ନମସ୍କାର ଦର୍ଶକବନ୍ଧୁ ବିବାହ ପରେ ବରଙ୍କ ହାତ ଧରି ନାଚୁ ନାଚୁ ମଞ୍ଚରେ ଅଚେତ ହୋଇଗଲେ କନ୍ୟା ତେବେ ଆପଣମାନେ ଜାଣିଥିବେ ଆଜି କାଲିର ଯେଉଁ ବିବାହ ହେଉଛି ବର ଓ କନ୍ୟା ଦୁହେଁ ମଞ୍ଚ ଉପରେ ପରସ୍ପର ହାତ ଧରା ଧରି ହୋଇ ନାଚୁଛନ୍ତି କିଏ ମଞ୍ଚ ଉପରେ ଛିଡ଼ା ହୋଇ ନୃତ୍ୟ କରୁଛି ତ ଆଉ କିଏ ଗୀତ ଗାଈ ବିବାହକୁ ଆସୁଥିବା ଅତିଥିକୁ ଖୁସି କରିବାକୁ ଚେଷ୍ଟା କରି ଥାଆନ୍ତି |
ଏମିତି ନୃତ୍ୟ ଭିଡିଓ ମଧ୍ୟ ଲୋକମାନଙ୍କ ସାମ୍ନାକୁ ଆସିଛି ଯାହାକୁ ଲୋକମାନେ ଦେଖି ହସି ହସି ବେଦମ ହୋଇ ଯାଇଛନ୍ତି |ମଞ୍ଚ ଉପରେ ବର ଏବଂ ବଧୂ ମିଶି ନୃତ୍ୟୁ କରୁଥିବା ବେଳେ କେତେବେଳେ କନ୍ୟା ମଞ୍ଚ ଉପରୁ ତଳୁ ଖସିକି ପଡ଼ିଲାଣି ତ ଆଉ କେତେବେଳେ ବର ନୃତ୍ୟୁ କରି କରି ମୂର୍ଛାତ ହୋଇ କନ୍ୟାକୁ ଟେକୁ ଥିବା ବେଳେ ଦୁହେଁ ମଧ୍ୟରେ ଚିତ୍କାର ମାଡ଼ି ଯାଇ ଥାଆନ୍ତି |
ନିକଟରେ ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ବିବାହ ପରେ ବର ଏବଂ କନ୍ୟା ଘୁମର ଗୀତାରେ ନାଚୁଛନ୍ତି |ଏହି ସମୟରେ ନାଚୁ ନାଚୁ କନ୍ୟା ଅଚେତ ହୋଇ ପଡ଼ି ଯାଉଛନ୍ତି ସଙ୍ଗେ ସଙ୍ଗେ ଏକ କନ୍ୟା ଆସି ମହିଳାକୁ ଘଟଣା ସ୍ଥଳରେ ଉଦ୍ଧାର କରୁଛି |
କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଯେ ବରକୁ ଏଭଳି କିଛି ଫରକ ପଡ଼ୁ ନାହିଁ ସେନେଇ ଏମିତି ବ୍ୟବହାର କରୁଛନ୍ତି ଏହାକୁ ନେଇ ସୋସିଆଲ ମେଡିଆର ଲୋକମାନେ ବିଭିନ୍ନ ପ୍ରତିକ୍ରୀୟା ଥିବା ବେଳେ ଭିଡିଓ ଟି ଏବେ ଖୁବ ଭାଇରଲ ହେବାରେ ଲାଗିଛି |