ନମସ୍କାର ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ ଯେ ଚାଣକ୍ୟ ନୀତି ଅନୁସାରେ ସକାଳୁ ଉଠି ସ୍ତ୍ରୀର କଣ ଏମିତି ଗୋଟେ ଜିନିଷ ଛୁଇଁବା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିବ |ଚାଣକ୍ୟ ନୀତି ଅନୁସାରେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ସ୍ତ୍ରୀ ଲୋକଙ୍କ ପାଇଁ ବହୁତ ଖରାପ ହୋଇଥାଏ ଏହି ତିନୋଟି ଜିନିଷ ସ୍ତ୍ରୀ ଲୋକମାନେ ବହୁତ ଖରାପ ହୋଇଥାଏ ଏହି ତିନୋଟି ଜିନିଷ ଠାରୁ ସ୍ତ୍ରୀ ଲୋକମାନେ ସର୍ବଦା ଦୂରରେ ରୁହନ୍ତୁ ନହେଲେ ତାଙ୍କର ଘର ସମ୍ପୂର୍ଣ୍ଣ ଭାବରେ ବର୍ବାଦ ଅର୍ଥାତ ନଷ୍ଟ ହୋଇ ଯାଇପାରେ ଏବଂ ଆସିପାରେ ଭୟଙ୍କର ଦାରିଦ୍ର୍ୟତା |ଚାଣକ୍ୟ ମହିଳାଙ୍କ ଏହି ତିନୋଟି ଜିନିଷକୁ ଭୟଙ୍କର ବୋଲି କହିଛନ୍ତି ଚାଣକ୍ୟ ନୀତିରେ କୁହାଯାଇଛି ଯେ ଯେଉଁ ଘରେ ଗୁଣଵାନ ସ୍ତ୍ରୀ ରହିଥାଏ ସେହି ଘର ସ୍ୱର୍ଗ ସମାନ ହୋଇଥାଏ ତେଣୁ ଆସନ୍ତୁ ଜାଣିବା ଚାଣକ୍ୟ ନୀତି ଅନୁସାରେ ସ୍ତ୍ରୀ ଲୋକଙ୍କ କେଉଁ ତିନୋଟି ଜିନିଷ ଠାରୁ ସର୍ବଦା ଦୂରରେ ରହିବ ଆବଶ୍ୟକ |
ପ୍ରଥମ ଜିନିଷ ହେଉଛି ଅହଙ୍କାର ଅହଙ୍କାର ବ୍ୟକ୍ତିର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ ଚାଣକ୍ୟଙ୍କ ଅନୁସାରେ ସ୍ତ୍ରୀ ଲାକମାନଙ୍କୁ ଅହଙ୍କାର ଠାରୁ ଦୂରରେ ରହିବା ଆବଶ୍ୟକ |ଅହଙ୍କାର ଦ୍ୱାରା ବ୍ୟକ୍ତିର ଘରୁ ସୁଖ ସମୃଦ୍ଧି ଧୀରେ ଧୀରେ ନଷ୍ଟ ହୋଇ ଯାଇଥାଏ ଏବଂ ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଯାଇଥାଆନ୍ତି ତେଣୁ ଚାଣକ୍ୟ ସ୍ତ୍ରୀ ଲୋକାମାନଙ୍କୁ ଅହଙ୍କାର ଠାରୁ ଦୂରରେ ରହିବା ଅତ୍ୟନ୍ତ ହାନିକାରକ ବୋଲି ସୂଚାଇ ଦେଇଛନ୍ତି |
