ନିଜର ବାପାଙ୍କୁ ଟ୍ୟୁସନ କରୁଥିବା କୁନି ପୁଅ କହୁ କହୁ କହିଦେଲା ଏପରି Katha ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ |

ନମସ୍କାର ଦର୍ଶକବନ୍ଧୁ ପିତା ମାତା ସ୍କୁଲ ମିଟିଙ୍ଗକୁ ଯିବା ଆଗରୁ ନିଜ ବାପାଙ୍କୁ ଟ୍ୟୁସନ କରୁଥିବା କୁନି ପୁଅର ଭିଡିଓ ହେଉଛି ଭାଇରଲ ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |ତେବେ ବିଦ୍ୟାଳୟରେ ଶିକ୍ଷକ ଏବଂ ଅଭିଭାବକଙ୍କ ଏକ ମିଟିଙ୍ଗ କୁ ନେଇ ପିଲାମାନଙ୍କ ମନରେ ଭ୍ରମ ସୃଷ୍ଟି ହୋଇ ଯାଇଥାଏ |

ଆପଣ ହୁଏତ ପିଲାଦିନେ ଏପରି ସମସ୍ୟାର ସାମ୍ନା କରିଥିବେ କାରଣ ମିଟିଙ୍ଗରେ ପିଲାମାନେ ତାଙ୍କର ସମ୍ପୂର୍ଣ୍ଣ ରାଶିଫଳ ପିତା ମାତାଙ୍କ ସମୁଖରେ ଖୋଲି ଦିଅନ୍ତି |ପିଲା କେତେ ଭଲ କେତେ ଖରାପ ଆଉ ଅଧ୍ୟୟନ ପ୍ରତି କେତେ ଯତ୍ନବାନ ସେସବୁ ଆଲୋଚନା ହେଉଥାଏ କେବଳ ଏତିକି ନୁହେ ଶିକ୍ଷକ ମାନେ ମଧ୍ୟ ବିଦ୍ୟାଳୟରେ ଅଭିଭାବକଙ୍କ ଆଗରେ ପିଲାମାନଙ୍କ ପାଠ ପଢା ବିଷୟରେ ଆଲୋଚନା ହୋଇ ଥାଆନ୍ତି|

ମୋଟ ଉପରେ ପରୀକ୍ଷା ଫଳ ପିଲାମାନଙ୍କ ଉପରେ ଏକ ଚିନ୍ତାର ଫଳ ହୋଇଥାଏ ହେଲେ ଆଜିର ବାପା ମା ମାନେ ତାଙ୍କର ପିଲାମାନଙ୍କ ସହିତ ବନ୍ଧୁ ପରି ମିସୁଛନ୍ତି ତେଣୁ ପିଲାମାନେ ମଧ୍ୟ ଏତେ ଭୟଭୀତ ନୁହଁନ୍ତି |ତେବେ ପିଲା ଖୋଲା ଖୋଲି ଭାବରେ କିଛି କହିବାକୁ ଚାହାଁନ୍ତି ନାହିଁ |

ନିକଟରେ ଏପରି ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଏକ ପିଲା ପେଟିଏମ ଯିବା ଆଗରୁ ତା ବାପାକୁ ରୀତି ମତ ଟ୍ୟୁସନ କରୁଥିବାର ନଜରରେ ଆସିଛି ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *