ରାକ୍ଷୀ ବାନ୍ଧିବା ପାଇଁ କେବଳ ୪ ମିନିଟ ଶୁଭ ମୂହୁର୍ତ୍ତ ରହିବ ଭଉଣୀ ମାନେ ଏହି ସମୟରେ ରାକ୍ଷୀ ବାନ୍ଧିଲେ ଭାଇ ମାନେ ଵନିଯିବେ କୋଟିପତି |

ନମସ୍କାର ଦର୍ଶକବନ୍ଧୁ ଏହି ବର୍ଷ ରାଖୀ ପୂର୍ଣ୍ଣିମା ଦିନ ଭଦ୍ରାର ଛାୟା ରହିବ ଏମିତିରେ ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ ରାକ୍ଷୀ କେବେ ବାନ୍ଧିବେ ଏବଂ ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦୁଇଦିନ କୁହାଯାଉଛି ତ ଆପଣ କେଉଁ ଦିନ ରାକ୍ଷୀ ବାନ୍ଧିବେ ଶୁଭ ସମୟ କଣ ରହିଛି କିନ୍ତୁ ଶାସ୍ତ୍ର ଅନୁସାରେ ଏହି ବର୍ଷ ରାକ୍ଷୀ ବାନ୍ଧିବାର ଶୁଭ ସମୟ କେବଳ 4 ମିନିଟ ରହିବ ଯଦି ବି ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଯଦି ରାକ୍ଷୀ ବାନ୍ଧିବେ ତେବେ ଆପଣଙ୍କୁ ଅଧିକ ସମୟ ମଧ୍ୟ ମିଳି ପାରିବ ନାହିଁ ଶୁଭ ମୁହୁର୍ତ୍ତ କଣ ରହିଛି ତାରିକ କଣ ରହିଛି ତିରିଶ ନା ଏକ ତିରିଶ |ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ମାନେ କେଉଁ ତରିକାରେ ରାକ୍ଷୀ ବାନ୍ଧିବେ ଆସନ୍ତୁ ସଠିକ ତଥ୍ୟ ସମ୍ପୂର୍ଣ୍ଣ ସମୟ ସୀମା ଜାଣିବା |

କାରଣ ହିନ୍ଦୁ ପରମ୍ପରା ଅନୁସାରେ ଭାଇ ଭଉଣୀ ମାନଙ୍କ ପାଇଁ ଏହି ଦିନ ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ ତ ଏହି ବର୍ଷ 2023 ରେ 30 ଅଗଷ୍ଟ ନ 31 ଅଗଷ୍ଟରେ ପାଳନ କରାଯିବ ଏହାକୁ ନେଇ ଲୋକ ବହୁତ ଦ୍ଵନ୍ଦରେ ଅଛନ୍ତି ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାର ବହୁତ ମହତ୍ତ୍ୱ ରହିଛି ଏବଂ ଏହା ଭାଇ ଭଉଣୀଙ୍କ ସ୍ନେହକୁ ଦର୍ଶାଇଥାଏ |ରାକ୍ଷୀ ବନ୍ଧନ ପ୍ରତ୍ୟକ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଆସିଥାଏ ଏବଂ ଏହି ପର୍ବକୁ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇ ଥାଏ ଯଦି ଏହି ସମୟରେ ଭଦ୍ରାର ଛାୟା ରହିଥାଏ ତ ରାକ୍ଷୀ ବନ୍ଧନ ପାଳନ କରା ଯାଇନଥାଏ କାରଣ ଏହା ଦ୍ୱାରା ବହୁତ ଅଶୁଭ ହୋଇଥାଏ |

