ଯେଉଁ ଲୋକମାନଙ୍କ ନଖରେ ଏହି ଚିହ୍ନ ଥାଏ ସେମାନେ ମହା ଭାଗ୍ୟଶାଳୀ ହୋଇଥାଆନ୍ତି ,ଜାଣନ୍ତୁ ଆପଣଙ୍କର ଏଭଳି ଚିହ୍ନ ଅଛି କି ହୋଇଯିବେ ମାଲାମାଲ |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଯଦି କୌଣସି ବ୍ୟକ୍ତିର ନଖରେ ଅର୍ଦ୍ଧ ଚନ୍ଦ୍ର ପରି ଚିହ୍ନ ଥାଏ ତେବେ ତାହାର ଅର୍ଥ କଣ ହୋଇଥାଏ |ନଖ ମନୁଷ୍ୟର ହାତ ଏବଂ ଗୋଡ଼ ଆଙ୍ଗୁଳି ମାନଙ୍କ ଶେଷ ଭାଗରେ ଉପର ଭାଗରେ ଏକ ଶକ୍ତିଶାଳୀ କବଚ ଭାବରେ ରହିଥାଏ ଏହା ମାଙ୍କଡ଼ ଏବଂ ଅନ୍ୟ କିଛି ପ୍ରାଣୀ ମାନଙ୍କର ମଧ୍ୟ ରହିଥାଏ |ଏହା ଏକ ପ୍ରୋଟିନ ଟେରୋଟିନ ଭଳି ପ୍ରସ୍ତୁତ ହୋଇଥାଏ ପଶୁ ମାନଙ୍କ ସିଂହରେ ବି ଏହି ପଦାର୍ଥ ଦେଖିବାକୁ ମିଳିଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଚିହ୍ନର ଏକ ଅଲଗା ଅଲଗା ରହସ୍ୟ ରହିଥାଏ |ବ୍ୟକ୍ତିର କପାଳ ରେଖା ଠାରୁ ନେଇ ଶରୀରର କଳାଜାଇ ଏବଂ ବ୍ୟକ୍ତିର ନଖ ଚରିତ୍ର ସ୍ଵଭାଵ ଏବଂ ଜୀବନ ସହିତ ଜଡ଼ିତ ରହିଥାଏ |

ଜରୁରୀ ତଥ୍ୟ ମଧ୍ୟ ଦେଇଥାଏ ଏହି ସବୁ ଚିହ୍ନ ବ୍ୟକ୍ତିର ଭବିଷ୍ୟ ବିଷୟରେ ବହୁତ କିଛି ସୋଚନ ଦେଇଥାଏ |ତେବେ ଆପଣମାନେ ପ୍ରାୟତଃ ଦେଖିଥିବେ ଆକାଶରେ ଚନ୍ଦ୍ର ପରି ବ୍ୟକ୍ତିର ନଖରେ ଅଧା ଚନ୍ଦ୍ରର ଚିହ୍ନ ରହିଥାଏ |ଆଜି କାଲି ବହୁତ ଲୋକଙ୍କୁ ଏହାର ମାନେ ଜାଣି ନଥାଏ ତେବେ ଆସନ୍ତୁ ଜାଣିବା ବ୍ୟକ୍ତିର ଅର୍ଦ୍ଧ ଚନ୍ଦ୍ରରଚିହ୍ନ ବ୍ୟକ୍ତିର ଜୀବନରେ କଣ ସଙ୍କେତ ଦେଇଥାଏ ଏମାନଙ୍କ ସ୍ଵଭାଵ କିପରି ହୋଇଥାଏ |ଯେଉଁ ବ୍ୟକ୍ତିମାନଙ୍କ ପାଖରେ ଏମିତି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ ସେମାନେ ତାଙ୍କ ପାଖରେ ଯେତେ ଧନ ଥାଉ ନା କାହିଁକି ତାଙ୍କ ଜୀବନ ଜାପାନ ବହୁତ କଷ୍ଟରେ କଟିଥାଏ |

