ଏବେ ଏବେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆସିଲା ଆଉ କିଛି ବଡ଼ ଖବର, ସରକାର କରିଲେ ବଡ ଘୋଷଣା, Students ମାନେ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ଏବେ ଏବେ ସରକାରଙ୍କ ତରଫରୁ ଆସିଲା ଆଉ କିଛି ବଡ଼ ଖବର ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ମିଳିବାକୁ ଯାଉଅଛି ଆଉ ଏକ ନୂଆ ସୁବିଧା ତେବେ ଆସନ୍ତୁ ଏନେଇ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା |ପିଏମ ପୋଷଣ ଯୋଜନା ଅଧୀନରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ତାଲିକାରେ ପରିବର୍ତ୍ତନ କରାଯାଇଛି |

ଏବେ ସ୍କୁଲ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସପ୍ତାହରେ ଚାରିଦିନ ଡାଲି ଜାତୀୟ ଖାଦ୍ୟ ସହିତ ବିଭିନ୍ନ ପନିପରିବା ସାମିଲ କରିବା ପାଇଁ ନିର୍ଦେଶ ଦିଆଯାଇଛି|ସେହିପରି ମୌଳିକ ଶିକ୍ଷା ପରିଷଦ ତରଫରୁ ଜାରି ହୋଇଥିବା ନୂଆ ମେନୁ ଆଧାରରେ ପିଲାଙ୍କ ପୋଷାକ ତତ୍ୱରେ ଭରପୁର ଶ୍ରୀ ଅନ୍ନ ମଧ୍ୟ ପ୍ରଦାନ କରାଯିବ |

ତେବେ ରାଜ୍ୟର ସମସ୍ତ ସରକାର ସ୍କୁଲରେ ପିଲାଙ୍କ ମଡେମିଲ ଯୋଜନା ଅଧୀନରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି |ପିଲାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ସ୍ତରକୁ ବୃଦ୍ଧି କରିବା ଏହାର ଏକ ମାତ୍ର ଲକ୍ଷ ଏବଂ ଉଦେଶ୍ୟ |ତେବେ ଏହି ଯୋଜନା ବର୍ତ୍ତମାନ ଏକ ନୂଆ ଖାଦ୍ୟ ସାମିଲ କରାଯାଉଛି |

ପୂର୍ବରୁ ସପ୍ତାହରେ ଦୁଇ ଦିନ ଡାଲି ଦିଆଯାଉଥିବା ବେଳେ ବର୍ତ୍ତମାନ ଏହାକୁ ଚାରିଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି ତେବେ ଏହାକୁ ମଧ୍ୟଓ ଉତ୍ତରପ୍ରଦେଶ ସରକାର ଲାଗୁ କରି ଦେଇଛନ୍ତି |ଖୁବ ଶୀଘ୍ର ଏହା ଆମ ରାଜ୍ୟ ଓଡ଼ିଶାରେ ଲାଗୁ ହେବାକୁ ଯାଉଅଛି |

ଏହା ଛଡ଼ା ସପ୍ତାହର ଗୋଟିଏ ଦିନ ମଧ୍ୟାହ୍ନ ଭୋଜନ ପିଲାମାନଙ୍କୁ ବଜାରରେ ପ୍ରସ୍ତୁତ ଖେଚେଡ଼ି ମଧ୍ୟ ଦିଆଯିବ ତେବେ ମୌଳିକ ଶିକ୍ଷା ପରିଷଦ ତରଫରୁ ମଧ୍ୟାହ୍ନ ଭୋଜନ ମେନୁକୁ ପରିବର୍ତ୍ତନ କରି ସପ୍ତାହକୁ ଗୋଟିଏ ଦିନ ମୁଗ ଡାଲି ଏବଂ ମୌସୁମୀ ଜନିତ ଖେଚେଡ଼ି ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଛି

Leave a Reply

Your email address will not be published. Required fields are marked *