ତେଣୁ ଭଦ୍ରା ସମୟରେ ରାକ୍ଷୀ ବନ୍ଧନ କୌଣସି ବି ମାଙ୍ଗଳିକ କାର୍ଯ୍ୟ ପାଳନ କରାଯାଏ ନାହିଁ ଭଦ୍ରା କାଳର ସମୟ କଣ ରହିଛି |ଧାର୍ମିକ ଗ୍ରନ୍ଥ ଅନୁସାରେ ଭଦ୍ରା କାଳର ସମୟ ରହିଛି ଧାର୍ମିକ ମାନ୍ୟତା ଅନୁସାରେ ସବୁବେଳେ ଭଦ୍ରା କାଳ ସମୟରେ ପାଳିବା ଉଚିତ ହୋଇଥାଏ |ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ପର୍ବ 30 ଏବଂ 31 ଅଗଷ୍ଟ ଦୁଇଦିନ ପାଳନ କରାଯାଇଛି ଏମିତିରେ ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଛି ରାକ୍ଷୀ ପୂର୍ଣ୍ଣିମାରେ ଦ୍ବିପହର ସମୟ ଅତ୍ୟନ୍ତ ଉତ୍ତମ ରହିଥାଏ ପ୍ରଦୁଷ କାଳରେ ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ |

ପୂର୍ଣ୍ଣିମା 30 ଅଗଷ୍ଟ ବୁଧବାର ସକାଳ 10ଟା 58 ମିନିଟ ରୁ ଆରମ୍ଭ ହୋଇଯିବ ଏବଂ ଯେପରି ପୂର୍ଣ୍ଣିମା ତିଥି ଆରମ୍ଭ ହେବ ଠିକ ସେହି ସମୟରେ ତୁରନ୍ତ ଭଦ୍ରା କାଳ ଆରମ୍ଭ ହୋଇଯିବ ଏବଂ ପୂର୍ଣ୍ଣିମା ତିଥି ଶେଷ ହେବ 31 ଅଗଷ୍ଟ ସକାଳ 7 ଟା 12 ମିନିଟ ସମୟରେ |ଭଉଣୀ ମାନେ ଭାଇ ମାନଙ୍କୁ କେଉଁ ସମୟରେ ରାକ୍ଷୀ ବାନ୍ଧିବେ ଏହି ସମୟକୁ ଲକ କରି ରଖନ୍ତୁ କାରଣ ଏହା ସମ୍ପୂର୍ଣ୍ଣ ନିର୍ଭୁଲ ଗଣନା ଅନୁସାରେ କୁହାଯାଉଛି 30 ଅଗଷ୍ଟ ରାକ୍ଷୀ ବାନ୍ଧିବାର ଶୁଭ ସମୟ ହେଉଛି 30 ଅଗଷ୍ଟ ବୁଧବାର ରାତ୍ରି 9 ଘଣ୍ଟା 1 ମିନିଟରୁ 9 ଘଣ୍ଟା 5 ମିନିଟ ପର୍ଯ୍ୟନ୍ତ ରହିବ |

ଏହି ସମୟରେ ଆପଣ ରାକ୍ଷୀ ବାନ୍ଧି ପାରିବେ ଯଦି ଆପଣ 31 ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାକୁ ଚାହୁଁଛନ୍ତି ତ ଆପଣ ଶୀଘ୍ର ଉଠି ଯାଆନ୍ତୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଏବଂ ସୂର୍ଯ୍ୟ ଉଦୟ ହେବାର ସକାଳ 7 ଟା 5 ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ରହିବ ଏବଂ ଭଦ୍ରା ଏହି ସମୟରେ ରହିବ ନାହିଁ |ଏହା ସହିତ ପୂର୍ଣ୍ଣିମା ତିଥି ମଧ୍ୟ ରହିବ ଯେ 7ଟା 5 ମିନିଟ ପରେ ପୂର୍ଣ୍ଣିମା ତିଥି ସମାପ୍ତ ହୋଇଯିବ ଏବଂ ଆପଣ 31 ଅଗଷ୍ଟ ଦିନ ଶୀଘ୍ର ଉଠନ୍ତୁ ଏବଂ ଆପଣଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତୁ |

Leave a Reply

Your email address will not be published. Required fields are marked *