ନମସ୍କାର ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ତିନୋଟି ରଙ୍ଗର ଠାକୁର ଦିଆ ଯାଇଛି ଆପଣ ସେହି ତିନୋଟି ଠାକୁରଙ୍କ ମଧ୍ୟରୁ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଠାକୁର ବାଛିବାକୁ ପଡ଼ିବ ଭଗବାନ ଗଣେଶ ହୁଅନ୍ତୁ ,ଦେବ ଦେବ ମହାଦେବ ହୁଅନ୍ତୁ ବା ପ୍ରଭୁ ଶ୍ରୀକୃଷ୍ଣ ହୁଅନ୍ତୁ ଆମେ ତିନୋଟି ଦେବତାକୁ ଅତି ଭକ୍ତି ଏବଂ ଶ୍ରଦ୍ଧାର ସହ ଆମେ ପୂଜା କରିଥାଉ ଏବଂ ଆପଣଙ୍କୁ ଯଦି କୁହାଯାଏ ଆପଣ ତିନୋଟି ମଧ୍ୟରୁ କାହାକୁ ବାଛନ୍ତୁ ତ ଆପଣ କେମିତି ବାଛିବେ ଆପଣଙ୍କୁ ଯଦି ତିନୋଟି ରଙ୍ଗର ଠାକୁର ଭଲ ଲାଗନ୍ତି କିନ୍ତୁ ଏହା ଏକ ଆପଣଙ୍କ ପ୍ରଶ୍ନ ଭବିଷ୍ୟତକୁ ନେଇ କାର୍ଯ୍ୟକ୍ରମ ଯାହାକି ଆମେ ଆପଣଙ୍କୁ ଏହି ତିନୋଟି ରଙ୍ଗର ଠାକୁର ଦେଖାଉଛୁ ଆପଣ ତାହା ମଧ୍ୟରୁ ଆପଣଙ୍କୁ ଯେଉଁ ଠାକୁର ଭଲ ଲାଗନ୍ତି ଆପଣ ସେହି ଠାକୁରଙ୍କ ପୂଜା କରି ପାରିବେ କିନ୍ତୁ ଆପଣଙ୍କୁ ଯଦି ତିନୋଟି ରଙ୍ଗର ଠାକୁର ଭଲ ଲାଗୁଛନ୍ତି ତେବେ ଆପଣ ଆଖି ବନ୍ଦ କରି ଗୋଟିଏ ବାଛନ୍ତୁ ସେହି ଠାକୁରଙ୍କ ବିଷୟରେ କୁହା ଯାଇଥିବା ଭବିଷ୍ୟ ବିଷୟରେ ଜାଣନ୍ତୁ |
ପ୍ରଥମେ ପ୍ରଭୁ ଗଣେଶ- ପ୍ରଭୁ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ସେ ସବୁ ଦେବତାଙ୍କ ମଧ୍ୟରୁ ପ୍ରଥମେ ପୂଜା ପାଉଛନ୍ତି ବର୍ତ୍ତମାନ ସମୟ କହୁଛି ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ ସମସ୍ତ ମନସ୍କାମନା ଆପଣଙ୍କ ପୂରଣ ହେବ |ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ସଫଳ ହେବ ମିତ୍ର ମାନଙ୍କ ପୁରୁଣା ସମ୍ପର୍କରେ ଯଦି କିଛି ତ୍ରୁଟି ରହୁଥିଲା ତ ସେଠାରେ ସମ୍ପର୍କରେ ଯୋଗ ଆସିବ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଶତ୍ରୁ ଆପଣଙ୍କ ଠାରୁ ଭୟଭୀତ ମଧ୍ୟ ରହିବେ ଆପଣ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ହିଁ ମୁକ୍ତି ମିଳିଯିବ ଯଦି ଆପଣ ଆଗକୁ କୌଣସି ବି କାର୍ଯ୍ୟ କରନ୍ତି ତ ଆପଣଙ୍କ ବିବେକ ଓ ଚିନ୍ତା ଏହି ଦୁଇଟି ଯାକୁ ଭଲ ଭାବରେ କାର୍ଯ୍ୟରେ ଲଗାନ୍ତୁ |ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ ସନ୍ତାନ ସୁଖର ପ୍ରାପ୍ତି ରହୁଅଛି ଯଦି ଆପଣ ପୂର୍ବରୁ କିଛି ଋଣ କରୁଛନ୍ତି ତାକୁ ସୁଜି ପାରୁ ନଥିଲେ ତ ଆପଣଙ୍କୁ ସୁଝିବାକୁ ଆପଣଙ୍କ କିଛି ବାଟ ମିଳିଯିବ |
