ହଟାତ ଜଙ୍ଗଲ ଭିତରେ ଏମିତି କାମ କରୁଥିବାର ଧରା ପଡ଼ିଲେ ଏହି Premi ଯୁଗଳ ,ତାହା ପରେ ଯାହା ଘଟିଲା ଆପଣ ଜାଣିଲେ ବିଶ୍ୱାସ କରିବେ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଏହି ପ୍ରେମୀ ଯୁଗଳଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କେହି ନଥିବା ଅବସ୍ଥାରେ ଜଙ୍ଗଲରେ କରୁଛନ୍ତି ଏପରି କାମ |ସେମାନଙ୍କୁ ପଚରା ଗଲାବେଳେ ସେମାନେ କହୁଛନ୍ତି ଯେ ତୁମେ ମାନେ କଣ ଜାଣି ନାହଁ ଜଙ୍ଗଲକୁ କଣ ପାଇଁ ପ୍ରେମିକ ପ୍ରେମିକା ଆସନ୍ତି |ଆମେ ପରା ସ୍ୱାମୀ ସ୍ତ୍ରୀ ଆମ ଭିଡିଓ କଣ ପାଇଁ ତୁମେ କରୁଛ ପ୍ରେମୀ ଯୁଗଳ କହୁଛନ୍ତି ଯେ ଆମ ପରିବାର ଲୋକ ଏପରି କଥା ଜାଣିଛନ୍ତି |

ଏବେ ଆମେ ସ୍ୱାମୀ ସ୍ତ୍ରୀ ତୁମେ ମାନେ ଆମର କିଛି କରିପାରିବ ନାହିଁ ଆମେ ଲ-ଙ୍ଗ-ଳା ହେଉ କି ଆଉ ଯେଉଁ କାମ କରୁ ତୁମେ କିଏ କହିବାକୁ |ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଏହି କଥା କହୁ ନାହୁଁ ଏହି କଥା କହୁଛନ୍ତି ଏହି ପ୍ରେମିକ ପ୍ରେମିକା ଯୁବତୀ ଜଣକ କହୁଛନ୍ତି ଆମକୁ ଛାଡ଼ି ଦିଅ ଏପରି ଭୁଲ ଆମର ଆଉ ହବନି ଲୋକମାନେ କହୁଛନ୍ତି |

ତୁମର ଯଦି ଏତେ ସଲସଲ ହେଉଛି ତୁମେ କେଉଁ ହୋଟେଲକୁ ପଳେଇଲ ନାହିଁ ସୁରକ୍ଷା ବଳ ଭିତରେ ନରହି ସୁରକ୍ଷା ବଳ ଭିତରେ ନରହି ଅସୁରକ୍ଷିତ ଜାଗାକୁ ଆସିଲା କାହିଁକି ଜଙ୍ଗଲରେ ହାତୀ ପରି ଭୟଙ୍କର ଜନ୍ତୁ ବୁଲୁଛନ୍ତି |ପଶୁ ପକ୍ଷୀଙ୍କ ଚରା ଭୂଇଁକୁ ତୁମେ କାହିଁକି ଆସୁଛ ବୋଲି ସେଠାରେ ଥିବା ଲୋକମାନେ କହୁଛନ୍ତି |

ଲୋକମାନେ କହୁଛନ୍ତି ତୁମର ଯଦି ବିବାହ ଠିକ ହୋଇ ଯାଇଛି ତୁମେ ଜଙ୍ଗଲକୁ କାହିଁକି ଆସୁଛ ଭୁଲ କାମ କରିବାକୁ ଜଙ୍ଗଲ ଭିତରକୁ ପଳେଇ ଆସୁଛ ଧରା ପଡ଼ିଲା ବେଳେ କଥା ବଡ଼ ବଡ଼ କହୁଛ ଏଭଳି ଖରାପ କାର୍ଯ୍ୟରୁ ଆପଣ ନିବୃତ ରୁହନ୍ତୁ ଦୟାକରି ସମାଜରେ ଥିବା ଲୋକମାନଙ୍କୁ ନଷ୍ଟ କର ନାହିଁ ବୋଲି ଲୋକମାନେ କହୁଛନ୍ତି |

Leave a Reply

Your email address will not be published. Required fields are marked *