୀ ସମୟ କିପରି ରହିବ ଆଗକୁ ଆସୁଥିବା ସମୟ ଆପଣଙ୍କୁ କଣ ମିଳିବାକୁ ଯାଉଅଛି ଆସୁଥିବା ସମୟରେ କଣ ରହିବ ଆପଣଙ୍କ ଭବିଷ୍ୟତ ଆସନ୍ତା କାଲିଠାରୁ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଅଛି ଆପଣଙ୍କ ଜୀବନରେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଆଗାମୀ ଭବିଷ୍ୟ ବିଷୟରେ |ଆପଣଙ୍କୁ ବାସ କେବଳ ଗୋଟିଏ କାମ କରିବାର ଅଛି ଯେଉଁ ତିନୋଟି ପତ୍ର ଆପଣ ସମୁଖରେ ଦେଖୁଛନ୍ତି ସେହି ତିନୋଟି ପାତ୍ରରେ ଆପଣ ଲେଖା ହୋଇଥିବା ତିନୋଟି ପତ୍ର ଆପଣ ଦେଖୁଛନ୍ତି ସେହି ପତ୍ର ହେଉଛି ଅଶ୍ୱସ୍ତ ବୃକ୍ଷର ପତ୍ର ଅଟେ ଯାହାକି ବହୁତ ପବିତ୍ର ବୋଲି ବିଚାର କରାଯାଏ ସେଥିରେ ଲେଖା ଅଛି ତିନୋଟି ସଂଖ୍ୟା 1,2 ଏବଂ 3 ଆପଣ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟାକୁ ଆପଣ ବାଛିବେ ବାଛିବା ସମୟରେ ଆପଣ ଆପଣଙ୍କ ଇଷ୍ଟ ଦେବତା ଯିଏ ଆପଣଙ୍କ ପ୍ରିୟର ଠାକୁର ତାଙ୍କ ନାମ ଉଚ୍ଚାରଣ କରି ଆପଣ ଗୋଟିଏ ସଂଖ୍ୟା ବାଛନ୍ତୁ ଏବଂ ସେହି ସଂଖ୍ୟା ଆଧାରରେ ଆପଣ ଆପଣଙ୍କ ଭବିଷ୍ୟତକୁ ଜାଣି ପାରିବେ |
ପ୍ରଥମେ 1 ରୁ ଆରମ୍ଭ କରିବା ଯଦି ଆପଣ ପ୍ରଥମ ସଂଖ୍ୟାଟିକୁ ବାଛିଛନ୍ତି ତ ଜାଣନ୍ତୁ ଆପଣଙ୍କ ବର୍ତ୍ତମାନ ସର୍ବ ସୌଭାଗ୍ୟ ପ୍ରାପ୍ତିର ଯୋଗ ବିଦ୍ୟମାନ ଆପଣଙ୍କ ପାଇଁ ଏକ ଶୁଭ ଦଶା ଭୋଗ ହେଉଅଛି ବର୍ତ୍ତମାନ |ଆପଣଙ୍କ ମହାନ ଯଶ ପ୍ରାପ୍ତିର ଯୋଗ ରହୁଅଛି ଇଛା ଅନୁସାରେ ଫଳ ଆପଣଙ୍କ ଜୀବନରେ ନିହାତି ଭୋଗା ଭୋଗ କରିବାକୁ ହେବ କିନ୍ତୁ କେଉଁ ଶୁଭଫଳ ଆପଣଙ୍କୁ ପ୍ରାପ୍ତ ହେଉଅଛି ତାହା ଆପଣ କିଛିଦିନ ମଧ୍ୟରେ ନିଜେ ହିଁ ଜାଣିପାରିବେ ଯାହାର ଭୋଗ ଆପଣ ଏବେ ମଧ୍ୟ ପ୍ରାପ୍ତ କରୁଛନ୍ତି ଏବଂ ଆପଣଙ୍କୁ ଆହୁରି ଅଧିକ ମିଳିବାକୁ ଯାଉଛି ଆଗକୁ ଯେଉଁ ଶୁଭଫଳ ଆସୁଅଛି ତାହା ଆପଣଙ୍କୁ ଧୀରେ ଧୀରେ ପ୍ରାପ୍ତି ହେବ ଯେପରିକି ଆପଣ ଜାଣିଛନ୍ତି ଅଶୁଭ ଫଳ ଶୀଘ୍ର ଆପଣଙ୍କ ଭୋଗ ହୋଇଥାଏ କିନ୍ତୁ ଶୁଭଫଳ ଟିକେ ଡେରିରେ ମିଳିଥାଏ ଆପଣ ଯେଉଁ ଖରାପ କାର୍ଯ୍ୟ କରନ୍ତି ତାହାର ତୁରନ୍ତ ଫଳ ଆପଣଙ୍କୁ ଶୀଘ୍ର ମିଳିଯିବ କିନ୍ତୁ ଭଲ କର୍ମ କରନ୍ତୁ ତାହାର ଫଳ ଆପଣଙ୍କୁ ଟିକେ ଡେରିରେ ପ୍ରାପ୍ତ ହେବ |
