Malika bachana:ଆଗକୁ ମାଡ଼ି ଆସୁଛି ବଡ଼ ବିପତ୍ତି ସୂଚନା ଦେଲା ନାସା ,ଘଟିପାରେ ଏଭଳି ଅଘଟଣ ରୁହନ୍ତୁ ସାବଧାନ |

ନମସ୍କାର ଦର୍ଶକବନ୍ଧୁ ତ୍ରାହି ତ୍ରାହି ଡାକିବେ ଜୀବ ଜଗତ ବଞ୍ଚାଅ ବଞ୍ଚାଅ କହିବେ ବୋଲି କହି ବୁଲିବେ ମଣିଷ ମାଳିକା କଥା ସତ୍ୟ ହେବାକୁ ଯାଉଅଛି ଆଗକୁ ଆସୁଛି ଭୟଙ୍କର ଦିନ |ମନୁଷ୍ୟ ସାମ୍ନା କରିବ ଏହି ଜିନିଷ ମାଳିକାର ସବୁ କଥା ସତ୍ୟ ହେବାକୁ ଯାଉଅଛି ନୂଆ ନୂଆ ଘଟଣା ଘଟିବାକୁ ଯାଉଅଛି ନାସାର ଏହି ସୂଚନା ପରେ ଭୟଭୀତ ମନୁଷ୍ୟ କାରଣ ପୂର୍ବରୁ ମନୁଷ୍ୟ କେବଳ ଟ୍ରେଲର ଦେଖୁଥିଲା ଏବେ ଦେଖିବାର ସମସ୍ୟ ଆସିବ ବୋଲି କୁହାଯାଉଛି |

ତ୍ରାହି ତ୍ରାହି ଡାକିବାକୁ ଯାଉଅଛି ସାରା ପୃଥିବୀ ବୃଦ୍ଧି ପାଇବାକୁ ଅସହ୍ୟ ଗରମ |ଆଉ ଏହି ଗରମରେ ମନୁଷ୍ୟ ଡହଳ ବିକଳ ହେବା ସହିତ ପାଗଳ ମଧ୍ୟ ହୋଇଯିବେ ଏନେଇ ସତର୍କ ବାଣୀ ଦେଇଛି ନାସା |ଚଳିତ ବର୍ଷ ଲୋକେ ପୃଥିବୀର ଅସହ୍ୟ ଗରମ ଓ ମୁଣ୍ଡ ଫଟା ଖରା ପାଇଁ ଯେପରି ଡହଳ ବିକଳ ହେଉଥିଲେ ଆଉ ସେହିଭଳି ସମୟ ଆସୁଛି ଆଗାମୀ ବର୍ଷ ମଧ୍ୟ ସେହିଭଳି ଖରା ଗରମ ବୃଦ୍ଧି ପାଇବ |

ନାସାର ସୂଚନା ଅନୁସାରେ 1880 ମସିହା ପରେ 2023 ଜୁଲାଇ ମାସ ସବୁଠୁ ଉତପ୍ତ ମାସ ଭାବରେ ରେକର୍ଡ ହୋଇଥିଲା ତେବେ ଏହି ରେକର୍ଡ ଆଗାମୀ ବର୍ଷ ଭାଙ୍ଗି ଦେବ ବୋଲି ନାସା ଅନୁମାନ କରୁଛି |କେବଳ ଏତିକି ନୁହଁ ଏହି ଅସହ୍ୟ ତାତି ଏବଂ ମୁଣ୍ଡ ଫଟା ଖରା କାରଣରୁ ଅନେକ ଲୋକ ମୃ-ତ୍ୟୁ ବରଣ କରିବେ ବୋଲି ଅନୁମାନ କରାଯାଉଛି |

ତେବେ ନାସାର ଏହି ସୂଚନା ପାଇବା ପରେ ମାଳିକା ଭକ୍ତ ମାନେ କହୁଛନ୍ତି ସତ ହେବାକୁ ଯାଉଛି ମହାପୁରୁଷଙ୍କ ଭବିଷ୍ୟ ବାଣୀ କାରଣ ମହାପୁରୁଷ ମାନେ ମାଳିକାରେ 600 ବର୍ଷ ପୂର୍ବରୁ କହି ଯାଇଥିଲେ କି ଧୀରେ ଧୀରେ ପୃଥିବୀ ଆଡ଼କୁ କଳି ଶେଷର ବଡ଼ ବିପତ୍ତି ମାଡ଼ି ଆସିବ ଆଉ ମାଳିକା ଏବେ ସତ୍ୟ ହେବାକୁ ଯାଉଅଛି |ଆଗାମୀ ସମୟରେ ମନୁଷ୍ୟ ଏବେ ଅସହ୍ୟ ଗରମରେ ଛାଟି ପିଟି ହୋଇ ମୃ-ତ୍ୟୁ ବରଣ କରିବେ ବୋଲି ମାଳିକା କହିଛି |

Leave a Reply

Your email address will not be published. Required fields are marked *