ନମସ୍କାର ଦର୍ଶକବନ୍ଧୁ ଯଦି ଆପଣମାନେ ଲୋନ ନେଉଛନ୍ତି ତେବେ ଜାଣି ରଖନ୍ତୁ ଏନେଇ RBI ତରଫରୁ ଜାରିହେଲା ଆଉ କିଛି ନୂଆ ଗାଇଡ଼ ଲାଇନ କୌଣସି ବ୍ୟକ୍ତି ଆପଣଙ୍କୁ ଲଗାଇ ପାରିବେ ନାହିଁ ଜୋରିମାନା ଭାରତୀୟ ରିଜର୍ବ ବ୍ୟାଙ୍କ ସମସ୍ତ ବ୍ୟାଙ୍କ ଗୁଡ଼ିକରେ ଏବଂ ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ପାଇଁ ନୂଆ ଗାଇଡ଼ ଲାଇନ ପ୍ରସ୍ତୁତ କରିଛି ଏହା ସହିତ ଋଣ ଆକାଉଣ୍ଟରେ ଜୋରିମାନାକୁ ନେଇ କେତେକ ନିୟମ ବିଷୟରେ ନିର୍ଦେଶ ଜାରି କରିଛି ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ୍ଣ ଅପଡେଟ |
ଜାଣନ୍ତୁ କଣ ରହିଛି ନିୟମ ନିକଟରେ ରିଜର୍ବ ବ୍ୟାଙ୍କ ଏକ ସରକ୍ୟୁଲାର ଜାରି କରିଛି ଯେଉଁଥିରେ କୁହାଯାଇଛି ବ୍ୟାଙ୍କ ଗୁଡ଼ିକର ଋଣ ଉପରେ ଆଦାୟ କରାଯାଉଥିବା ସୁଧ ଉପରେ ଜୋରିମାନା ଆଦାୟ କରୁଛନ୍ତି ଏବଂ ଏହି ଆଧାରରେ ଋଣ ଦାତାଙ୍କ ଠାରୁ ସୁଧ ଉପରେ ସୁଧ ନେଉଛନ୍ତି ନିଆଯାଇଛି RBI ନୂତନ ନିର୍ଦେଶାବଳୀ ଘୋଷଣା କରିଛି
ଋଣ ଡିଫଲ୍ଟ ହେଲେ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ଆଦାୟ କରାଯାଉଥିବା ଚାର୍ଜକୁ ଫାଇନ କୁହାଯିବ ନାକି ସୁଧ ଭାବରେ ଗ୍ରହଣ କରାଯିବ କେବେ ଠାରୁ ଆରମ୍ଭ ହେବ ଏହି ଗାଇଡଲାଇନ RBI ସରକୁଲାର ଅନୁଯାଇ ଏହି ନୂତନ ନିର୍ଦେଶାବଳୀ ଆସନ୍ତା ବର୍ଷ ଆସନ୍ତା ଜାନୁଆରୀ 1 2024 ଠାରୁ କାର୍ଯ୍ୟକାରୀ ହେବ ଛୋଟ ଫାଇନାନ୍ସ ବ୍ୟାଙ୍କ ,ସ୍ଥାନୀୟ କ୍ଷେତ୍ର ବ୍ୟାଙ୍କ ଏବଂ ଆଂଚଳିକ ବ୍ୟାଙ୍କ ଗ୍ରାମୀଣ ବ୍ୟାଙ୍କ ସମେତ|
ସମସ୍ତ ଵାଣିଜ୍ୟକ ବ୍ୟାଙ୍କ ଏହି ନିୟମ ଅନୁଯାଇ ହେବ ଏବଂ ଏହି ନିୟମ ପେମେଣ୍ଟ ବ୍ୟାଙ୍କ ଗୁଡ଼ିକ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ସମସ୍ତ ପ୍ରାଥମିକ ସହରୀ ସମବାହୀ ବାହିନୀ NBFC ଏବଂ ହାଉସିଙ୍ଗ ଫାଇନାନ୍ସ କମ୍ପାନୀ ଗୁଡ଼ିକ RBI ର ଏହି ନିର୍ଦେଶାବଳୀ ମାନିବାକୁ ବାଧ୍ୟତାମୂଳକ |