ତେବେ ଆସନ୍ତୁ ଜାଣିବା ଆପଣ ଯଦି 2 ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତ ବର୍ତ୍ତମାନ ଆପଣ ବହୁତ ଚିନ୍ତାର ସମୟ ଅତିବାହିତ କରୁଛନ୍ତି ବର୍ତ୍ତମାନ ଦୃଷ୍ଟ ଗ୍ରହ ଆପଣଙ୍କୁ ଶାସନ କରିବାରେ ଲାଗିଛି |ବିଶ୍ରାମ ଆପଣଙ୍କୁ ମିଳୁ ନାହିଁ ନାନା କାରଣରୁ ଧନ ବ୍ୟୟ ହେଉଅଛି ଘର ଠାରୁ ବାହାର ଯାଏ ଆଶାନ୍ତି ରହିଅଛି ପାରିବାରିକ କ୍ଷେତ୍ରରେ ଆପଣ ବହୁତ ଖର୍ଚ୍ଚ କରି ସାରିଛନ୍ତି ପରେ ତାର ଭରଣ ନ କରି ବହୁତ ସାରା ଚିନ୍ତାରେ ପଡ଼ି ବର୍ତ୍ତମାନ ବ୍ୟବସାୟ କରୁଛନ୍ତି କିନ୍ତୁ ସେଥିରେ ମଧ୍ୟ ଆପଣଙ୍କ ଲାଭାଂଶ ପରିଶ୍ରମର ଫଳ ଆପଣଙ୍କୁ ମିଳିବ ନାହିଁ |ମହା ଭୟ ମଧ୍ୟରେ ବ୍ୟାଧି ,ଦଣ୍ଡକୁ ହରାଇ ବସିଲେ ଏଥି ପ୍ରତି ଆପଣ ମଧ୍ୟ ଚିନ୍ତିତ ତ ଏବେ ଆପଣ ଚିନ୍ତା ଦୂର କରନ୍ତୁ ଆପଣଙ୍କ ଦୁଃଖ ମୋଚନର ସମୟ ସରିଯାଇଛି |ଆଜି ଠାରୁ ଆପଣ ବହୁତ ସୁନାମ ଅର୍ଜନ କରିବେ ଆପଣଙ୍କୁ ଆଉ ଦୁଃଖର ସମୟ ଆସିବ ନାହିଁ ଆପଣଙ୍କ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ |
ଯଦି ଆପଣ ତୃତୀୟ ତୃତୀୟ ପତ୍ରଟିକୁ ବାଛିଛନ୍ତି ତାହା ବିଷୟରେ ଜାଣିବା ଆପଣଙ୍କ ଭାଗ୍ୟ ଖୁବ ଶୁଭମୟ ହେବାର ପ୍ରବେଶ କରିଅଛି ପୂର୍ବରୁ ଆପଣ ମନ୍ଦ ଫଳ ଭୋଗ କରୁଥିଲେ ଏଥର ଚିନ୍ତା ଦୂର କରି ଔଭ ଫଳ ଆଗମନରେ ରୁହନ୍ତୁ ଏହି ସମୟ ଆପଣଙ୍କର ରାଜଯୋଗର ବଳ ପ୍ରଦାନ କରୁଅଛି |ଦ୍ୱାଦଶ ଗ୍ରହକୁ ଜଣେ ଜ୍ଞାନୀ ପଣ୍ଡିତଙ୍କ ଦ୍ୱାରା ଚିନ୍ହତ କରି ନିଅନ୍ତୁ ବିଶେଷ କରି ଆପଣ ନବଗ୍ରହ ହୋମ ଟିଏ ନିଶ୍ଚିତ କରନ୍ତୁ ଗ୍ରହ ଶାନ୍ତି ହେଲେ ଆପଣ ବିଶେଷ ଶୁଭଫଳ ପାଇବେ ସଂକ୍ରାନ୍ତି ଦିନ ହୋମ କରି ଗୋଟିଏ ଷଣ୍ଢକୁ ଖାଇବା ଦିଅନ୍ତୁ |ଏହା ଦ୍ୱାରା ଆପଣଙ୍କ ଗ୍ରହରେ ଯାହା ବି ସବୁ ଫଳ ମିଳିବାକୁ ଅଛି ତାହାର ଯୋଗ ଶୀଘ୍ର ଆସିଯିବ ଇଛା ହେଉଛି ଯଦି ଆପଣ ତୀର୍ଥ ଭ୍ରମଣରେ ଯାଆନ୍ତୁ ଆପଣଙ୍କ ସବୁ ଖରାପ ସମୟ ଶେଷ ହେବାକୁ ଯାଉଅଛି |