ଯେଉଁ ବ୍ୟକ୍ତିମାନଙ୍କ ନଖରେ ଅଧା ଚନ୍ଦ୍ରର ଚିହ୍ନ ଥାଏ ଏହି ପରି ବ୍ୟକ୍ତିଙ୍କ ହୃଦୟ ବହୁତ ନିର୍ମଳ ଏବଂ ପବିତ୍ର ହୋଇଥାଏ ଏବଂ ଏମାନେ ସର୍ବଦା ଅନ୍ୟମାନଙ୍କ ସାହାଯ୍ୟ କରି ଥାଆନ୍ତି ବହୁତ ପରୋପକାରୀ ମଧ୍ୟ ହୋଇ ଥାଆନ୍ତି |ଯେଉଁ ବ୍ୟକ୍ତିମାନଙ୍କ ହାତରେ ଏହି ଚିହ୍ନ ଥାଏ ଏହିପରି ବ୍ୟକ୍ତିମାନେ ତାଙ୍କ ଜୀବନରେ ଆରମ୍ଭରେ ଟିକେ ସମସ୍ୟାରେ ରହି ଥାଆନ୍ତି କିନ୍ତୁ ଯେତେବେଳେ ସେମାନେ କଠିନ ପରିଶ୍ରମ କରିବାକୁ ଲାଗନ୍ତି ତ ସେବେଠାରୁ ସେମାନଙ୍କ ଜୀବନ ହସ ଖୁସିରେ ଲାଗି ରହିଥାଏ ଏବଂ ଶେଷରେ ଯେକୌଣସି କ୍ଷେତ୍ରରେ ହେଉ ନ କାହିଁକି ଏମାନେ ସଫଳତା ପ୍ରାପ୍ତି କରି ଥାଆନ୍ତି |

ଏମାନେ ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରସର ହୋଇ ଥାଆନ୍ତି ସମସ୍ତ କାର୍ଯ୍ୟ ଏମାନଙ୍କ ପାଇଁ ବହୁତ ସହଜ ସରଳ ମଧ୍ୟ ହୋଇଥାଏ ତାହା ଛଡ଼ା ଆପଣଙ୍କ ଆଙ୍ଗୁଳି ଏବଂ ନଖରେ ଯଦି ଅଧା ଚନ୍ଦ୍ରର ଚିହ୍ନ ଥାଏ ତ ଆପଣ ବୁଝି ଯାଆନ୍ତୁ ଯେ ଆପଣ ଆପଣଙ୍କ ଶରୀର ନିରୋଗ ଅଟେ ଯଦି ଆପଣଙ୍କ ଶରୀରରେ ଅଧା ଚନ୍ଦ୍ର ରହିଅଛି ତ ଆପଣ ଶାରୀରିକ ଦୃଷ୍ଟିରୁ ସୁସ୍ଥବାନ ଅଟନ୍ତି |

ନଖରେ ଅଧା ଚନ୍ଦ୍ରର ଚିହ୍ନ ଏହା ଦର୍ଶାଇଥାଏ ଯେ ଆପଣ ଯେଉଁ ବି କାର୍ଯ୍ୟକୁ କରୁଛନ୍ତି ତାକୁ ଶେଷ ନହେବା ପର୍ଯ୍ୟନ୍ତ ବସି ରୁହନ୍ତି ନାହିଁ କାମକୁ ଶେଷ କରିବା ପର୍ଯ୍ୟନ୍ତ ଆପଣ ଲାଗୁ ଥାଆନ୍ତି ତେବେ ବନ୍ଧୁଗଣ ଏହି ପରି ଅଧା ଚନ୍ଦ୍ରର ନଖରେ ଥିବା ବ୍ୟକ୍ତିମାନେ ବହୁତ ଜ୍ଞାନୀ ହୋଇ ଥାଆନ୍ତି |

Leave a Reply

Your email address will not be published. Required fields are marked *