କାହାକୁ କିଛି ନଜଣାଇ ତୁଳସୀ ଙ୍କୁ ଧରି କହିଦିଅନ୍ତୁ ଏହି ଗୋଟିଏ ଶବ୍ଦ ,କୋଟି ଜନ୍ମର ପୁଣ୍ୟ ଆପଣଙ୍କୁ ମିଳିବ ହୋଇଯିବେ ମାଲାମାଲ |

ନମସ୍କାର ଦର୍ଶକବନ୍ଧୁ ଆଜିର କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା ଏକ ସୁନ୍ଦର ବିଷୟ ବସ୍ତୁକୁ ନେଇ ଯାହା ହେଉଛି ତୁଳସୀ ଗଛକୁ ପୂଜା କଲାବେଳେ କହିଦିଅ ଏହି ତିନୋଟି ନାମ ଆପଣ ଯାହା ମାଗିବେ ତାହା ପାଇବେ |ତୁଳସୀ ଗଛକୁ ଆମ ହିନ୍ଦୁ ଧର୍ମରେ ବହୁତ ପବିତ୍ର ଏବଂ ପୂଜନୀୟ ଗଛ ଅଟେ ହିଂଦୁ ପରିବାରରେ ଏହି ଗଛ ସମସ୍ତ ଘରେ ବାସ କରିଥାଏ ଓ ଯାହା ଘରେ ତୁଳସୀ ଗଛ ନଥାଏ ସେହି ଘରେ ନକରାତ୍ମକ ଶକ୍ତି ବାସ କରିଥାଏ |

ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ କହିବୁ ଯାହା ଚୁପ ଚାପ ତୁଳସୀ ଗଛ କାନରେ କହିଲେ ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ ଓ ଆପଣଙ୍କୁ ସବୁ ସୁଖ ପ୍ରାପ୍ତ ହେବ ||ପଦ୍ମ ପୁରାଣ ଅନୁସାରେ ଯେଉଁଠି ତୁଳସୀ ଗଛ ଥାଏ ସେଠାରେ ତ୍ରିଦେବଙ୍କ ନିବାସ ହୋଇଥାଏ ଆଜି ଆମେ ଆପଣଙ୍କୁ ଗୋଟିଏ ଖାସ ମନ୍ତ୍ର କହିବାକୁ ଯାଉଛୁ ଯଦି ଏହି ମନ୍ତ୍ରର ଜପ ତୁଳସୀ ପୂଜା କରିଲା ସମୟରେ କରୁଛେ କିଛି ଦିନରେ ଆପଣଙ୍କ ସମସ୍ୟା ସମାଧାନ ହେବ |ତୁଳସୀ ପୂଜା କରିବା ଦ୍ୱାରା ମହାପାତକ ନଷ୍ଟ ହୋଇଯାଏ

ଯେଉଁଭଳି ସୂର୍ଯ୍ୟ ଆସିଲେ ଅନ୍ଧକାର ନଷ୍ଟ ହୋଇଯାଏ |ଯଦି ଆପଣଙ୍କ ଘରେ ଗ୍ରହର ପ୍ରଭାବ ରହିଥାଏ ଘରେ ସବୁ ବେଳେ ଗରିବୀ ରହିଥାଏ ପଇସା ଆପଣଙ୍କ ପାଖକୁ ଆସୁଛି କିନ୍ତୁ ରହୁ ନାହିଁ ଜୀବନରେ କିଛିନା କିଛି ସମସ୍ୟା ରହୁଛି |ତୁଳସୀ ଗଛ ଏମିତି ର୍କ ଗଛ ଯାହା ସମସ୍ତଙ୍କ ଘରେ ରହିଥାଏ ଓ ହିନ୍ଦୁ ଧର୍ମ ଅନୁଯାଇ ତୁଳସୀ ପୂଜା ଅତ୍ୟନ୍ତ ଆବଶ୍ୟକତା ଅଛି ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଘରେ ବାସ ହୋଇଥାଏ ଓ ନାରାୟଣଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବାସ କରିଥାଏ |

ତେବେ ଦର୍ଶକବନ୍ଧୁ ମନେ ରଖନ୍ତୁ ତୁଳସୀ ଗଛ ପାଖରେ କଚଡ଼ା ରଖିବା ବହୁତ ଖରାପ ଅଟେ ସଦା ସର୍ବଦା ଆପଣ ସଫା ସୁତୁରା ତୁଳସୀ ଗଛ ମୂଳରେ ରଖନ୍ତୁ ଏହା ଦ୍ୱାରା ଆପଣଙ୍କ ଘରର ସମସ୍ୟା ଯଦି କିଛି ବଢିଥାଏ ସଫା ସୁତୁରା ରଖିବା ଦ୍ୱାରା ଆପଣଙ୍କୁ ହଟାତ କୌଣସି ଭଲ ଖବର ମିଳିବାକୁ ଯିବ |

ଯଦି ଆପଣ ତୁଳସୀ ଗଛ ପାଖରେ କଚଡ଼ା ରଖିବେ ଏହା ଦ୍ୱାରା ଆପଣଙ୍କ ଘରର ସମସ୍ୟା ବଢିଥାଏ ଏବଂ ହଟାତ କୌଣସି ଦୁର୍ଘଟଣାର ସ୍ୱୀକାର ହୋଇଥାଆନ୍ତି ତୁଳସୀ ଗଛ ପାଖରେ ଚପଲ ରଖିବା ଉଚିତ ନୁହେଁ କାହିଁକି ନା ତୁଳସୀ ଗଛକୁ ଆମେ ପୂଜା କରିଥାଉ ଏହାକୁ ବାସ୍ତୁ ଶାସ୍ତ୍ରରେ ବହୁତ ମହତ୍ୱ ଦିଆ ଯାଇଛି |

Leave a Reply

Your email address will not be published. Required fields are marked *