ଦ୍ୱିତୀୟରେ ପ୍ରଭୁ ଭୋଳାନାଥ -ତେବେ ଆପଣ ଯଦି ପ୍ରଭୁ ଭୋଳାନାଥଙ୍କୁ ବାଛିଛନ୍ତି ତେବେ ଆପଣଙ୍କର ଦୁଃସ୍ବପ୍ନ ଏବେ ଦୂର ହେବ ଏବଂ ସୁଖ ସମ୍ପତି ଯୋଗ ପାଇଁ ଆପଣ ଆନନ୍ଦର ସମୟ ଅତିବାହିତ କରିବେ |ଆପଣ ବର୍ତ୍ତମାନ ଯେଉଁ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହୁଛନ୍ତି ତ ଆପଣ ଚିନ୍ତିତ ରୁହନ୍ତୁ ନାହିଁ ସେଥିରେ ଆପଣଙ୍କୁ ସଫଳତା ନିଶ୍ଚିତ ଭାବରେ ପ୍ରାପ୍ତ ହେବ |ମନ୍ଦ ଦଶା ଯୋଗୁଁ ଆପଣ କିଛି ଅଶାନ୍ତି ଭୋଗ କରୁଛନ୍ତି ଗ୍ରହ ଦଶା ମନ୍ଦ ହେତୁ ଆପଣ କିଛି ଅଶାନ୍ତି ଭୋଗ କରିସାରିଲେଣି କିନ୍ତୁ ଏଥର ସେପରି ଫଳ ଆପଣ ଆଉ ଭୋଗ କରିବେ ନାହିଁ ରୋଗ ପୀଡ଼ା ଆପଣଙ୍କ ଦୂର ହେବ ମାନସିକ ଚିନ୍ତା ଆପଣଙ୍କ ସବୁ ଦୂର ହେବ |ଆପଣଙ୍କ ଆଗାମୀ ଜୀବନ ମଧ୍ୟରେ ତିନୋଟି ମନ୍ଦ ଦଶା ଭୋଗ ହେବ ତ ସେହି ଦଶା ସମୟରେ ଆପଣ ସତର୍କ ରହିବା ଅପେକ୍ଷା ପଣ୍ଡିତଙ୍କ ଦ୍ୱାରା ଜାତକ ଦେଖାଇ ତାହାର ପ୍ରତିକାର କରାଇ ନିଅନ୍ତୁ |
ତୃତୀୟରେ ଆପଣ ଯଦି ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ବାଛିଛନ୍ତି ତ ଜାଣି ନିଅନ୍ତୁ ଯେ ଆପଣ ବହୁତ ସୁନ୍ଦର ସମ୍ପନ୍ନର ବ୍ୟକ୍ତି ଅନ୍ୟର ମୋହିନେଲା ଭଳି କଥା ଆପଣ କହିଥାଆନ୍ତି |ଆପଣ ଦେଖିବାକୁ ଖୁବ ସୁନ୍ଦର ଚତୁର ଏବଂ ସମାଜରେ ଆପଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି ତେବେ ଆପଣଙ୍କ ଅତୀତ କେତେ ଦିନ ହେଲା ମନ୍ଦ ଦଶା ଭୋଗ କରୁଅଛି ଆପଣ ବହୁତ ଚିନ୍ତିତ ହୋଇ ପଡ଼ିଛନ୍ତି କିନ୍ତୁ କୌଣସି ମନ୍ଦ ଦଶା ଆପଣଙ୍କ ଜୀବନରେ ଆଉ ଘଟିବାରେ ନାହିଁ ଆଗରୁ ସନ୍ତାନ ମାନଙ୍କ ପାଖରୁ ମଧ୍ୟ ଆପଣ କିଛି ଦୁଃଖ ପାଉଥିଲେ ପରିବାର ତରଫରୁ ଆପଣଙ୍କୁ ମଧ୍ୟ ବହୁତ ଦୁଃଖ ମିଳୁଥିଲା କିନ୍ତୁ ଏବେ ଈଶ୍ୱରଙ୍କ ସୁଦୃଷ୍ଟି ଆସୁଅଛି ସନ୍ତାନ ଆନନ୍ଦ ପାଇବେ ଅପା ବ୍ୟୟ ଯେତେ ହେଉଥିଲା ସେଥିରେ ମଧ୍ୟ ସୁଧାର ଆସିବ |ଆର୍ଥିକ ପରିସ୍ଥିତିରେ ଉନ୍ନତି ଆସୁ ନଥିଲା ତାହା ମଧ୍ୟ ଏବେ ଦୂର ହୋଇଯିବ |