ମହିଳାମାନେ ଭୁଲରେ ପିନ୍ଧନ୍ତୁ ନାହିଁ ଏହି 5ଟି ଜିନିଷ ନଚେତ ସ୍ୱାମୀ ହୋଇଯିବେ କାଙ୍ଗାଳ ମାଡ଼ି ଆସେ ଦରିଦ୍ର୍ୟତା ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ବିବାହିତ ମହିଳା ମାନେ କେଉଁ ସବୁ ଜିନିଷ ପିନ୍ଧିଲେ ସ୍ୱାମୀଙ୍କ କାଳ ପଡ଼ିଥାଏ ବା ସ୍ୱାମୀର ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥାଏ ଯାହା ଫଳରେ ସ୍ୱାମୀ ଦରିଦ୍ର ଏବଂ କାଙ୍ଗାଳ ହୋଇଥାଏ ତେଣୁ ନାରୀ ମାନେ ଏହା ଜାଣି ରଖନ୍ତୁ ଏବଂ ପୁରୁଷ ମାନେ ଏହା କରିବାକୁ ଦିଅନ୍ତୁ ନାହିଁ ନଚେତ ହୋଇଯିବେ କାଙ୍ଗାଳ |ବନ୍ଧୁଗଣ ବିବାହ ହେଉଛି ଏକ ପବିତ୍ର ଏବଂ ଘନିଷ୍ଠ ସମ୍ପର୍କ ଅନେକ କୁହନ୍ତି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସ୍ୱର୍ଗରୁ ନିର୍ମିତ ହୋଇଥାଏ ଏଣୁ ସ୍ତ୍ରୀର ସମସ୍ତ ପ୍ରକାର ଶୁଭ ଅଶୁଭ ସ୍ୱାମୀ ଉପରେ ପଡ଼ିଥାଏ |ସ୍ତ୍ରୀର ଭୁଲ କାର୍ଯ୍ୟ ବା ପାପ କାର୍ଯ୍ୟ ସ୍ୱାମୀକୁ କାଙ୍ଗାଳ ବା ତଳି ତଳାନ୍ତ କରି ଦେଇଥାଏ ଜୀବନ ନଷ୍ଟ କରି ଦେଇଥାଏ ତେଣୁ ସ୍ତ୍ରୀ ଲୋକମାନେ ଏହି ସବୁ ଭୁଲ କରିବା ଉଚିତ ନୁହେଁ ଯାହା ଫଳରେ ସ୍ୱାମୀର ଅନିଷ୍ଟ ହୋଇଥାଏ |

ବିବାହ ପରେ ସ୍ୱାମୀ ସ୍ତ୍ରୀ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି ପତ୍ନୀ ପବିତ୍ର ବନ୍ଧନରେ ବାନ୍ଧି ହେଲା ପରେ ସ୍ୱାମୀର ସୁଖ ଦୁଃଖରେ ଭାଗିଦାର ହୋଇ ଯାଇଥାଏ | ପତ୍ନୀ ପିନ୍ଧୁଥିବା କେତେ ଗୁଡ଼ିଏ ଜିନିଷ ତାଙ୍କର ସ୍ୱାମୀକୁ କାଙ୍ଗାଳ କିମ୍ବା ବର୍ବାଦ କରି ଦେଇଥାଏ ଏବଂ ଦୁହେଁ ଙ୍କୁ ମଧ୍ୟ ଅଲଗା କରି ଦେଇଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କ ସୁଗାରକୁ ବହୁତ ମାନ୍ୟତା ଦିଆଯାଇଥାଏ ସେଥି ମଧ୍ୟରେ କେତେ ଗୁଡ଼ିଏ ଶୃଙ୍ଗାର ଭୁଲ ବା ଅଶୁଭ ମନା ଯାଇଥାଏ କାରଣ ଆଜି କାଲିର ଆଧୁନିକକୁ ବହୁତ ଗୁରୁତ୍ୱ ଦେଇ ପୂର୍ବ ପରମ୍ପରାକୁ ଅନେକ ନାରୀ ଭୁଲି ଯାଇଛନ୍ତି ଯାହା ଫଳରେ ଜୀବନକୁ ବର୍ବାଦ ଆଡ଼କୁ ଟାଣି ନେଇ ଥାଆନ୍ତି ତେବେ ଚାଲନ୍ତୁ ଜାଣିବା ସେହି ସବୁ ଶୃଙ୍ଗାର କଣ ହୋଇଥାଏ |ଯାହାକୁ ବିବାହିତ ମହିଳାର ସ୍ୱାମୀ ପିନ୍ଧିବା ଦ୍ୱାରା ପରିବାରର ଅନିଷ୍ଟ ହୋଇଥାଏ |

