ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ରାସନ କାର୍ଡ ଧାରୀଙ୍କ ପାଇଁ ଆସିଲା ଏକ ବହୁତ ବଡ଼ ଖୁସିର ଖବର ଯଦି ଆପଣଙ୍କ ରାସନ କାର୍ଡ ଅଛି ତେବେ ଆଜିର ବିଷୟଟି ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |ଦେଶରେ କେହି ଯେମିତି ଭୋକରେ ନ ରୁହନ୍ତୁ ସେନେଇ ସରକାର ପ୍ରୟାସ କରୁଛନ୍ତି କିନ୍ତୁ ଟେକ୍ନୋଲୋଜିର ଅଭାବ ହେତୁ ମାଗଣା ରାସନ ଭଳି ଯୋଜନା ଦୁର୍ନୀତିର ଶିକାର ହେବାକୁ ଲାଗିଲା ରାସନ ଯେମିତି ଲୋକମାନଙ୍କ ପାଖରେ ଠିକ ସମୟରେ ପହଁଚୁ ବୋଲି ସରକାର ଏନେଇ ବହୁତ ପ୍ରକାର ଯୋଜନା ଲାଗୁ କରିଛନ୍ତି |
କୌଣସି ଠକେଇକୁ ହଟାଇବା ପାଇଁ ସରକାର ମୋ ରାସନ ଆପ ଆରମ୍ଭ କରି ସାରିଛନ୍ତି ଯଦି ଆପଣ ଚାହୁଁ ନାହାଁନ୍ତି ଯେ ରାସନ ନେବା ସମୟରେ ଆପଣଙ୍କୁ କୌଣସି ଅସୁବିଧାରେ ସମୁଖିନ୍ନ ହେବାକୁ ନପଡୁ ତେବେ ଆପଣ ଆପଣଙ୍କ ସ୍ମାର୍ଟ ଫୋନରେ ମୋ ରାସନ ଆପର ଇନଷ୍ଟଲ କରି ଦେଇପାରିବେ ଯଦି ଆପଣ ଏହି ଆପର ଲାଭ ବିଷୟରେ କଥାବାର୍ତ୍ତା କରନ୍ତି |
ତେବେ ଆପଣ ବୁଝିବା ଉଚିତ ଯେ ଆପଣ ଏଠାରେ ରାସନ କାର୍ଡର ସଠିକ ଷ୍ଟାଟସ ବିଷୟରେ ସୂଚନା ପାଇପାରିବେ ଆପଣ ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିକି ବ୍ୟବହାର ମଧ୍ୟ କରି ନେଇପାରିବେ କେବଳ ସେତିକି ନୁହେଁ ଯଦି ରାସନ କାର୍ଡ ଧାରୀ ଠିକଣା ବଦଳାନ୍ତି |
ତେବେ ଆପଣ ମଧ୍ୟ ଏହି ଆପ୍ଲିକେସନ ଦ୍ୱାରା ନିକଟରେ ରାସନ ସେଣ୍ଟର କେଉଁଠାରେ ଅଛି ସେ ଲୋକେସନ ମଧ୍ୟ ଆପଣ ଜାଣି ନେଇପାରିବେ |ଆଉ ଆପଣ ଦେଶର ଯେ କୌଣସି ରାସନ ସେଣ୍ଟରରୁ ରାସନ ମଧ୍ୟ ଉଠାଇ ନେଇପାରିବେ ଓ ସେଠାରେ ଅନ୍ୟ କୌଣସି ସୁବିଧା ସୁଯୋଗ ଦିଆଯାଉଛି କି ନାହିଁ ବୋଲି ସେ ଜିନିଷ ଆପଣ ଜାଣି ନେଇପାରିବେ |
ଆଉ ଏହି ଆପରେ ଦୁଇଟି ଭାଷାର ବ୍ୟବହାର ରହିଛି ଗୋଟେ ହେଉଛି ହିନ୍ଦୀ ଏବଂ ଅନ୍ୟଟି ହେଉଛି ଇଂରାଜୀ ଏହି ଆପର ବ୍ୟବହାର ବିଷୟରେ କହିବାକୁ ଗଲେ ରାସନ ଆପ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ ଆପଣଙ୍କ ମୋବାଇଲ ନମ୍ବର ଦେବାକୁ ପଡ଼ିବ ଏବଂ ସେଠାରେ ଆପଣଙ୍କ ରାସନ କାର୍ଡ ନମ୍ବରଟି ଦେବାକୁ ହେବ |