ନମସ୍କାର ଦର୍ଶକବନ୍ଧୁ ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦିଙ୍କ ପାଇଁ ଆସିଲା ବଡ଼ ଖବର ଯାହାକି ସେମାନଙ୍କ ସବୁ ଦାବି ପୂରଣ ହେବାକୁ ଯାଉଅଛି ତେବେ ବିଧାୟକ ସାଂସଦଙ୍କ ଦରମା ମାସିକ ଦଶଗୁଣା ବଢିଥିବା ବେଳେ ଅଙ୍ଗନୱାଡି କର୍ମୀ ଓ ଆଶା ଦିଦି ମାନେ ଅଳ୍ପ ଦରମାରେ ଖଟି ଖଟି ଅଭାବ ଅନାଟନରେ ବଞ୍ଚିଛନ୍ତି ସେମାନଙ୍କ ପାଇଁ ସରକାର ଏବେ ଆଣିଲେ ଖୁସି ଖବର ତେବେ ଆସନ୍ତୁ ଜାଣିବା କଣ ରହିଛି ଖୁସି ଖବର |
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନିଷ୍ପତି ଯୋଗୁଁ ନିର୍ମାଣ ଶ୍ରମିକ ପରିବାର ସରକାରୀ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି ଏଥିପାଇଁ ସରକାର ଉଭୟ ଶ୍ରମିକ ପରିବାରଙ୍କୁ ମାସିକ ଛବିସ ହଜାର ଟଙ୍କା ମାସିକ ଦଶ ହଜାର ପେନ୍ସନ ଆଉ ତାହା ସହିତ ସାମାଜିକ ସୁରକ୍ଷା ଆଉ ମୃ-ତ୍ୟୁ କାଳୀନ ସହାୟତା ଆଠ ଲକ୍ଷ ଟଙ୍କା ଏବଂ ଦରଦାମ ବୃଦ୍ଧିରେ ଲଗାମ ଲଗାଇବାକୁ ଶ୍ରମିକ ମାନେ ଦାବି କରିଛନ୍ତି |
ଯାହାକି ଅଙ୍ଗନୱାଡି କର୍ମୀ ଏବଂ ସହାୟକ ମାନେ ଆଠ ଦଫା ଦାବି ପତ୍ର ପ୍ରଦାନ କରିଥିଲେ ଯାହାକି ସେମାନଙ୍କ ସବୁ ଅସୁବିଧାର ସମାଧାନ କରିବେ ବୋଲି ପ୍ରତିଶୃତି ଦେବାରୁ ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦି ମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ |ତେବେ ଆଶା ଏବଂ ଅଙ୍ଗନୱାଡି ଦିଦିଙ୍କ ପ୍ରସୟନ ରାଶିକୁ ନେଇ ସରକାର ବିଚାର କରୁଥିବା ସୂଚନା ମିଳିଛି |
ତେଣୁ ପ୍ରାୟ ଆଶା ଏବଂ ଅଙ୍ଗନୱାଡି ଦିଦି ମାନଙ୍କ ପାଇଁ ଖୁସି ଖବର ଦେଇ ପାରନ୍ତି ରାଜ୍ୟ ସରକାର ବହୁତ ଶୀଘ୍ର ଆଶା ଦିଦିଙ୍କ ପ୍ରସୟନ ରାଶି ବଢିବାକୁ ଯାଉଅଛି ଏହା ସହିତ ଅଙ୍ଗନୱାଡି କର୍ମୀଙ୍କ ମାସିକ ଦରମା ବୃଦ୍ଧି ନେଇ ରାଜ୍ୟ ସରକାର ବିଚାର ମଧ୍ୟ କରୁଛନ୍ତି ତେବେ ଅଙ୍ଗନୱାଡି କର୍ମୀ ଏବଂ ସହୟତା ମାନଙ୍କ ପାଇଁ ଇଏ ହେଉଛି ଏକ ବଡ଼ ଖବର |