ଜିଓ ଗ୍ରାହକ ମାନଙ୍କ ପାଇଁ ନେଇକି ଆସିଲା ଏକ ଦମଦାର ଖୁସିର ଖବର ,ଲଞ୍ଚ ହେଲା ଦୁଇଟି ନୂଆ Plan ଶୀଘ୍ର କରି ଦିଅନ୍ତୁ ରିଚାର୍ଜ ନହେଲେ ପସ୍ତାଇବେ |

ନମସ୍କାର ଦର୍ଶକବନ୍ଧୁ ରିଳିଆନ୍ସ ଜିଓ ଲଞ୍ଚ କଲା ତାର ଆଉ ଦୁଇଟି ରିଚାର୍ଜ ପ୍ଲାନ ଯଦି ଆପଣ ଜଣେ ରିଳିଆନ୍ସ ଜିଓ ୟୁଜର ତେବେ ଜାଣି ରଖନ୍ତୁ ଯେ ସେ ପ୍ଲାନ ଦୁଇଟି କଣ ରହିଛି ଆଉ ଏହି ପ୍ଲାନରେ ଆପଣଙ୍କୁ କଣ କଣ ମଧ୍ୟ ବେନିଫିଟ ମିଳି ପାରିବ ଆସନ୍ତୁ କଣ ରହିଛି ଏହା ଉପରେ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଦେଖନ୍ତୁ ରିଳିଆନ୍ସ ଜିଓ ର ଦୁଇଟି ପ୍ଲାନ ରହିଛି ଗୋଟିଏ ହେଉଛି 1099 ଟଙ୍କା ଆଉ ଗୋଟିଏ ରହିଛି 1499 ଟଙ୍କା |

ପ୍ରଥମେ ଦେଖନ୍ତୁ 1099 ଟଙ୍କାରେ ଆପଣଙ୍କୁ କଣ ମିଳିବ ବେନିଫିଟ ପ୍ରତିଦିନ ଆପଣଙ୍କୁ ଦୁଇ ଜିବି ଲେଖାଏଁ ଡାଟା ଏଥିରେ ଆପଣଙ୍କୁ ନେଟ ଫ୍ଲିକ୍ସ ମୋବାଇଲ ମିଳିବ ଯାହାକି ପଇସା ଭାସୁଲୋନ ମେନ ଏକ୍ସପୋର୍ଟ ତ ନେଟ ଫ୍ଲିକ୍ସ ପେ ବଡ଼ା ମଜା ଆଏଗା ନେଷ୍ଟ ରହିଛି 1499 ଟଙ୍କାର ପ୍ୟାକେଜରେ ରହିଛି |

ପ୍ରତିଦିନ ତିନି ଜିବିର ଡାଟା ଏହା ଛଡ଼ା ଆପଣଙ୍କୁ ନେଟ ଫ୍ଲିକ୍ସ ବେଶିକ ମଧ୍ୟ ମିଳିବ ତେବେ ଏହି ଯେଉଁ ରହିଛି ପ୍ରତିଦିନ ଦୁଇ ଜିବି ପ୍ରତିଦିନ ତିନି ଜିବି ଏହି ଦୁଇଟି ଯାକ ପ୍ଲାନରେ ଆପଣଙ୍କୁ 84 ଦିନର ଭେଲିଡିଟି ମଧ୍ୟ ଆପଣଙ୍କୁ ମିଳିବ |ଆଉ ଯଦି ଆପଣ ଏହି ପ୍ଲାନକୁ ରିଚାର୍ଜ କରିବାକୁ ଚାହିଁବେ ଏବେ ମଧ୍ୟ କରିପାରିବେ

ଯାହାକି ଆସି ଯାଇଛି ଜିଓର ୱେବସାଇଟ |ଏମିତିକି ଅନ୍ୟାନ ଜାଗାରେ ଆପଣ ଏହାକୁ ରିଚାର୍ଜ ମଧ୍ୟ କରିପାରିବେ ତେବେ ଆପଣ ରିଳିଆନ୍ସ ଜିଓରେ କେତେ ଟଙ୍କା ରିଚାର୍ଜ କରୁଛନ୍ତି ଆମକୁ କମେଣ୍ଟରେ ଜଣାଇ ଦିଅନ୍ତୁ |

Leave a Reply

Your email address will not be published. Required fields are marked *