ପ୍ରଥମେ ସୁନାର ଗହଣା ଏହା ସମସ୍ତ ନାରୀ ମାନଙ୍କ ପାଇଁ ଶ୍ରେଷ୍ଠ ଏବଂ ମନ ପସନ୍ଦର ଶୃଙ୍ଗାର ହୋଇଥାଏ କିନ୍ତୁ ଏମିତି ମଧ୍ୟ ସୁନାର ଅଳଙ୍କାର ଅଛି ଯାହାକୁ ବ୍ୟବହାର କରିବା ଦ୍ୱାରା ସ୍ୱାମୀ ତଥା ପରିବାରର ଅମଙ୍ଗଳ ହୋଇଥାଏ ଗୋଟିଏ ହେଉଛି ସୁନାର ପାଉଁଜି ଏବନ ଅନ୍ୟଟି ହେଉଛି ସୁନାର ଝୁଣ୍ଟିଆ ଏହାକୁ ବିବାହିତ ମହିଳା ମାନେ ପାଦରେ ପିନ୍ଧିବା ଦ୍ୱାରା ବହୁତ ଅଶୁଭ ହୋଇଥାଏ ସ୍ୱାମୀ ତଥା ପରିବାରର କ୍ଷତି ହୋଇଥାଏ ଘରକୁ ଅଭାବ ଆସିଥାଏ |

ଦ୍ୱିତୀୟରେ ଧଳା ଲୁଗା ବା ଶାଢ଼ୀ -ଆଧୁନିକ ଯୁଗ ଅନୁସାରେ ନିଜର ଷ୍ଟାଇଲ ମେଣ୍ଟନ କରିବା ପାଇଁ ଅନେକ ନାରୀ ଧଳା ଶାଢ଼ୀ ପିନ୍ଧି ଥାଆନ୍ତି ଯାହାକି ବିବାହିତ ନାରୀ ମାନଙ୍କ ପାଇଁ ଉଚିତ ହୋଇ ନଥାଏ ଏହି ପରି କରିବା ଦ୍ୱାରା ପୁରାଣ ଏବଂ ଜ୍ୟୋତିଷ ଶାସ୍ତ୍ର ମତରେ ସ୍ୱାମୀର ମୃ-ତ୍ୟୁ-କୁ ଆମନ୍ତ୍ରଣ କରିବା ସହିତ ସମାନ ହୋଇଥାଏ |ଶାସ୍ତ୍ର ଅନୁସାରେ ବିଧବା ନାରୀ ମାନେ କେବଳ ଧଳା ବସ୍ତ୍ର ପିନ୍ଧିବା ଉଚିତ ହୋଇଥାଏ

ତୃତୀୟରେ ମଙ୍ଗଳ ସୂତ୍ର -ଏହା ହେଉଛି ବିବାହିତ ମହିଳା ମାନଙ୍କ ପାଇଁ ପବିତ୍ର ବନ୍ଧନର ମୂଳ ସୂତ୍ର ଆଧୁନିକ ସମୟକୁ ତାଳ ଦେଇ ଅନେକ ବିବାହିତ ନାରୀ ମାନେ ମଙ୍ଗଳ ସୂତ୍ରକୁ ଗଳାରେ ଧାରଣ ନ କରି ହାତରେ ଧାରଣ କରି ଥାଆନ୍ତି ଏହା କରିବା ଦ୍ୱାରା ସ୍ୱାମୀର ଅମଙ୍ଗଳ ହୋଇଥାଏ ଜୀବନ ଏବଂ ଜୀବିକାରେ ବାଧକ ସୃଷ୍ଟି କରିଥାଏ |

ଚତୁର୍ଥରେ ସିନ୍ଦୁର ଯାହାକି ଏକ ବିବାହିତ ନାରୀର ସାଧବ ହେବାର ପରିଚୟ ଦେଇଥାଏ ଏବଂ ସ୍ୱାମୀକୁ ଦୀର୍ଘାୟୁ ହେବାରେ ସାହାଯ୍ୟ କରିଥାଏ କିନ୍ତୁ ଆଜି କାଲିର ମହିଳା ମାନେ ସିନ୍ଦୁରକୁ ଲୁଚାଇ କି ପିନ୍ଧି ଥାଆନ୍ତି ଏବଂ କିଛି ମହିଳା ଶାଢ଼ୀ ରଙ୍ଗ ମ୍ୟାଚ କଲା ଭଳି ସିନ୍ଦୁର ନାଇ ଥାଆନ୍ତି ଯାହାକି ସ୍ୱାମୀର ଆୟୁଷକୁ କ୍ଷୀଣ କରିଥାଏ |

Leave a Reply

Your email address will not be published. Required fields are marked *