ନମସ୍କାର ଦର୍ଶକ ବନ୍ଧୁ ଦୁଇ ପ୍ରେମୀ ଯୋଡି ଜଙ୍ଗଲ ଭିତରକୁ ଆସି ଖେଳକରୁଥିଲେ କଣ ବା ଆଉ କରିଥାନ୍ତେ, ଯୌବନର ଜ୍ଵଳାକୁ ଟିକେ ଥଣ୍ଡା କରିବା ପାଇଁ ଜଙ୍ଗଲକୁ ଆସି ଖେଳରେ ମାତିଥିଲେ | ହେଲେ ସେ ଆନନ୍ଦ ବେଶୀ ସମୟ ଧରି ରହିଲା ନାହିଁ କୋଉଟି ଥିଲେ ମଦୁଆ ଦଳ ଏମାନଙ୍କ ଶବ୍ଦ ଶୁଣି ଶୁଙ୍ଘି ଶୁଙ୍ଘି ଆସିଗଲେ | ଏମାନଙ୍କୁ ଏଭଳି ଅବସ୍ଥାରେ ଦେଖି ଭିଡ଼ିଓ କରି ଚାଲିଲେ ଏମାନଙ୍କୁ ଦେଖି ପ୍ରେମୀ ଯୁଗଳ ତର ତର ହୋଇ ଡ୍ରେସ ପିନ୍ଧି ପକାଇଲେ |
ଭାବିଲେ ଆମେ ଏଠାକୁ ଆସିଛି ବୋଲି ଏମାନେ କେମିତି ଜାଣିଲେ ଏମାନେ ଆମକୁ କିଛି କରେଇ ଦେବେନି କେତେ ଆସ କରି ଆସିଥିଲୁ କେତେ କଣ କରିବୁ ବୋଲି ସବୁ ଫସର ଫାଟିଗଲା | ସେପଟେ ମଦ୍ୟପ ଯୁବକ ମାନେ ପଚାରି ଚାଲି ଛନ୍ତି ଏଠାକୁ କଣ ପାଇଁ ଆସିଥିଲା ଉଭୟ ପ୍ରେମିକ ପ୍ରେମିକା ଲାଜ କରିବେ କଣ ମୁହଁ ତୋଡ ଜବାବ ଦେଇଚାଲିଛନ୍ତି |
କୋଉଛନ୍ତି ଆମ ମନ ହେଲା ବୁଲିବାକୁ ଆସିଥିଲୁ ତୁମେ ଅଟକେଇବାକୁ କିଏ ଆମେ କଣ ନାବାଳକ ତୁମେ ଆମକୁ ଅଟକୋଉଛ ଆମେ ଦୁହେଁ ଦୁହିଁକୁ ଭଲ ପାଉଛୁ ଭବିଷ୍ୟତରେ ବିବାହ କରିବୁ ଆମକୁ ଅଟକେଇବାକୁ ତୁମେ କିଏ |
ବେଶୀ କଥା କହିବତ ଲୋକଙ୍କୁ ଡାକି କହିଦେବୀ ତୁମେମାନେ ମୋତେ ଉଠେଇଆଣିଛ ମୋ ଇଜତ ସହିତ ଖେଳିଛ ତୁମମାନଙ୍କ ଭିତରୁ କାହାରିକି ଛାଡିବିନି | ଯୁବତୀଙ୍କର ଏଭଳି କଥା ଶୁଣି ମଦୁଆ ମାନଙ୍କର ନିଶା ଉତୁରିଗଲା ତାପରେ ସେମାନେ ସେଠାରୁ ଛାଡି ପଳେଇଗଲେ | ମଦ୍ୟପାମାନେ ଯେଉଁ ଭିଡିଓ କରିଥିଲେ ସେମାନେ ସୋସିଆଲ ମିଡିଆରେ ଛାଡିଦେଲେ ଯାହା ଏବେ ଭାଇରଲ ହେବାରେ ଲାଗିଛି |
ଦେଖନ୍ତୁ ଭିଡ଼ିଓ –