ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଆଲୋଚନା କରିବା ଏକ ସୁନ୍ଦର ବିଷୟ ବସ୍ତୁ ଯେଉଁ ବିଷୟ ବସ୍ତୁର ନାମ ହେଉଛି ମରିଯାଅ ପଛେ ପତ୍ନୀଙ୍କୁ ଏହି ତିନୋଟି କଥା କେବେବି କୁହନ୍ତୁ ନାହିଁ |ସମସ୍ତ ବ୍ୟକ୍ତି ଚାହିଁ ଥାଆନ୍ତି ଯେ ଆମ ବୈବାହିକ ଜୀବନରେ ସମସ୍ତ ସୁଖ ଶାନ୍ତି ଆସୁ ଏଥିପାଇଁ ବହୁତ ଚେଷ୍ଟା ମଧ୍ୟ କରି ଥାଆନ୍ତି ହେଲେବି ଜୀବନରେ କିଛିନା କିଛି ସମସ୍ୟା ଆସିଥାଏ |ପତି ପତ୍ନୀଙ୍କ ସମ୍ପର୍କ ବହୁତ ନିବିଡ଼ ହୋଇଥାଏ ଦର୍ଶକବନ୍ଧୁ ଦୁହେଁ ଦୁହେଁଙ୍କ ସାତ ଜନ୍ମ ପାଇଁ ସାଥି ହୋଇଥାଆନ୍ତି କୌଣସି ବି ସମସ୍ୟା ଆସିଲେ ଦୁଇ ଜଣ ସାମ୍ନା କରନ୍ତି ଭଗବାନଙ୍କ ଆଶୀର୍ବାଦରେ ହିଁ ପତି ପତ୍ନୀଙ୍କ ମିଳନ ହୋଇଥାଏ |
ବୈବାହିକ ଜୀବନରେ କିଛି କିଛି ସମସ୍ୟା ଆସେ କିନ୍ତୁ ତାହା କିଛି କ୍ଷଣ ପାଇଁ ଆସିଥାଏ ଦୁହେଁଙ୍କ ଭିତରେ କିଛି ମନ ମାଳୀନ ହୋଇଥାଏ କିନ୍ତୁ ତାହା ପରବର୍ତ୍ତୀ ସମୟରେ ଠିକ ହୋଇଯାଏ ସୁଖର ସଂସାର କରନ୍ତୁ କିନ୍ତୁ ପତ୍ନୀଙ୍କୁ କେବେ ଏହି ତିନୋଟି କଥା କୁହନ୍ତୁ ନାହିଁ |ଆଜି ଆସନ୍ତୁ ଜାଣିବା ପତ୍ନୀଙ୍କୁ କେଉଁ ତିନୋଟି କଥା କହିବା ଉଚିତ ନୁହେଁ ପତ୍ନୀଙ୍କ ଆଗରେ ସବୁ କଥା କହିବେ ନିଜର ଦୁର୍ବଳତା କେବେବି କହିବେ ନାହିଁ ଯାହା ଆପଣଙ୍କ ଅତୀତରେ ଘଟି ଯାଇଛି ଯେଉଁଥିରେ ଆପଣ ଭାଙ୍ଗି ଯାଇଛନ୍ତି ବହୁତ କଷ୍ଟ ମଧ୍ୟ ପାଇଛନ୍ତି ସେହି କଥାକୁ ଭୁଲରେ କେବେବି ପତ୍ନୀଙ୍କ ଆଗରେ କହିବେ ନାହିଁ |
କାରଣ ଏହାର ପରବର୍ତ୍ତୀ ସମୟରେ ଆପଣଙ୍କ ପତ୍ନୀ ସରଳତାର ସୁଯୋଗ ନେଇ ଆପଣଙ୍କୁ କଟୁ କଥା କହିବ ଯାହା ଦ୍ୱାରା ଦୁହିଁଙ୍କ ଭିତରେ କଳହ ସୃଷ୍ଟି ହେବ ଅନେକ ସମସ୍ୟା ମଧ୍ୟ ଦେଖା ଦେଇପାରେ ସେଥିପାଇ ପତ୍ନୀଙ୍କ ଆଗରେ ନିଜର ଦୁର୍ବଳତା କହିବା ଉଚିତ ନୁହେଁ |ଦ୍ୱିତୀୟ କଥା ହେଉଛି ଆପଣଙ୍କ ରହସ୍ୟ ବିଷୟରେ କେବେ ହେଲେ ପତ୍ନୀଙ୍କୁ କୁହନ୍ତୁ ନାହିଁ ଜୀବନରେ ଯାହାବି କିଛି କରିଛନ୍ତି ଭଲ ହେଉ କିମ୍ବା ଖରାପ କୌଣସି ରହସ୍ୟ ବିଷୟରେ କହିବେ ନାହିଁ |
ହୁଏତ ବାହାର ପରିବାରର ଲୋକ ଜାଣିଥିଲେ କିଛି କହିବେ ନାହିଁ ସବୁ କାର୍ଯ୍ୟରେ ସାହାଯ୍ୟ କରିବେ ଆପଣଙ୍କୁ ସବୁ ସମସ୍ୟାରେ ରକ୍ଷା କରିବେ କୌଣସି କଟୁ ବଚନ ଆପଣଙ୍କୁ କହିବେ ନାହିଁ କିନ୍ତୁ ଆପଣ ଯଦି ପତ୍ନୀଙ୍କୁ ଏହି ବିଷୟରେ କିଛି କୁହନ୍ତି ପ୍ରତିଟି କ୍ଷେତ୍ରରେ ଉଦାହରଣ ସ୍ୱରୂପ ଦେବେ କୌଣସି କଳହ ସମୟରେ ଆପଣଙ୍କ ପତ୍ନୀ ଆପଣଙ୍କ ରହସ୍ୟ ଉଦାହରଣ ଦେବେ |
ତୃତୀୟରେ ଆପଣଙ୍କ ପତ୍ନୀ ଆଗରେ ଆପଣ କହିବେ ନାହିଁ ଯେ ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି ଯେତେବେଳେ ସେ ଜାଣି ଯିବେ ଆପଣ ତାଙ୍କୁ ଜୀବନ ଠାରୁ ବେଶୀ ଭଲ ପାଉଛନ୍ତି ସେହି ସୁଯୋଗର ଲାଭ ଉଠାଇବେ ସବୁ କଥାରେ ସବୁ ଦୋଷ ଆପଣଙ୍କ ଉପରେ ଲଦି ଦେବେ ସର୍ବଦା ମନେ ରଖନ୍ତୁ ନିଜ ଭଲ ପାଇବାକୁ ପତ୍ନୀଙ୍କୁ କେବେ ହେଲେ କହିବେ ନାହିଁ |