ନମସ୍କାର ଦର୍ଶକବନ୍ଧୁ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ଲବେ ଦଶକରୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ସିଦ୍ଧାନ୍ତ ଆଉ ଏହାରି ମଧ୍ୟରେ ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ ବଡ଼ ହୋଇ ସାରିଛି ତ 2023 ମସିହାରେ ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅଙ୍କୁ 18 ବର୍ଷ ହୋଇଯାଇଛି ତ ଆପଣମାନେ ଜାଣିଥିବେ ସିଦ୍ଧାନ୍ତଙ୍କ ଝିଅ ନାମ ହେଉଛି ସାଇ ସିଦ୍ଧି |ତାହେଲେ ସାଇ ଆଗାମୀ ଦିନମାନଙ୍କରେ ଓଲିଉଡ଼ ଜଗତକୁ ଆସିବେ ସୋସିଆଲ ମେଡିଆ ସୂତ୍ରରୁ ଜଣା ପଡ଼ିଛି |
ତାହେଲେ ସିଦ୍ଧାନ୍ତ ଝିଅ ହିରୋଇନ ହେବେ ବୋଲି ସୋସିଆଲ ମେଡିଆ ସୂତ୍ରରୁ ଜଣା ପଡ଼ିଛି ହେଲେ ସିଦ୍ଧାନ୍ତ ଏହାକୁ ନେଇ କହିଛନ୍ତି ଯେ ତାଙ୍କ ଝିଅ ପାଠ ପଢି ଦେଶର ସେବା କରିବେ |ଆଉ ଆପଣମାନେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ରଙ୍କୁ ସୁଟିଙ୍ଗ ସେଟରୁ ଭଲ ପାଇ ବିବାହ କରିଛନ୍ତି ବାହାଘର ପରେ ତାଙ୍କର ଗୋଟିଏ ପୁଅ ଏବଂ ଝିଅ ହୋଇଛନ୍ତି |
ସିଦ୍ଧାନ୍ତ ଲବେ ଦଶକରେ ତାଙ୍କର ଅଭିନୟର ଯାଦୁ ଦେଖାଇ ଆସିଛନ୍ତି |1992 ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ଆଉ ସେବେ ଠାରୁ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି |ଆଉ ସେଥି ପାଇଁ ପ୍ରାୟ ଦୁଇଶହରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି
ସିଦ୍ଧାନ୍ତ ଆଉ ସିନେମାରେ ଅଭିନୟ କରିବା ସହିତ ରାଜନୀତିରେ ମଧ୍ୟ ରହିଛନ୍ତି |ସିଦ୍ଧାନ୍ତଙ୍କୁ ଆପଣ ଓଡ଼ିଆ ଫିଲ୍ମ ସହିତ ସିରିଏଲ ଏବଂ ଅନେକ ସୋରେ ମଧ୍ୟ ଆପଣମାନେ ଦେଖିବାକୁ ପାଇଥିବେ ଏବେ ମାମା ମିଶ୍ର ମଧ୍ୟ ଅଧିକାଂଶ ସମୟରେ ସୋସିଆଲ ମେଡିଆରେ ନଜର ଆସୁଛନ୍ତି କିନ୍ତୁ ସେ ଏବେ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହିଛନ୍ତି |
ବାହାଘର ପରେ ମାମା ମିଶ୍ର ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରିବାର ନଜରରେ ଆସି ନାହାଁନ୍ତି ହେଲେ ସିଦ୍ଧାନ୍ତ ନିଜ ଅଭିନୟ କ୍ୟାରିୟରକୁ ଚାଲୁ ରଖିଛନ୍ତି |