ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଜାଣିଥିବେ ଓଲିଉଡ଼ର ଚକଲେଟ ହିରୋ ବାବୁଶାନ ମହାନ୍ତି ଙ୍କୁ ଅଷ୍ଟମ ଶ୍ରେଣୀରୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଉ ଏବେ ବାବୁଶାନ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ନମ୍ବର 1 ହିରୋ ବନି ଯାଇଛନ୍ତି ତାହେଲେ ତୃପ୍ତିଙ୍କ ସହିତ ବାବୁଶାନଙ୍କ ଏବେ ବହୁତ ସାରା ଭିଡିଓ ଭାଇରଲ ହେବାରେ ଲାଗିଛି କିନ୍ତୁ ଆପଣମାନେ ବାବୁଶାନଙ୍କ ଶାଳୀଙ୍କୁ ଆଗରୁ କେବେ ଦେଖିଛନ୍ତି କି ତୃପ୍ତିଙ୍କ ଭଉଣୀଙ୍କୁ ଆପଣମାନେ ଆଗରୁ କେବେ ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ତେବେ ନିଶ୍ଚୟ ଦେଖନ୍ତୁ |
ଆଗାମୀ ଦିନ ମାନଙ୍କରେ ବାବୁଶାନଙ୍କ ଗୋଟିଏ ଜବରଦସ୍ତ ସିନେମା ରିଲିଜ ହେବାକୁ ଯାଉଅଛି ଯାହାର ନାଁ ରହିଛି ମାଲ୍ୟଗିରି |ଗତ ଦିନମାନଙ୍କରେ ବାବୁଶାନ ମହାନ୍ତିଙ୍କ ଫିଲ୍ମ ଦମନ ସାରା ଭାରତ ବର୍ଷରେ ସଫଳତା ହାସଲ କରିଥିଲା |ପ୍ରଥମ ଥର ଗୋଟିଏ ସିନେମା ହିନ୍ଦୀରେ ରିଲିଜ ହୋଇଥିଲା ବାବୁଶନଙ୍କର ଦମନ ସିନେମାକୁ ସାରା ଓଡ଼ିଶାର ଏବଂ ଭାରତ ବର୍ଷର ଲୋକମାନେ ବହୁତ ସାରା ଭଲ ପାଇବା ଦେଇ ଆସିଛନ୍ତି |
ବର୍ତ୍ତମାନ ବାବୁଶାନଙ୍କ ଏକ ସିନେମା ମାଲ୍ୟଗିରି ରିଲିଜ ହେବାକୁ ଯାଉଅଛି ତାହା ବି ପୁଣି ବାର ବାରଟି ଭାଷାରେ ହିନ୍ଦୀ ଏବଂ ଓଡ଼ିଆ ସହିତ ଭାରତର ବାର ବାରଟି ଭାଷାରେ ରିଲିଜ ହେବ ମାଲ୍ୟଗିରି ଆଉ ଫିଲ୍ମରେ ସୁଟିଙ୍ଗ ଏବେ ବ୍ୟସ୍ତ ରହିଛନ୍ତି ବାବୁଶାନ ମହାନ୍ତି |ତାହେଲେ ଆପଣମାନେ ବାବୁଶାନ ସ୍ତ୍ରୀଙ୍କ ତୃପ୍ତିଙ୍କୁ ବେଶ ଭଲ ଭାବରେ ଜାଣିଥିବେ
ତାହେଲେ ତୃପ୍ତିଙ୍କୁ ଭଉଣୀ କରିଛନ୍ତି |ଓଡ଼ିଆ ଅଭିନେତ୍ରୀ ମିତାଲି ସରଘରିୟା ତ ଆପଣମାନେ ମିତାଲିଙ୍କ ସିରିଏଲ ନୂଆ ବୋହୁ ତ ନିଶ୍ଚିତ ଭାବରେ ଦେଖିଥିବେ ତାହେଲେ ମିତାଲି ହେଉଛନ୍ତି ଓଡ଼ିଆ ଡାଇରେକ୍ଟର ତାପସ ସର୍ଗରିୟାଙ୍କ ଭଉଣୀ |
ତାପସ ସର୍ଗରୀୟଙ୍କ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି ବାବୁଶାନ ମହାନ୍ତି |ବାବୁଶାନ ମିତାଲିଙ୍କୁ ଶାଳୀ କରିଛନ୍ତି ତୃପ୍ତି ଏବଂ ମିତାଲି ଦୁହେଁ ଭଉଣୀ ହୋଇଛନ୍ତି ତ ବାବୁଶାନ ନିଜ ପୁଅଙ୍କ ସହ ସମୟ ବିତାଉଥିବାର ନଜରରେ ଆସିଛନ୍ତି |