ନମସ୍କାର ଦର୍ଶକବନ୍ଧୁ ଏବେ SBI ତାର ୟୁଜର ମାନଙ୍କ ପାଇଁ ଆଣିଲା ବହୁତ ବଡ଼ ଖୁସିର ଖବର କଣ ଆସିଛି ଖୁସି ଖବର ଯଦି ଆପଣଙ୍କ SBI ରେ ଆକାଉଣ୍ଟ ଅଛି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ କଣ ରହିଛି |ଦେଶର ସର୍ବ ବୃହତ ବ୍ୟାଙ୍କ SBI ଏହାର ସ୍ୱତନ୍ତ୍ର ଏଫଡ଼ି ଯୋଜନା ମୃତ କଳସ ସ୍କିମରେ ପୁଞ୍ଜି ନିବେଶ ସମୟ ସୀମାକୁ ପୁଣି ଥରେ ବୃଦ୍ଧି କରିଛି 15 ରେ ଶେଷ ହେବା ପାଇଁ ଥିବା ବେଳେ ଏହାକୁ ବୃଦ୍ଧି କରି ଡିସେମ୍ବର 31 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି |
ଯାହା ଫଳରେ ଗ୍ରାହକ ମାନେ ଏହି ସ୍ୱତନ୍ତ୍ର ଯୋଜନାର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବିନିଯୋଗ କରିବାକୁ ସକ୍ଷମ ହେବେ ଯେମିତିକି ଆପଣ ଜାଣିଥିବେ କିଛି ଦିନ ପୂର୍ବରୁ SBI ନିଜେ ଅପଡେଟ କରିଥିଲା ଯାହାକି ସିଏ ତାର ସ୍ୱତନ୍ତ୍ର FD ପ୍ଲାନକୁ ବନ୍ଦ କରିବାକୁ ହେଉଛି ଯେଉଁଥିରେ ସୁବିଧା ମିଳୁଥିଲା ଯଦି ଆପଣ ଚାରି ଶହ ଦିନିଆ ଏଫଡି କରୁଛନ୍ତି ଯେତିକି ଟଙ୍କା ଆପଣ ଚାରିଶହ ଦିନ ପାଇଁ ରଖିବେ |ଚାରିଶହ ଦିନ ପରେ ଆପଣ ତାର 7.10 ପରସେଣ୍ଟ ସୁଧ ପାଇପାରିବେ |
ଆଉ ଏହାକୁ ବନ୍ଦ କରିବା ପାଇଁ SBI ପକ୍ଷରୁ ବଡ଼ ଅପଡେଟ ଆସିଥିଲା କିନ୍ତୁ ବର୍ତ୍ତମାନ ଏହା ଉପରେ ଏକ ବଡ଼ ଅପଡେଟ ଆସିଛି ଯାହାକି ଏହାର ଶେଷ ତାରିକକୁ ଘୁଞ୍ଚାଇ ଡିସେମ୍ବର 31 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି |ଯଦି ଆପଣ ଚାହୁଁଛନ୍ତି ଚାରିଶହ ଦିନିଆ ଏଫଡି କରିବା ପାଇଁ ତାହେଲେ ଆପଣ ଡିସେମ୍ବର 31 ପର୍ଯ୍ୟନ୍ତ ଚାହିଁଲେ ଏହି ଏଫଡିର ଲାଭ ଉଠାଇପାରିବେ ଏହି ଏଫଡି ନାମ ହେଉଛି ଅମୃତ କଳସ|
ସ୍କିମ ଆପଣ ଚାହିଁଲେ ଆପଣଙ୍କ ପାଖରେ ଥିବା ଷ୍ଟେଟ ବ୍ୟାଙ୍କକୁ ଯାଇ ଏହି ଏଫଡି କରିପାରିବେ |ତାହେଲେ SBI ୟୋନ ରେ ଚାହିଁଲେ ଏହି ଏଫଡି ଆପଣ ଓପନ କରିପାରିବେ |ତେବେ ଆପଣ ଚାହିଁଲେ ଏହାକୁ ତିନି ମାସିଆ ଛଅ ମାସିକା ଯେବେ ପୂରଣ ହେବ ଏବଂ ଏହାର ଇନ୍ଟରେଷ୍ଟ କେବେ ନେବେ ଆପଣ ଚାହିଁଲେ ଏହାର ସମୟ ଧାର୍ଯ୍ୟ କରି ପାରିବେ |