ନମସ୍କାର ଦର୍ଶକବନ୍ଧୁ ବହୁତ ଦିନ ପରେ ଏୟାରଟେଲ ଲଞ୍ଚ କଲା ତାର ଆଉ ଏକ ଶସ୍ତା ପ୍ଲାନ ଏବେ ମାତ୍ର 99 ଟଙ୍କାରେ ମିଳି ପାରିବ ଅନଲିମିଟେଡ଼ ଡାଟା |ତେବେ ଆସନ୍ତୁ ଜାଣିବା ଏବେ ଏୟାରଟେଲ ପକ୍ଷରୁ ଜାରି ହେଲା ଆଉ କିଛି ବଡ଼ ଅଫର ତେବେ ଆପଣମାନେ ଜାଣିଥିବେ ରିଲିଆନ୍ସ ଜିଓ ସବୁବେଳେ ତାର ଗ୍ରାହକ ମାନଙ୍କୁ କିଛିନା କିଛି ନୂଆ ନୂଆ ଅଫର ଦେଇଥାଏ |
ଆଉ ଏୟାରଟେଲ ସେମିତି ପ୍ରାୟତଃ ସବୁବେଳେ ଅଫର ଦେଇନଥାଏ |କିନ୍ତୁ ଫାଇନାଲି ଏୟାରଟେଲ ଲଞ୍ଚ କରିଦେଲା ତାର ଆଉ ଏକ ନୂଆ ପ୍ଲାନ ଯାହାକି ମାତ୍ର 99 ଟଙ୍କା ତାହେଲେ ଆପଣ ଏୟାରଟେଲରେ 99 ଟଙ୍କା ରିଚାର୍ଜ କରୁଛନ୍ତି |ତେବେ ଏଥିରେ ଆପଣଙ୍କୁ ଅନଲିମିଟେଡ଼ ଡାଟା ମିଳିବ
ଯାହାକି ଆପଣ ଏହାକୁ ଗୋଟିଏ ଦିନ ପାଇଁ ବ୍ୟବହାର କରିପାରିବେ |ଯଦି ଆପଣଙ୍କୁ ଅନଲିମିଟେଡ ଡାଟା ଦରକାର ପଡ଼େ ଯଦି ଆପଣ ବହୁତ ସାରା ୟୁଜ କରିବାକୁ ଚାହୁଁଥିବେ |ତାହେଲେ ଆପଣ ମଧ୍ୟ ଏହି ପ୍ଲାନକୁ ନେଇ ପାରିବେ ଯାହାକି ମାତ୍ର 99 ଟଙ୍କା ରିଚାର୍ଜ କଲେ ଗୋଟିଏ ଦିନ ପାଇଁ ଆପଣଙ୍କୁ ମିଳିବ |
ଅନଲିମିଟେଡ଼ ଡାଟା ଆଉ ଏୟାରଟେଲ ମଧ୍ୟ ଏହି ପ୍ଲାନକୁ ଏବେ ଏବେ ଲଞ୍ଚ କରି ଦେଇଛି |ତେବେ ଆପଣମାନେ କଣ ବ୍ୟବହାର କରନ୍ତି ଆମକୁ ନିହାତି ଭାବରେ କମେଣ୍ଟ କରି ଜାଣନ୍ତୁ |