ଦ୍ୱିତୀୟଟି ହେଉଛି ଅଜ୍ଞାନତା ଏହା ସ୍ତ୍ରୀ ଲୋକମାନଙ୍କ ପାଇଁ ଭଲ ହୋଇନଥାଏ ଚାଣକ୍ୟଙ୍କ ଅନୁସାରେ ସ୍ତ୍ରୀ ଲୋକମାନେ ଜ୍ଞାନଵାନ ହେବା ନିହାତି ଅଟେ କାହିଁକିନା ସମାଜ ନିର୍ମାଣରେ ସ୍ତ୍ରୀ ଲୋକମାନଙ୍କ ଭୂମିକା ସବୁଠାରୁ ଉଚ୍ଚ ବୋଲି ମନେ କରାଯାଇଛି ଶିକ୍ଷା ଏବଂ ଜ୍ଞାନ ଦ୍ୱାରା ସ୍ତ୍ରୀ ଲୋକମାନେ ସମାଜକୁ ଆଗେଇ ନେଇ ଥାଆନ୍ତି ଏବଂ ସେ ଏହି ଗୁଣ ଦ୍ୱାରା ଘରକୁ ସ୍ଵର୍ଗରେ ପରିଣତ କରି ପାରନ୍ତି ଯେବେ କି ସ୍ତ୍ରୀର ଅଜ୍ଞାନତାକୁ ନେଇ ସଭ୍ୟ ସମାଜର କଳ୍ପନା କରିବା ଅସମ୍ଭବ ହୋଇଥାଏ |
ତୃତୀୟଟି ହେଉଛି ଲୋଭ ଚାଣକ୍ୟଙ୍କ ଅନୁସାରେ ସ୍ତ୍ରୀ ଲୋକମାନେ ଲୋଭ ଠାରୁ ଦୂରେଇ ରହିବା ଉଚିତ ହୋଇଥାଏ ଏହା ପରିବାରକୁ ନଷ୍ଟ କରିଦେଇଥାଏ |ଚାଣକ୍ୟ ଙ୍କ ଅନୁସାରେ ଯେବେ ସ୍ତ୍ରୀ ଲୋକ ଲୋଭ କରିବାକୁ ଲାଗେ ତେବେ ସେ ଘରର ସୁଖ ଶାନ୍ତିକୁ ନଷ୍ଟ କରିବାରେ ଲାଗେ ଲୋଭ କାରଣରୁ ପରିବାରରେ ଚିନ୍ତା ଏବଂ କ୍ଳେଶ ଦେଖିବାକୁ ପଡ଼ିଥାଏ ତେଣୁ ବନ୍ଧୁଗଣ ଏହି ତିନୋଟି ଜିନିଷ ଠାରୁ ସ୍ତ୍ରୀ ଲୋକମାନଙ୍କ ପାଖରୁ ଦୂରରେ ରହିବା ଆବଶ୍ୟକ |
ତେଣୁ ଏବେ ଆସନ୍ତୁ ଜାଣିବା ସ୍ତ୍ରୀ ଲୋକମାନଙ୍କ କେଉଁ ଗୋଟିଏ ଅଙ୍ଗ ଛୁଇଁବା ଦ୍ୱାରା ସୋଇଥିବା ଭାଗ୍ୟ ଚମକି ଉଠିବ |ହିନ୍ଦୁ ଧର୍ମରେ ସ୍ତ୍ରୀ ଲୋକମାନଙ୍କୁ ଦେବୀର ଆଖ୍ୟା ଦିଆଯାଇଛି ଏମିତି କୁହାଯାଇଛି ଯେଉଁ ବ୍ୟକ୍ତି ଭଲ ମନରେ ସ୍ତ୍ରୀ ଲୋକମାନଙ୍କ ସମ୍ମାନ କରିଥାଏ ସେହି ବ୍ୟକ୍ତିକୁ ଜୀବନରେ କୌଣସି ପ୍ରକାର ସମସ୍ୟାର ସମାଧାନ କରିବାକୁ ପଡ଼ି ନଥାଏ |ତେବେ ଆପଣ ଯଦି ସ୍ତ୍ରୀ ଲୋକମାନଙ୍କ ଖାସ ଅଙ୍ଗକୁ ଛୁଁଇ ଦିଅନ୍ତି ତେବେ ଆପଣଙ୍କୁ ମହାପୂଣ୍ୟ ମିଳିଥାଏ ଏବଂ ଆପଣଙ୍କ ଶୋଇଥିବା ଭାଗ୍ୟ ଚମକି ଉଠିଥାଏ |ଏକ ସମୟରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଥିବା ସ୍ତ୍ରୀ ଲୋକଙ୍କ ପାଦରେ ବହୁତ ବଡ଼ ରାଜ ଲୁଚି ରହିଥାଏ | ଏମିତି କୁହାଯାଏ ଯେ ସ୍ତ୍ରୀ ଲୋକଙ୍କ ପାଦ ଛୁଇଁବା ଦ୍ୱାରା ବ୍ୟକ୍ତିର ସାରା ଜୀବନ ପୁଣ୍ୟର ଫଳ ମିଳିଥାଏ ଏହା ସହିତ ସେହି ବ୍ୟକ୍ତିଙ୍କୁ ଜୀବନରେ ସଫଳତା ଅତି ସହଜରେ ମିଳିପାରେ |